‘ଫନି’ ଠାରୁ କମ୍‌ ‘ବୁଲ୍‌ବୁଲ୍‌’ ଠାରୁ ଅଧିକ ‘ଅମ୍ଫାନ୍‌’ ର ତୀବ୍ରତା,ଆଦୌ ଆତଙ୍କିତ ନ ହେବାକୁ ପରାମର୍ଶ

31646 7,839

ବୁବନେଶ୍ବର :ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ ଅର୍ଥାତ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ମେ’ ୧୮ରୁ ଏହାର ଦିଗରେ ପରିବର୍ତ୍ତନ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର, ଉତ୍ତର-ପୂର୍ବରେ ଦିଗରେ ଗତି କରିବ।ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ କୁମାର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ଲଘୁଚାପଟି ଅବପାତ ରୂପ ନେଇଛି। ଏହା ଆଜି ବାତ୍ୟା ରୂପ ନେଇପାରେ। ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଥିବା ନେଇ ସେ ସୂଚନା ଦେଇଛନ୍ତି। ଏବେ ଏହା ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି।ଏହାର ପ୍ରଭାବରେ ମେ’ ୧୮ ସନ୍ଧ୍ୟାରୁ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମେ’ ୧୯ରେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ଯାଏଁ ବର୍ଷା ହେବ । ୨୦ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ ।

ବର୍ଷା ସମୟରେ ପବନ ବି ବହିବ । ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାକୁ ସତର୍କ କରାଯାଇଛି । କୋଭିଡ- କେୟାର ସେଣ୍ଟର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ଏସଆରସି କହିଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର।ଅମ୍ପାନ୍ ଯେତେବେଳେ ଉପକୂଳ ଅତିକ୍ରମ କରିବ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କି.ମି. ରହିପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ଅନୁମାନ କରାଯାଉଛି ଯେ, ବାତ୍ୟା ‘ଅମ୍ଫାନ୍’ ଯେତେବେଳେ ଉପକୂଳ ଅତିକ୍ରମ କରିବ ଏହାର ତୀବ୍ରତା ଫୋନି ଠାରୁ କମ୍‌ ରହିବ। କିନ୍ତୁ ‘ବୁଲ୍‌ବୁଲ୍‌’ ଠାରୁ ଏହାର(‘ଅମ୍ଫାନ୍‌’) ତୀବ୍ରତା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ କହିଛନ୍ତି।

 

Related Post

ବୌଦ୍ଧ ବ୍ଲକ ବ୍ରାହ୍ମଣିପାଲି ଗ୍ରାମ ପଞ୍ଚାୟତ ପରିସରରେ ରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର

Posted by - December 27, 2022 0
ବୌଦ୍ଧ ୨୬ା୧୨ 🙁 ଚିତ୍ତରଞ୍ଜନ ସିଂ)ବୌଦ୍ଧ ବ୍ଳକ ବ୍ରାହ୍ମଣିପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । । ଜିଲ୍ଲାପାଳ…

ପାଟଣାଗଡ ରେ ‘ଆସ୍ଥା’ ଯୋଜନାର ଶୁଭାରମ୍ଭ କଲେ ଜିଲ୍ଲାପାଳ

Posted by - November 26, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ‘ଆସ୍ଥା’ ଯୋଜନାର ଶୁଭାରମ୍ଭ ବଲାଙ୍ଗିର ଜିଲ୍ଲାପାଳ…

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼,ବ୍ରାଉନ ସୁଗାର ଜବତ

Posted by - October 19, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼ । ଡିଲ ସମୟରେ ଧରିନେଲା ପ୍ରାୟ ଅଢେ଼ଇ କୋଟି ଟଙ୍କାର ବ୍ରାଉନ ସୁଗାର ପୋଲିସ ଓ…

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

Posted by - September 9, 2019 459
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ…

