ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କଲେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

874 0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ସଂଗଠନ ଓ ସଂଘର ସମସ୍ୟା ବୁଝିବ। କମିଟିରେ ଅର୍ଥ, ଅବକାରୀ, ବାଣିଜ୍ୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଛନ୍ତି।

Related Post

ପଂଚାୟତ ନିର୍ବାଚନରେ ୭୦ବର୍ଷ ହେବ ଅନୁସୂଚିତ ଜାତି -ମହିଳାଙ୍କ ସ୍ଥାନ ସଂରକ୍ଷିତ ନ ଥିବାରୁ ବିକ୍ଷୋଭ

Posted by - October 18, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ବିରାଟ ସମସ୍ୟା ର ଦୃଶ୍ୟ!ଯାହାକି ବୌଦ୍ଧ ଜିଲ୍ଲା ବାସୀଙ୍କୁ ଚକିତ କଲାପରି…

ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ

Posted by - December 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାର ୪ ମାସ ପରେ ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା…

୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ମାଟ୍ରିକ ଦେଇପାରିବେ,ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ

Posted by - February 9, 2021 0
ଭୁବନେଶ୍ବର :  ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା…

Leave a comment

Your email address will not be published.