Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ(ଊଇଝ) ବୋର୍ଡ ବୈଠକ ଅନୁଷ୍ଠିତ

20049 9

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲାପାଳ ଙ୍କ  ସମ୍ମିଳନୀ କକ୍ଷରେ ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ(ଊଇଝ) ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କାର୍ଯ୍ୟ, ପ୍ରକଳ୍ପ ବା ଅଭିଯୋଗକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ବୈଷୟିକ ଉପଯୋଗ ସହ ବିଜ୍ଞାନ ସମ୍ମତ ଭାବେ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା । ପାରମ୍ପାରିକ ଭାବେ ଅପଂ୍ ଲାଇନରେ ବିଭିନ୍ନ କାର୍ଯ୍ୟ କଲାବେଳେ ସାଧାରଣତଃ ଅଧିକ ସମୟ, ଅଧିକ ଲୋକ ଲାଗିବା ସହ ତୃଟିର ସମ୍ଭାବନା ରହିଥାଏ । ତେବେ ଏହି ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ୍ ମାଧ୍ୟମରେ ଏହା ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଚ୍ଥତାର ସହ ହୋଇପାରିବ ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କହିଥିଲେ ।

ତେଣୁ ପ୍ରତ୍ୟେକ ବିଭାଗର ଡାଟା ଏଣ୍ଟ୍ରି ଅପରେଟର, କମ୍ପ୍ୟୁଟର ପ୍ରୋଗ୍ରାମର ଓ କର୍ମଚାରୀମାନେ ଏହାକୁ ବିଷଦ ଭାବେ ଅବଗତ ହେବାକୁ ଜିଲ୍ଳ୍‌ାପାଳ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଳ୍‌ାକୁ ପ୍ରୋବେସନର ଭାବେ ଆସିଥିବା ଟ୍ରେନିଂ ଆଇ.ଏ.ଏସ୍‌. ଅପିଂସର ପାୱାର ସଚିନ ପ୍ରକାଶ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ ସମେତ ବିଡିଓ ଏବଂ ତହସିଲଦାର ମାନେ ଉପସ୍ଥିତ ଥିଲେ ।

Related Post

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

Posted by - June 23, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )୨୩/୬.(ସୁଶାନ୍ତ କୁମାର ବେହେରା) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ରାଘବ ଡାକୁଆ(୩୫) ବୁଧବାର ମଧ୍ୟାହ୍ନ ସମୟରେ କୌଣସି କାମରେ ଭଞ୍ଜନଗର ବାଇକରେ…

ତେଲେନପାଲି ଠାରେ ମାଣ୍ଡିଆ କ୍ରୟ କେନ୍ଦ୍ର ଶୁଭ ଉଦ୍ଘାଟନ

Posted by - December 28, 2021 0
ପାଟଣାଗଡ:(ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ମାଣ୍ଡିଆ କ୍ରୟ କେନ୍ଦ୍ର ଶୁଭ ଉତ୍ଘାଟନ ହୋଇଯାଇଛି। ଖପ୍ରାଖୋଲ ଅଞ୍ଚଳରେ ଦୀର୍ଘ ଚାରିବର୍ଷ…

ଯାଜପୁରରେ ପୁଣି ଗୋରୁ ମାଫିଆ ସକ୍ରିୟ, ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୭ଗୋରୁ ସହ ପିକ ଅପ ଭ୍ୟାନ ଜବତ

Posted by - March 1, 2020 36
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ ପୁଣି ଗୋରୁ ମାଫିଆ ସକ୍ରିୟ, ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୭ଗୋରୁ ସହ ପିକ ଅପ ଭ୍ୟାନ ଜବତ। ଧର୍ମଶାଳା ଥାନା ଅନ୍ତର୍ଗତ ୧୬…

ରାସନ୍ ସାମାନ୍ ବୋଝେଇ ଟ୍ରକ୍ ଦୁର୍ଘଟଣା, ଲୋକମାନେ ବୋହିନେଲେ ଖାଇବା ପଦାର୍ଥ

Posted by - July 4, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥ କରଡ଼ାକୋଠା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଲା ରାସନ ସାମଗ୍ରୀ…

There are 9 comments

  1. Crapless craps, also known as bastard craps, is a simple version of the original craps game, and is normally played as an online private game. The biggest difference between crapless craps and original craps is that the shooter (person throwing the dice) is at a far greater disadvantage and has a house edge of 5.38%. Another difference is that this is one of the craps games in which a player can bet on rolling a 2, 3, 11 or 12 before a 7 is thrown. In crapless craps, 2 and 12 have odds of 11:2 and have a house edge of 7.143% while 3 and 11 have odds of 11:4 with a house edge of 6.25%. Last but not least, we have Banka Francesca, which is not as simple as Sic Bo or Chuck A Luck. Even though the game uses three dice, you can have three possible results: big, small, and aces. These results are calculated by adding the values of each dice. In addition, the game can pay you up to 60:1, which is excellent. It needs to be noted that the banker will keep rolling the dice until there are any of the three situations. It can be quite a lot of fun.  https://deanunds764319.theblogfairy.com/14936511/american-roulette-play-online-free No deposit bonuses come in a variety of forms, some more common than others. Here is all the information you need on the types of no deposit bonus available at Canada online casinos: Some of the casino sites featured on our site may not be available in your location. Check your local regulations to see if internet gambling is permitted in your area. We share unbiased and reader-supported reviews; although we can get commissions for casinos featured in our site guides, that does not impact our ranking approach. We often endorse sites that we feel give the best pleasurable gaming experience. It’s easy. You just need to fill out the registration form. Some online casinos give you a no deposit bonus automatically, so you just need to open a qualifying game. But sometimes, you need to opt-in for the bonus or activate it in your rewards section. Make sure to read the bonus terms to find out how to claim a free bonus at a particular casino.

  2. Since 2008, the sale of magic mushrooms by smart shops has been banned. However, the growing magic mushrooms yourself is not forbidden! That is why it is done frequently and there are now handy tools that make growing mushrooms yourself as easy as possible. Think of so-called ready-made and grow kits. “The Mushroom Cultivator: A Practical Guide to Growing Mushrooms at Home” is specifically for people who want to grow mushrooms in their homes.  This is a comprehensive guide on the medical, chemical and healing properties of magic mushrooms and for anyone who wants to understand the basics of magic mushrooms, their safe use and ways to cultivate them quickly, safely, and effectively at home. Do you want to know how to grow psilocybin mushrooms? Well, you’re certainly not alone. More people seem to be interested in doing so, which may be explained by the following factors: http://riva-club.de/forums/users/best-way-to-store-medical-cannabis-6/edit The Ontario government proclaimed the Cannabis License Regulations on November 14, 2018, clarifying some of the anticipated ownership restrictions on private cannabis retailers and public interest considerations the Alcohol Gaming Commission of Ontario (“AGCO”) can take into account when it authorizes individual retail cannabis stores. The AGCO has strict guidelines regarding what retail cannabis outlets can and cannot do.  The Hunny Pot was the very first legal cannabis retail store to open up in downtown Toronto and now operates a total of 10 locations across the GTA. The Hunny Pot is “socially responsible, innovative, educational, and customer-centric”. The brand makes an effort to contribute back to the communities that they operate in. The Hunny Pot has one of the largest social media followings for cannabis retailers in Canada – boasting 10.2k followers on Instagram. Their Instagram features many giveaways and creatively-arranged product-focused content. The store strives to serve both cannabis “new-bees” and experts alike.

Leave a comment

Your email address will not be published.