ବିଜେପିରୁ ଜିତିଥିବା ୨ ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେଲେ ବିଜେଡିରେ

3081 46

ଯାଜପୁର ଜିଲ୍ଲାର ଦୁଇଜଣ ବିଜେପି ଜିଲ୍ଲାପରିଷଦ ସଦସ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ମାମିନା ମଲିକ ଓ ଶ୍ରବଣ କୁମାର ଜେନାଙ୍କ ସହ ଏକାଧିକ କର୍ମୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି । ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ଏମାନେ ଦଳରେ ଯୋଗଦେଇଛନ୍ତି ।

Related Post

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା

Posted by - September 24, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା…

ବିଦ୍ୟୁତ ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ, ହରଭଙ୍ଗା ଥାନାରେ ମାମଲା

Posted by - August 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ସେକସନ ବିଦ୍ୟୁତ୍ କର୍ମଚାରୀଙ୍କୁ ବିନା କାରଣରେ ଜନୈକ ବ୍ୟକ୍ତି ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ଧମକ…

There are 46 comments

Leave a comment

Your email address will not be published.