ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ       

291 0

କେନ୍ଦୁଝର:( ସିତରାମ ଦିକ୍ଷୀତ) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର  ଆଜି ଅପରାହ୍ନରେ ତାଙ୍କର ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦ ବର୍ଷ ହୋଇଥିଲା।ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ।ପ୍ରକାଶ ଥାଉ କି ଏକଦା ବିଜୁ ବାବୁଙ୍କ ଘନିଷ୍ଠ ଥିବା ସ୍ବର୍ଗତ ସହରାଇ ଓରାମ ୩ ଥର କ୍ୟାବିନେଟ ମନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ଥିଲେ। ସେହିପରି ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ସ୍ବର୍ଗତ ଓରାମଙ୍କ  ବିୟୋଗରେ ଯୋଡ଼ା ବଡ଼ବିଲ ଖଣି  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପଦ୍ମଶ୍ରୀ ତୁଲଶୀ ମୁଣ୍ଡା ସ୍ଥାନୀୟ ସରପଞ୍ଚ କସ୍ତୁରୀ ଓରାମ କିଛି ବୃଦ୍ଧି ଜୀବୀ ମାନେ ଉପସ୍ଥିତ ଥିଲେ ଶ୍ରୀ ଓରାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବରିଷ୍ଠ ନେତା ଶ୍ରୀଯୁକ୍ତ  ଓରାମ ଦୀର୍ଘ ଦିନ ଧରି ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା।ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ  ସମବେଦନା ଜ୍ଞାପନକରିବା ସହ ଆମରାତ୍ମାର ସଦ୍ଗତି କାମନା କରିଛନ୍ତି।

Related Post

ବିଶିଷ୍ଟ କଵି ଅଖିଳ ନାୟକ ଙ୍କ ସ୍ମୃତି ଚାରଣ ସଭା, ଡଙ୍ଗରିଆ କନ୍ଧଙ୍କ ଉପସ୍ଥିତି ଭାବଵିହ୍ବଳ ହେଲା ପରିବେଶ

Posted by - December 28, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ରବିବାର ଦିନ ବିଶିଷ୍ଟ କବି ଅଖିଳ ନାୟକ ଙ୍କ ସ୍ମୃତିରେ…

ବହୁ ମୂଲ୍ୟବାନ କାଠ ଜବତ

Posted by - November 19, 2021 0
ବାଲେଶ୍ଵର:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ରେଞ୍ଜର ଦ୍ଵାରା ଲଙ୍ଗଳେଶ୍ୱର ଫରେଷ୍ଟର ଓ ଗାର୍ଡ ଙ୍କ ମିଳିତ ସହଯୋଗରେ ପେଟ୍ରାଲିଙ୍ଗ ସମୟରେ ସିଂ ଲା ମାଉ ସୀ…

ଟିଟିଲାଗଡ ଗୁଲୁମୀ ଜଙ୍ଗଲ ଭିତରେ ଅଘଟଣ , ରତ୍ନପଥର ପାଇବା ଆଶାରେ କୂଅ ଭିତରକୁ ଯାଇ ୨ ମୃତ

Posted by - April 23, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ମହୁଲପଡ଼ା ପଞ୍ଚାୟତ ଗୁଲୁମି ଜଙ୍ଗଲ ଭିତରେ ଥିବା ଚୋରା ରତ୍ନ ପଥର ଖଣି/ ମାଇନ୍ସ ଭିତରକୁ ପଶି…

ଖପ୍ରାଖୋଲ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

Posted by - May 9, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଙ୍କ ଯୁଗ୍ମ ଜନଶୁଣାଣୀ ଏବଂ…

ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Posted by - December 14, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ର ବାଇଶିପଡ଼ା ଗ୍ରାମ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ…

There are 1 comments

Leave a comment

Your email address will not be published.