ସୋସିଆଲ୍ ମିଡ଼ିଆର ଅପବ୍ଯବହାର କରି ଯୁବକ ଗିରଫ୍

728 0

ଯାଜପୁର : କୋରୋନା କଟକଣା ସମୟରେ ସୋସିଆଲ୍ ମିଡ଼ିଆର ଅପବ୍ଯବହାର କରି ଯୁବକ ଗିରଫ୍,ଯାଜପୁର ରୋଡ ପୋଲିସ୍ ଦ୍ବାରା ଗିରଫ୍ ହେଲେ ଯୁବକ, ଗିରଫ୍ ଯୁବକ କୋରାଇ ଥାନା କନ୍ତୋର ଅଞ୍ଚଳର ହିମାଂଶୁ ବରାଳ, ଜିଲ୍ଲାରେ ସଟଡାଉନ ଅବଧି ବୃଦ୍ଧି ହେବାନେଇ ସୋସିଆଲ୍ ମିଡ଼ିଆରେ ଫେକ୍ ନ୍ୟୁଜ୍ ପୋଷ୍ଟ କରିଥିଲେ ସମ୍ପୃକ୍ତ ଯୁବକ, ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍।

Related Post

ଯାଜପୁର ତହସିଲ ପକ୍ଷରୁ ଚଢାଉ

Posted by - July 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ଅଂଚଳରେ ସ୍ଥାନିୟ ପୋଲିସ ସହାୟତାରେ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୧୩ଟି ଗାଡିକୁ ଜବତ କରାଯାଇଛି । ବିଭି୍‌ନ୍ନ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ଗୁଳି ମାଡ

Posted by - September 21, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଟୁଳୁକୁମ୍ପା ଗ୍ରାମରେ ଅଭାବନୀୟ ଘଟଣା।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି 55 ବର୍ଷୀୟ ବୃଦ୍ଧଙ୍କୁ ଗୁଳିମାଡ଼।ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି…

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

Posted by - August 6, 2022 0
ସମ୍ବଲପୁର :ସମ୍ବଲପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଗୋବିନ୍ଦପୁର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଆଜି ସମ୍ବଲପୁର ପୋକ୍ସ କୋର୍ଟ…

କମିଶନରେଟ ପୁଲିସ୍‌କୁ ମିଲିଲା ବଡ ସଫଳତା । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦାଫାସ।

Posted by - July 2, 2019 2
ଭୁବନେଶ୍ୱର:୪ କାର୍‌ ଲୁଟେରାଙ୍କୁ ଧରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌। ଗଲା ଜୁନ୍‌ ୭, ବିଳମ୍ବିତ…

Leave a comment

Your email address will not be published.