Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଜଙ୍ଗଲରୁ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

655 0

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗତକାଲି ସଂନ୍ଧ୍ୟା ସମୟରେ ଜାମିର୍ତ୍ତା ଗ୍ରାମର ରଘୁ ମୁଣ୍ଡାଙ୍କ ଶିଶୁ କନ୍ୟା ଘର ପାଖରେ ଖେଳୁଥିଲା ଏବଂ କୁଆଡେ ଚାଲିଯାଇଥିଲା. ବହୁତ ଖୋଜା ଖୋଜି କରିଲାପରେ ମଧ୍ୟ ମିଳିନଥିଲା । ଆଜି ସଖାଲୁ ସ୍ଥାନୀୟ ଜଙ୍ଗଲ ରେ ଏକ ଶିଶୁ କନ୍ୟାର  ମୃତ ଦେହ ପଡି ଥିବାର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ମୃତଦେହ ଟି ରଘୁମୁଣ୍ଡା ଝିଅରବୋଲି ସ୍ପଷ୍ଟ ହୋଇଥିବା ବେଳେ କେହି ଦୁର୍ବୁତ୍ତ ଜଙ୍ଗଲକୁ ଡାକି ଶିଶୁ କନ୍ୟା କୁ  ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଖବର ପାଇ ବଡବିଲ ଏସ ଡି ପିଓ ଏବଂ ଯୋଡ଼ା ଆଇ ଆଇ ସି ସମେତ ବାମେବାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।ଏହି ଘଟଣାରେ ନାବାଳିକାର ପଡ଼ୋଶୀ ନାବାଳକ ସଂପୃକ୍ତ ଥିବା କୁହାଯାଉଛି । ଦୁଷ୍କର୍ମ ପରେ ନାବାଳିକାକୁ କାଠ ଫାଳରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକାର ମୃତଦେହ ଠାବ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଏଥି ସହିତ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।

Related Post

ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୁ ହତ୍ୟା ଅଭିଯୋଗ

Posted by - March 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୁ ହତ୍ୟା ଅଭିଯୋଗ । ଗାଁର ମନୋରଂଜନ ସ୍ୱାଇଁ ଙ୍କ ପତ୍ନି ଲକ୍ଷ୍ମୀପ୍ରିୟାଙ୍କୁ ଶାଶୁ ଘର ଲୋକେ ହତ୍ୟା…

ଡ୍ରଗ ଯୋଗାଣକାରୀ ଗ୍ୟାଙ୍ଗ ଗିରଫ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧନୁପାଲି ପୋଲିସ ଏକ ଡ୍ରଗ ଯୋଗାଣକାରୀ ଗ୍ୟାଙ୍ଗକୁ ଆଜି ଗିରଫ କରିଛି । ବିଶେଷ ସୁତ୍ରରୁ ଖବରପାଇ ପୋଲିସ ୭ ଜଣକୁ ଗିରଫ…

ଏକତରଫା ପ୍ରେମର କରୁଣ ପରିଣତି,ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ମୃତ୍ୟୁ

Posted by - June 10, 2019 0
ନିଉଜ ଡେସ୍କ: ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ।…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…

Leave a comment

Your email address will not be published.