Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

କୋରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକ ମୃତୁବରଣ କଲେ ପଚାଶ ଲକ୍ଷ ଟଙ୍କା ର ବୀମା ପାଇଁ ଦାବି

444 0

ଭୁବନେଶ୍ବର :କୋରୋନା ଯୋଗୁ ସାରା ବିଶ୍ୱରେଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି ଏହି ପରିପ୍ରେକ୍ଷୀରେ କୋରୋନା  ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ସାମ୍ବାଦିକ ମାନେ ତାଙ୍କ ଜୀବନ କୁ ବିପର୍ଣ୍ଣ କରି ନିଷ୍ଠାର ସହିତ ସେମାନଙ୍କ ଦାଇତ୍ୱ ନିର୍ବାହ କରିଚାଲିଛନ୍ତି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ରେ ଯାଜପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ହରି ହର ସ୍ବାଇଁ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଙ୍କୁ ଭେଟି ପଚାଶ ଲକ୍ଷ ଟଙ୍କା ର ବୀମା ଦେବାପାଇଁ ଦାବି କରାଯାଇଥିଲା ।

ଏ ସମ୍ପର୍କରେ ଯାଜପୁର ବିଧାୟକ ତଥା ରାଜ୍ୟର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଜି ରାଜ୍ୟସରକାର ଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନେ କୋରୋନା ରେ ଆକ୍ରାନ୍ତ ହୋଇ ମୃତୁବରଣ କଲେ ତେବେ ତାଙ୍କ ପରିବାର ବର୍ଗ ଙ୍କୁ ପନ୍ଦର ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦିଆଯିବ ବୋଲି ଘୋଷଣା କରିଥିବାରୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି

Related Post

ଛତ୍ରପଡ଼ା ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ନାଗରିକ ମଞ୍ଚ ରେ ଭବ୍ୟ ସମ୍ବର୍ଦ୍ଧନା 

Posted by - June 25, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ରୁ ଧନ୍ୟବାଦ ଜଣାଇଛନ୍ତି ବିଂଝାରପୁର ବାସୀ।…

ଜିଲ୍ଲାପାଳଙ୍କ ବିଷମ କଟକ ବ୍ଲକ ଗସ୍ତ ,ତହସିଲ ଅଫିସ ପରିଦର୍ଶନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା

Posted by - December 3, 2022 0
ରାୟଗଡା :(ରମାକାନ୍ତ ପୋଢଳ )ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵ ସିଂ ବିଷମ କଟକ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି…

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - July 12, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ସଭାପତିତ୍ବରେ ଟିଟିଲାଗଡ ନିକଟସ୍ଥ ପିପଲପଦର ଠାରେ ଥିବା ଶୁଭ…

ଚିକିତ୍ସା ପାଇଁ ଆସିଥିବା ଭିନ୍ନକ୍ଷମ ରୋଗୀ ଙ୍କୁ ସାହାଯ୍ୟ କଲେ ସମାଜସେବୀ

Posted by - November 10, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ବୁର୍ଲା ଭିମସାର କୁ ଚିକିତ୍ସା ପାଇଁ ଆସିଥିବା ଜଣେ ଗରିବ ଭିନ୍ନକ୍ଷମ ରୋଗୀ ଙ୍କୁ ସାହାଯ୍ୟ କରି ମାନବିକତା ର ପରିଚୟ…

ଶ୍ରୀ ରାମ ଗୋସେବା ସଦନ ଠାରେ ଗୋମାତାଙ୍କ ରହିବା ନିମନ୍ତେ ରମେଶ ସୋନିଙ୍କ ପରିବାର ତରଫରୁ ନୂତନ ହଲ ନିର୍ମାଣ

Posted by - December 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ଏକମାତ୍ର ଗୋଶାଳା ରୂପେ ପରିଚିତ ଶ୍ରୀ ରାମ ଗୋସେବା ସଦନ ଠାରେ ଯେତିକି ବୁଲା ଗାଈଗୋରୁଙ୍କୁ ରଖା ଯାଇଥାଏ। ସେ ଦୁର୍ଘଟଣାର…

Leave a comment

Your email address will not be published.