Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ

1879 117

ଭୁବନେଶ୍ବର:(ନିଉଜ ଡେସ୍କ)ଆଜିକାଲି ପଶ୍ଚିମବଙ୍ଗ ଫେରନ୍ତାମାନେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତା ରେ କହିଛନ୍ତି ଯେ  ‘୧୦ ଦିନ ତଳେ କଥା ହୋଇଥିଲି, ଆକ୍ରାନ୍ତ ସଂଖ୍ୟା ୬୧ ଥିଲା। ଏବେ ତାହା ଦୁଇ ଗୁଣ ବଢ଼ି ଗଲାଣି। ଡରିବାର କିଛି ନାହିଁ। ଆମେ ସାବଧାନ ରହିଲେ, ବିପଦକୁ ଏଡାଇ ପାରିବା। ‘ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ଯତ୍ନନେବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା।  ଓଡ଼ିଶା ପ୍ରଥମ ରାଜ୍ୟ ଯିଏକି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ କଲା। ଆପଣମାନେ ସହଯୋଗ କଲେ, ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଲା ।‘ପ୍ରଥମେ ନିଜାମୁଦ୍ଦିନ ଫେରନ୍ତାଙ୍କ ଯତ୍ନ ନେବା ଚ୍ୟାଲେଞ୍ଜ ଥିଲା। ଏବେ ପଶ୍ଚିମବଙ୍ଗ ଫେରନ୍ତା ଭାଇଭଉଣୀଙ୍କ ଯତ୍ନ ନେବା ଆମ ପାଇଁ ଆହ୍ୱାନ ହୋଇଛି। ଏବେ ଯେତିକି ପଜିଟିଭ ଅଛନ୍ତି, ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଫେରନ୍ତା ୫୦ ଜଣ ଅଛନ୍ତି।

ମୁଖ୍ୟମନ୍ତି ଆହୁରି କହିଲେ  ଯେ ”ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆଗାମୀ କିଛି ଦିନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।’“ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟମାନଙ୍କରୁ ବହୁ ଓଡ଼ିଆ ଲୋକ ଫେରିବେ। ସେମାନେ ଆମ ନିଜ ଲୋକ, ସେମାନଙ୍କ ଯତ୍ନ ନେବା ଆମ ଦାୟିତ୍ୱ। ବାହାର ଲୋକ ଆସିଲେ, ପଜିଟିଭି ସଂଖ୍ୟା ବଢ଼ିବ। ଯଦି ଆପଣ ମାନେ ସରକାରଙ୍କୁ ସହଯୋଗ କରିବେ, ପରିସ୍ଥିତି ନିୟନ୍ତ୍ରଣରେ ରହିବ”।  ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ।

Related Post

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

Posted by - December 8, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଟିଟିଲାଗଡ ରେଞ୍ଜର ଶିବ ନାଏକଙ୍କ ଟିଟିଲାଗଡ ବନ ବିଭାଗ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟ ପରିସରରେ ଥିବା ବାସଭବନ…

ଶହୀଦ ବୀର ଲକ୍ଷ୍ମଣ ଙ୍କ ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଚିତ୍ରକୋଣ୍ଡା ବିଧାୟକଙ୍କୁ ଅନୁରାଧ

Posted by - July 11, 2021 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୀଆଙ୍ଗ ଗ୍ରାମ ପଂଚାୟତ ଜନସାଧାରଣ କୀଆଙ୍ଗ ଛକ ଶିବମନ୍ଦିର ନିକଟ ରାସ୍ତା କୁ  ଶହୀଦ ଲକ୍ଷ୍ମଣ ନାୟକ…

ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୩୨ ଓମୀକ୍ରନ ଆକ୍ରାନ୍ତ:୨୦୨ ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

Posted by - January 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କରୋନା ସହ ତାଳ ଦେଇ ଓଡ଼ିଶାରେ ବୃଦ୍ଧି ପାଇବାରେ ଲାଗିଛି ଓମୀକ୍ରନ ।ରାଜ୍ୟରେ ଆଉ ୩୨ ଜଣ ଓମୀକ୍ରନ୍ ଚିହ୍ନଟ…

ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

Posted by - November 19, 2022 0
ଧର୍ମଗତ :(ହେମନ୍ତ କୁମାର ମାଝୀ)ଆଜି ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହା ସଙ୍ଘ (ନୂତନ ପେନସନ ଯୋଜନାଭୁକ୍ତ ) ର ଡାକରାରେ ଧର୍ମଗଡ଼ ବ୍ଲକର ନୂତନ ପେନସନ…

ଦ୍ରୌପଦି ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତାଙ୍କ ବୟାନ ନେଇ ବିଜେପି ର ପ୍ରତିବାଦ

Posted by - July 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଏନ.ଡି.ଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବା ଶ୍ରୀମତି ଦ୍ରୌପଦି ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ବୟାନ ଆଦିବାସୀ ଓ ମହିଳା ବିରୋଧୀ…

There are 117 comments

  1. Pingback: 3trustee

  2. Още бонуси Изискванията за превъртане са ключова част от бонусите на всяко казино. Не можете просто да вземете бонуса и незабавно да изтеглите парите. Преди да имате право на теглене, вие ще трябва да играете с бонус парите. Изискванията за превъртане описват колко пъти трябва да изиграете бонус парите си, за да ги „отключите\” за теглене. При регистрацията в сайта, и след като извършите депозит, ще Ви бъде предложен стартов бонус, който е разделен на три части. Освен пари, можете да вземете и безплатни врътки за слот игрите. Ето и как се разпределя депозита за първите 3 захранвания на игралната сметка: https://gigsecret.com/a/community/profile/shaynau6894549/|0 Обичате ли да играете за пари? Тогава Вулкан казино ви очаква. Тук ще намерите огромно разнообразие от игри, които може да изтеглите или да играете директно. Единственото условие, което казиното налага е да сте на подходящите години, за да участвате в подобни игри, която е 18. Има слот игри, които се намират само в наземните казина и не могат да се играят в интернет. Това са така наречените наземни слот машини със специфични заглавия изискващи от играча да посети реална игрална зала. Разработчиците обаче се стараят да пренесат всички машинки в нета, така че се предполага, че всички офлайн ротативки ще получат аналози в бъдеще време.

Leave a comment

Your email address will not be published.