TOP NEWS ରାଜ୍ୟ ରେ ୧୪ କୋରୋନା ପୋଜିଟିଭ ଚିହ୍ନଟ,ଅପଡେଟ ଦେଖନ୍ତୁ(୯ ମଇ ସକାଳ ୦୭.୪୫ ) Posted on May 9, 2020 at 7:49 am by Aei Odisha 501 0 ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ତେବେ କେଉଁ ଜିଲ୍ଲା ରୁ କେତେ ଚିହ୍ନଟ ହୋଇଛନ୍ତି ଏବଂ କେତେ ସୁସ୍ଥ ହେଲେଣି ଟିକେ ନଜର ପକାନ୍ତୁ ।
ସରକାର ଙ୍କ ଜନ ବିରୋଧୀ ବିଲ୍ ପାରିତ ପ୍ରତିବାଦ ରେ ନୀଳଗିରି ରେ ବନ୍ଦ ପାଳନ । Posted by Aei Odisha - November 27, 2020 0 ନୀଳଗିରି :(ସୌମ୍ୟାସାଇ ବାରିକ) ଚଳିତ ଶୀତ କାଳୀନ ଅଧିବେଶନ ରେ, ସରକାର ଙ୍କ ତାନାସାହି ମନୋବୃତ୍ତି ଓ ଜନ ବିରୋଧି ବିଲ୍ କୁ ସ୍ଵୀକୃତି ଦିଆ ଯାଇଥିବା ପ୍ରତିବାଦ…
ଆସନ୍ତା ୧୮ ତାରିଖରେ ହୀରାକୁଦ ନଦୀବନ୍ଧ ରୁ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜଳ ନିସ୍କାସନ Posted by Aei Odisha - July 16, 2022 0 ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ଆସନ୍ତା ୧୮ ତାରିଖ ଦିନ ୧୧ ଟା ସମୟରେ ନିଷ୍କାସନ କରାଯିବ । ଆଜି ଏନେଇ ହୀରାକୁଦ…
ଏରବାଙ୍କ ପଂଚାୟତରେ ବ୍ୟାପକ ଅନିୟମିତତା,ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ Posted by Aei Odisha - July 11, 2020 0 ଯାଜପୁର ଅଫିସ : (ସ୍ନେହଂଶୁ ଶେଖର ମହାନ୍ତି )ବରୀ ନିର୍ବାଚନ ମଣ୍ଡଳୀ ଅଧିନ ଏରବାଙ୍କ ପଂଚାୟତରେ ବ୍ୟାପକ ଅନିୟମିତତା ହୋଇଛି । ମନୋରଗା କାର୍ଯ୍ୟରେ ଶ୍ରମିକ ମାନଙ୍କ…
ଭିଜିଲାନ୍ସ ହାବୁଡାରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର Posted by Aei Odisha - February 14, 2022 0 ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା ଏବେ ଭିଜିଲାନ୍ସ ହାବୁଡାରେ । ଆୟ ବହିଭ୍ୟୁତ ସଂପତ୍ତି ଠୁଲ ଅଭିଯୋଗ ରେ ସମ୍ବଲପୁର…
ମନ୍ତ୍ରୀ ଙ୍କ ଉପସ୍ଥିତି ରେ ବିଜେଡ଼ି ର ମିଶ୍ରଣ ପର୍ବ Posted by Aei Odisha - August 26, 2021 0 ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତି ଗୁଡା ଠାରେ ଇଲୋଟ୍ରନିକ ଏବଂ ସୂଚନାପ୍ରଯୁକ୍ତି କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର…