ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ରାଲି

321 0

ଯାଜପୁର :(ଆନନ୍ଦ ଚନ୍ଦ୍ରା ସହୁ )ଯାଜପୁର କୋଦଣ୍ଡପୁର ଗାଁରେ ସମାଜସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଅନୁଷ୍ଠାନ ପକ୍ଷରୁ ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ କ୍ୟାଣ୍ଡେଲ ରାଲି ଆୟୋଜନ କରାଯାଇଥିଲା ।

ଅନୁଷ୍ଠାନର କର୍ମକର୍ତ୍ତା ବସୁବନ୍ଧୁ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିରେ ଅନୁଷ୍ଠାନର ସଦସ୍ୟ ମାନେ ଯୋଗ ଦେଇ ଭାରତୀୟ ଯବାନ ଙ୍କ ସାହସିକତାକୁ ସଲାମ ଜଣାଇଥିଲେ । ଏଥି ସହିତ ଚିନ ରୁ ଆମଦାନୀ ହେଉଥିବା ସମସ୍ତ ଦ୍ରବ୍ୟକୁ ବର୍ଜନ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ସହିଦ ହୋଇଥିବା ବୀର ଜବାନଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।

Related Post

ଜିଓକୋଭ-୧୯ ମାଧ୍ୟମରେ ଲୋକଙ୍କ ଗତିବିଧିକୁ ନଜର ରଖୁଛନ୍ତି ଓଡିଶା ସରକାର। ଜାଣନ୍ତୁ କିପରି ?

Posted by - May 28, 2020 504
ଭୁବନେଶ୍ବର:ଲୋକମାନଙ୍କ ଯାତାୟାତ ଉପରେ ସରକାର ନଜର ରଖିଛନ୍ତି। ଆଇଆଇଟି ତିରୁପତି ସହାୟତାରେ ରାଜ୍ୟ ସରକାର ଏଭଳି ଅଭିନବ ଉପାୟ ଆପଣାଇଛନ୍ତି। ଯଦିଓ ଏହାର ଉପଯୋଗିତା ଏବେ ପ୍ରାରମ୍ଭିକ…

ଆଜି ଗୋଟିଏ ଦିନରେ ରାଜ୍ୟରେ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,ନଜର ପକାନ୍ତୁ ଅପଡେଟ ଉପରେ (୮ମଇ ରାତ୍ରି ୦୮.୧୭)

Posted by - May 8, 2020 0
ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ୨୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏହି ସୂଚନା…

ସୋଡିଗୁଡାରେ ଘାରିଛି ଅଜଣା ରୋଗ ଆତଙ୍କ

Posted by - September 13, 2020 0
ମାଥିଲି: (ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସୋଡିଗୁଡା ଗାଁରେ ଦେଖାଦେଇଛି ଅଜଣା ରୋଗର ଭୟାଭୟତା । ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ନାରାଜ ହୋଇ ଗ୍ରାମବାସୀ ଗୁଣିଆ ର…

ମାଁ ସମଲେଶ୍ଵରୀ ଙ୍କ ପୀଠ ରେ ଚନ୍ଦ୍ର ଗ୍ରହଣ ଦିନର କାର୍ଯ୍ୟ ସୂଚୀ

Posted by - November 6, 2022 0
ସମ୍ବଲପୁର :୦୫/୧୦ (ରମାକାନ୍ତ ବିଶ୍ବାଳ)ମଙ୍ଗଳବାର ୮/୧୧/୨୨ ତାରିଖ ଭୋର୍ ୪:୩୦ ଘଟିକା ସମୟରେ ମାଆଙ୍କର ମନ୍ଦିର ଖୋଲାଯାଇ ନିତିକନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ…

କାର୍ଯ୍ୟରତ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ଘଟଣା, ସାମ୍ବାଦିକ ଙ୍କ ସୁରକ୍ଷା ଦାବୀ କଲେ ସାମ୍ବାଦିକ ସମୁହ

Posted by - July 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯ ତଥା ଦେଶରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି କିନ୍ତୁ…

Leave a comment

Your email address will not be published.