Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ପୁରୀ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

551 73

ପୁରୀ:(ସମୀର ରଞ୍ଜନ ନାୟକ)ମହା ପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ! କୋରନା କଟକଣା ମଧ୍ୟରେ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍ପକରଣୀ ଠାରେ ପ୍ରସ୍ତୁତି ଚାଲିଛି ମହାରଣା ଓ ଚିତ୍ରକର ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛନ୍ତି ,ଆଉଦିନ କେଇଟା ପରେ ମହା ପ୍ରଭୁ ଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାର କଥା ।ଆସନ୍ତା ଅକ୍ଷତୃତିୟା ରେ ମଧ୍ୟବିଶ୍ୱ ପ୍ରସିଧ ରଥଯାତ୍ରା ପାଇଁ କାଠ ଅନୁ କୂଳ ହେବ ବଡ଼ ଦାଣ୍ଡରେ କଥା ମଧ୍ୟ ପହଂଚିଛି ଆଉରି ମଧ୍ୟ କଟକ ସ୍ଥିତ ଖପୁରି କରତ କଳରେ ମଧ୍ୟ ଚିରଟ କାର୍ଯ୍ୟ ଆରମ୍ଭ ହୋଇ ଛି ତେବେ ଏହା ଭିତରେ ଗୋଟିଏ  ପ୍ରଶ୍ନ ସମସ୍ତ ଙ୍କ ମନ ରେ ଉଙ୍କି ମାରୁଛି ।କୋରନା

ବର୍ତ୍ତମାନ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି, ଯାହାଫଳ ରେ ଦୋକାନ ବଜାର ରେ ତାଲା ଝୁଲୁଛି ।କହିବାକୁ ଗଲେ ଏକ ପ୍ରକାର ଜୀବନ ଯାତ୍ରା ଠପ ହୋଇପଡିଛି ! ସାମାଜିକ ଦୂରତା  ଗୁରୁତ୍ଵ କୁ ଦୁଷ୍ଟି ଦିଆଯାଇ ତେକେତି ହୋଇ ପାରିବ ମହାପ୍ରଭୁ ଙ୍କ ଏହି ଯାତ୍ରା ସମସ୍ତ ଙ୍କ ମନରେ ଏହି ପ୍ରଶ୍ନ ।

ଅନ୍ୟ ପଟେ ଶ୍ରୀ ମନ୍ଦିର ପ୍ରଶାସନ କହିଛି ଯେ ଚନ୍ଦନ ଯାତ୍ରା ପୂର୍ବରୁ ଏକ ବୈଠକ ହେବ ଏସମ୍ପର୍କ ରେ ଆଲୋଚନା ହେବ ! ତେବେ ଚଳିତ ବର୍ଷ ବିଶ୍ୱପ୍ରସିଧ ରଥଯାତ୍ରା ରେ କୋଟି କୋଟି ଓଡିଆ ଙ୍କ ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥ ଙ୍କୁ ରଥ ଉପରେ ଭକ୍ତ ଦେଖି ପାରିବେତ ସେକଥା ଆଗାମୀ ଦିନର ସମୟ ହିଁ କହିବ ।

Related Post

ଗୋ ଶ୍ରଦ୍ଧା ବୈଠକ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

Posted by - August 12, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି…

ମାଧ୍ୟମିକ ଶିକ୍ଷା ପରିଷଦ ର ମନୋମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଧାରଣା ଓ ବିକ୍ଷୋଭ

Posted by - December 9, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ର ମନୋମୁଖୀ କାର୍ଯ୍ୟକଳାପ ସମଗ୍ର ଓଡ଼ିଶାରେ ଉଭୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଅତିଷ୍ଠ କରିଛି। ଫର୍ମ ଫିଲ୍…

କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

Posted by - July 15, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମପଞ୍ଚାୟତ କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି…

ଓଡ଼ିଶା ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଧର୍ମପତ୍ନୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ଗାୟତ୍ରୀ ମହାଯଜ୍ଞ

Posted by - September 12, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲାର ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଧର୍ମପତ୍ନୀ ରତ୍ନମାଳା ଦୋରାଙ୍କ ଦ୍ବାଦଶ ଭୋଜି ଅବସରରେ ପାଙ୍ଗାମ ବାସଭବନରେ ଗାୟତ୍ରୀ ମହାଯଜ୍ଞ କରାଯିବା ସହ ଶୋକ…

ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - April 26, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟର ପ୍ରଧନଶିକ୍ଷକ…

There are 73 comments

  1. Aw, this was an incredibly good post. Taking a few minutes and actual effort to produce a top notch articleÖ but what can I sayÖ I hesitate a whole lot and never manage to get nearly anything done.

  2. What’s Going down i’m new to this, I stumbled upon this I havefound It positively useful and it has aided me out loads.I am hoping to give a contribution & help differentusers like its helped me. Great job.

  3. A motivating discussion is definitely worth comment. I do believe that you need to publish more about this topic, it may not be a taboo subject but typically people don’t speak about these issues. To the next! All the best!!

  4. Usually I don’t read article on blogs, butI wish to say that this write-up very forced me to try and do so!Your writing style has been surprised me.Thanks, very great article.

  5. Hello my friend! I wish to say that this post is awesome, great written and come with almost all important infos. I’d like to look extra posts like this.

  6. I blog quite often and I really appreciate your content. The article has really peaked my interest. I’m going to book mark your blog and keep checking for new details about once per week. I subscribed to your Feed as well.

  7. Greetings! Very useful advice in this particular article! Itis the little changes which will make the greatest changes.Many thanks for sharing!Feel free to visit my blog post: Nuubu Reviews

  8. I’m not sure where you are getting your info, but great topic.I needs to spend some time finding out much moreor figuring out more. Thank you for excellent info I used to be on the lookout for this info for my mission.

  9. Aw, this was a very nice post. In concept I want to put in writing like this additionally – taking time and actual effort to make a very good article… however what can I say… I procrastinate alot and certainly not appear to get one thing done.

  10. I do trust all the concepts you have offered to your post.They’re very convincing and will certainly work.Nonetheless, the posts are very short for newbies. May you please extend them a bitfrom subsequent time? Thanks for the post.

  11. An interesting discussion is worth comment. I think that you need to write more on thistopic, it may not be a taboo matter but generally people don’t discussthese subjects. To the next! Many thanks!!

  12. A fascinating discussion is definitely worth comment. I think that you need to write more about this topic, it might not be a taboo subject but generally people don’t speak about such subjects. To the next! Many thanks!!

Leave a comment

Your email address will not be published.