ଯାଜପୁର : କୋରୋନା କଟକଣା ସମୟରେ ସୋସିଆଲ୍ ମିଡ଼ିଆର ଅପବ୍ଯବହାର କରି ଯୁବକ ଗିରଫ୍,ଯାଜପୁର ରୋଡ ପୋଲିସ୍ ଦ୍ବାରା ଗିରଫ୍ ହେଲେ ଯୁବକ, ଗିରଫ୍ ଯୁବକ କୋରାଇ ଥାନା କନ୍ତୋର ଅଞ୍ଚଳର ହିମାଂଶୁ ବରାଳ, ଜିଲ୍ଲାରେ ସଟଡାଉନ ଅବଧି ବୃଦ୍ଧି ହେବାନେଇ ସୋସିଆଲ୍ ମିଡ଼ିଆରେ ଫେକ୍ ନ୍ୟୁଜ୍ ପୋଷ୍ଟ କରିଥିଲେ ସମ୍ପୃକ୍ତ ଯୁବକ, ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍।
