ବଡବିଲ: ବଡବିଲ ଗୁରୁଦ୍ୱାରା କମିଟି ପକ୍ଷରୁ ଖାଦ୍ୟ ବଣ୍ଟନ।

543 0

କେଦୁଝର:(ସୀତାରାମ ଦୀକ୍ଷିତ)ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଦେଶରେ ଲକ ଡାଉନ ପ୍ରଭାବ ପଡିଥିବା ଦେଖାଯାଇଛି।ଓଡ଼ିଶା ରାଜ୍ୟ ରେ କେନ୍ଦୁଝର ଜିଲ୍ଲାରେ ବଡ଼ବିଲ ଅଞ୍ଚଳରେ ଦିନମଜୁରିଆ, ଗରିବଶ୍ରେଣୀର ଲୋକ ଓ ଗାଡି ଚାଳକ ମାନେ ଖାଇବାପାଇଁ ନାହିଁ ନଥିବା ହଇରାଣ ଭୋଗୁଥିବା ବେଳେ ବଡବିଲ ଗୁରୁଦ୍ୱାରା କମିଟି ପକ୍ଷରୁ ବଡବିଲ ଅାଖ ପାଖ ଅଞ୍ଚଳରେ ଲକଡାଉନ ସମୟରେ ପ୍ରତ୍ୟେକ ଦିନ ୨୫୦ ଲୋକଙ୍କୁ ରନ୍ଧାଖାଦ୍ୟ ଓ ୧୦୦ ପରିବାରକୁ ରୋଷେଇ ସାମଗ୍ରୀ ଯୋଗାଇଦିଆଯାଉଛି।

ଏହି ସମୟରେ ଖେଚୁଡି ତରକାରୀ ଡାଲମା ଗୁରୁଦ୍ୱାରା କମିଟି ସଦସ୍ୟମାନେ ଗୁରୁଦ୍ୱାରା ରେ ତିଆରି କରୁଥିବାବେଳେ ଶିଖ ସମ୍ପ୍ରଦାୟର ମହିଳାମାନେ ନିଜ ଘରେ ରୁଟି ତିଆରି କରି କମିଟିର ସଦସ୍ୟ ମାନଙ୍କୁ ଏହି ପୁଣ୍ୟ କାମରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

Related Post

ସାମାଜିକ ସଂଗଠନ ୟଥ ଫର୍ ଏକ୍ସନ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 26, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍ସା)ସାମାଜିକ ସଂଗଠନ ୟଥ୍ ଫର୍ ଏକ୍ସନ୍ ବାଲେଶ୍ଵର ପରିବାର ତରଫରୁ ଆଜି ବାଲିଆପାଳ ବ୍ଲକ୍ ର ଛଡା ଗ୍ରାମ ପଂଚାୟତରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଉତ୍କଳମଣି ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ବନ୍ଧୁମିଳନ

Posted by - January 12, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କ ନୀତି ଆଦର୍ଶରେ ପରିଚାଳିତ, ନୀଳଗିରି ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଉତ୍କଳ ମଣି ନିସ୍ଵାର୍ଥ ସେବା ସଂଗଠନ” ପକ୍ଷରୁ କାଠପାଳ…

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ନବରଙ୍ଗପୁର ର ସାହିତ୍ୟିକ ଅଶୋକ ପଟ୍ଟନାୟକ ଙ୍କୁ ସମର୍ଦ୍ଧନା

Posted by - July 29, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ସାହିତ୍ୟ ଏକାଡେମୀ ର ଏକ ନିରାଡ଼ମ୍ବର ଭବ୍ୟ ସାହିତ୍ୟ ଉତ୍ସବ,ଭୁବନେଶ୍ୱର ଠାରେ ଆମ ଜଣାଶୁଣା ସୁନାମଧନ୍ୟ  ଗାଳ୍ପିକ,ଗୀତିକାର,ନାଟ୍ୟକାର ଅଶୋକ ପଟ୍ଟନାୟକ ଓଡ଼ିଶାର…

ସାହାଯ୍ୟ ର ହାତ ବଢ଼ାଇଲା ସ୍ବେଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ

Posted by - January 7, 2020 55
ଯାଜପୁର:ସମାଜ ରେ ବହୁ ନିଷ୍ପେସିତ ମଣିଷ ଅଛନ୍ତି।ସେମାନଙ୍କ ପାଖରେ ସରକାରୀ ସ୍ତରରେ କୌଣସି ବ୍ୟକ୍ତି ପହଁଚିବା ବା କୋୖଣସି ସରକାରୀ ଯୋଜନା ପହଁଚିବା କଷ୍ଟକର ହୋଇଥିବା ବେଳେ…

ଶୁଭ ଅକ୍ଷୟ ତୃତୀୟା: ସବୁ ଅନୁକୂଳର ପର୍ବ ଅକ୍ଷୟ ତୃତୀୟା

Posted by - April 23, 2023 0
ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଏହି ଦିନଟି ସରକାରୀସ୍ତରରେ ‘କୃଷକ ଦିବସ’ ରୂପେ ପାଳିତ…

Leave a comment

Your email address will not be published.