There are 7,839 comments

  1. imi66usa.com คาสิโนออนไลน์ เกมส์สล็อตออนไลน์ ฟุตบอล ฝาก-ถอน 1 วินาที |

    imi66usa.com คาสิโนออนไลน์ เกมส์สล็อตออนไลน์ ฟุตบอล ฝาก-ถอน 1 วินาที

  2. With havin so much content do you ever run into any issues of plagorism or copyright violation? My
    blog has a lot of completely unique content I’ve either authored myself or outsourced but it appears a lot of it
    is popping it up all over the internet without my permission. Do you know any methods
    to help protect against content from being ripped off?
    I’d really appreciate it. https://www.youtube.com/watch?v=8aHNIgtQ6-0

  3. Low Wagering bonuses come in many different shapes and forms but are not all created equal. Commonly available to new players, low wagering casino offers can broken down into the following: However, that doesn’t mean that high wagering requirements are easy to meet. A really high requirement can totally ruin a good bonus. This is why mediocre low wagering casino bonuses can be better than really good bonuses with hard-to-reach requirements. The Indian casino industry is a huge market that’s growing by the day with new online casinos. Naturally, the competition is fierce. Casinos have traditionally enticed new players with generous welcome bonuses. Now, however, new low wagering free spins bonuses are on the rise. The Slingo sister sites provides a complete gaming experience to its players because of its extensive collections of games accompanied by excellent promotions. The welcome bonus wagering is comparatively low to most of the online casinos out there, which is why Slingo is in our list of Low Wagering casinos sites. https://www.coolcasegallery.com/community/profile/linwoodlowes164/ Most games that are offered through desktop online casinos will also be available through their mobile casino or mobile-friendly website. Blackjack, slots, roulette, baccarat, poker, keno, and craps are all available. This is also applicable to live casino games. If you want to get to know Golden Hearts Games, you will receive as many as 200 free spins that will come to your account after 10 each day. Real money mobile slots canada players will experience a seamless gaming experience when playing on their mobile devices, iPhone. The series of anime slots features a lot of nudity and sexual content and won’t be to everyone’s tastes, pay by mobile ca slots 12. Their 30-point loss the year prior was devastating, 15. I highly recommend our US and Canadian players join Mandarin Palace Casino, 20.

  4. Jak można zauważyć, automaty do gry stają się coraz bardziej popularne. Gracze wybierają sloty, ponieważ są one bardzo łatwe w obsłudze i nie wymagają zbyt dużej wiedzy kasynowej. Wystarczy znać podstawowe zasady i rozpocząć grę. Wiemy jednak, że każda gra kosztuje, a gracze nie chcą płacić za coś czego nie znają. Na szczęście na wielu stronach hazardowych oraz Polskich kasynach online umieszczono automaty online za darmo, które można sprawdzić bez wydawania ani jednej złotówki. Co więcej — oferowane przez nasze kasyno za darmo automaty są dostępne w wersjach demonstracyjnych. A to oznacza, że możesz w nie grać bez konieczności każdorazowego płacenia za spin. Poznasz za darmo nowe tytuły, wybierzesz te najciekawsze i wtedy będziesz mógł zacząć grać na pieniądze! https://caidenlewm431986.blogaritma.com/15619059/godowa-ruletka-csgo Zaloguj się Zarejestruj się Lokalni sprzedawcy węgla dysponują opałem, ale ceny są znacząco wyższe niż te w oficjalnych sklepach internetowych. Gra edukacyjna sk³adaj±ca si꠺ drewnianej okr±g³ej tabliczki z obrotowym ko³em po¶rodku oraz 6 drewnianych motylkpolegaj±ca na logicznym dopasowaniu elementPo zakr꣥niu ko³em, kiedy pojawi si꠪u¿ jeden z 6 kolornale¿y u³o¿y栭otylki na tablicy w taki sposaby przez otwory w ich skrzyd³ach widoczny by³ kolor identyczny z tym, jaki wskazuje ruletka. Specyfikacja produktu:wym. ruletki: ¶r. 24 cm, wys. 3 cm 6 motylkateria³: drewno wiek: 2+. Lista polskie kasyna online 2022 Małe krówki składają się z ciała, głowy, kapelusza, 4 nóg i ogona. W każdej turze należy obracać grot ruletki, aby móc budować swoją krowę. Strzałka pokazuje dziecku, jaką część ciała wylosowało.