ଯାଜପୁର ରେ କଣ୍ଟେନମେଣ୍ଟ ଅବଧି ବଢିଲା ,ଜାଣନ୍ତୁ କେଉଠି ବଢିଲା

1013 21

ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହୋଇଛି। ଏ ମଧ୍ୟରୁ ୧୮ ଜଣ ପଶ୍ଚିମବଙ୍ଗ ଫେରନ୍ତ ବୋଲି ସୂଚନା ରହିଛି।  ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ଯାଜପୁର କରୋନା ମାନଚିତ୍ରରେ ସ୍ଥାନୀତ ହୋଇଛି।ଯାଜପୁର ବାସୁଦେବପୁର ପଂଚାୟତ ରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଲା କଣ୍ଟେନମେଣ୍ଟ ଅବଧି ଏବଂ ସାମିଲ ହେଲା ଗୋବିନ୍ଦପୁର ଗାଁ ।

ଆସନ୍ତା ମେ ମାସ ୧୮ ତାରିଖ ରାତି ୮ ଟା ପର୍ଯ୍ୟନ୍ତ ବାସୁଦେବପୁର  ଏବଂ ଗୋବିନ୍ଦପୁର ଗାଁ  ରେ  ବଳବତ୍ତର ରହିବ। ଆଜି ବାସୁଦେବପୁର ଗାଁ ରୁ ୩୪ ବର୍ଷୀୟ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପୂର୍ବରୁ ବାସୁଦେବପୁର ରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଘୋଷଣା ହୋଇଥିଲା କଣ୍ଟେନମେଣ୍ଟ ଅଞ୍ଚଳ।

Facebook Notice for EU! You need to login to view and post FB Comments!

Related Post

“ଓଡ଼ିଶା ଡ୍ରାଇଭର ମହାସଂଘ “ର ବୌଠକ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରବୁଡ଼l ଗୁପ୍ତେଶ୍ୱର ବାବାଙ୍କ ପ୍ରାଙ୍ଗଣ ଠାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଜିଲ୍ଲା ର ତିଲେଶ୍ୱର…

ବିଷାକ୍ତ ସାପ କାମୁଡାରେ ୧୪ ବର୍ଷର ନାବାଳକ ମୃତ

Posted by - July 15, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ତଳ ସାହିର ଗୂରା ସ୍ଵାଇଁଙ୍କ ସାନ ପୁଅ ସାନୁ ସ୍ୱାଇଁ (୧୫) ରାତିରେ ଖାଇ…

ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ତୃତୀୟ ଲିଙ୍ଗ ମାନଙ୍କ ପାଇଁ କୋଭିଡ ସଚେତନତା କାଯ୍ୟକ୍ରମ

Posted by - April 28, 2020 20
ଭୁବନେଶ୍ବର:ଆଜି ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ, ଢେ଼ଙ୍କାନାଳ ତରଫରୁ ଢେଙ୍କାନାଳ ଜିଲ୍ଲା ରେ ଲକଡାଉନ ସମରେ ସ୍ଥାନୀୟ ସିନେର୍ଜି ମହାବିଦ୍ୟାଳୟ ନିକଟରେ ରହୁଥିବା ୩୦ ଜଣ ଉର୍ଦ୍ଧ  ତୃତୀୟ…

ଯାତ୍ରୀବାହୀ ବସ ଓ଼ ପିକ ଅପ ମଧ୍ୟରେ ଧକ୍କା

Posted by - September 12, 2021 0
ହରଭଙ୍ଗା/ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57ନଂ ଜାତୀୟରାଜପଥ ହରଭଙ୍ଗା ବ୍ଲକ ଆଣେନିଗଡ଼ଫାଣ୍ଡି ଅଧିନସ୍ଥ ବଦଲା ସାହି ବୁଲାଣି ରେ ଏକ ଯାତ୍ରୀବାହି ବସ ଓ଼ ପିକ ଅପ…

ଭୈରବୀ ଡିଗ୍ରୀ କଲେଜରେ ଭୋଟର ସଚେତନତା ଓ ସମ୍ବିଧାନ ଦିବସ ପାଳିତ

Posted by - November 27, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ମିଳିତ ଅନୁକୁକୁଲ୍ୟରେ ଭୋଟର…

There are 21 comments

  1. A fascinating discussion is worth comment. I think that you need to write more on this topic, it may not be a taboo matter but typically people do not talk about these topics. To the next! All the best!!

  2. I’m not certain the place you’re getting your information, but great topic.I needs to spend some time learning much more or understandingmore. Thanks for great information I was looking for this info for my mission.

  3. Hey are using WordPress for your blog platform? I’m new to the blog world but I’m trying to get started and set up my own. Do you require any coding expertise to make your own blog?Any help would be really appreciated!

  4. Aw, this was an exceptionally nice post. Finding the time and actual effort to make a superb articleÖ but what can I sayÖ I hesitate a lot and never manage to get anything done.

  5. Once upon a time I was not on this blog. I sincerely regret. Now I just do not know when make up for lost time, for a few hours I was glued to your content. Congratulations for doing a great job!

Leave a comment

Your email address will not be published.