ବୈବାହିକ ଜୀବନକୁ ମଧୁର କରେ ସଜନା ଛୁଇଁ ସୁପ ,ଜାଣନ୍ତୁ ସଜନା ଛୁଇଁରେ କଣ କଲେ ଭିଟାମିନ ମିଳିଥାଏ

1592 2

ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ? ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ , ତା’ଠାରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଭଲ। ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ। ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କମ୍ଫ ଜମିଯାଇଥିଲେ ସଜନା ଛୁଇଁ ଖୁବ ଫଳପ୍ରଦ ହୋଇଥାଏ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଆମର ସେକ୍ସୁଆଲ ପାୱାର ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ପାଣିରେ ସିଝାଇ ସୁପ୍ କରି ପିଇଲେ ଏହା ଯୌନ କ୍ଷମତା ବଢାଇଥାଏ । ଏହା ସହ ଆମର ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ । ଏହା ଶରୀରରେ ରକ୍ତକୁ ସଫା କରିଥାଏ । ଡାଇବେଟିସକୁ କଂଟ୍ରୋଲ କରିବାରେ ମଧ୍ୟ ଏହା ଖୁବ୍ ସାହାଯ୍ୟ କରିଥାଏ । ଏଥିରେ ଆଂଟି ବ୍ୟାକ୍ଟେରିଆ ଗୁଣ ଥିବାରୁ ଏହା ଅନେକ ରୋଗର ସଂକ୍ରମଣରୁ ରକ୍ଷା କରିଥାଏ ।

ଏଥିରେ ଭିଟାମିନ-ସି ପ୍ରଚୁର ପରିମାଣରେ ଥାଏ । ଏହାଛଡା ଏହା ବିଟା କେରୋଟିନ୍ ପ୍ରୋଟିନ୍ ଓ ଅନେକ ପ୍ରକାର ଲବଣରେ ଭରପୂର ଏବଂ ମାଗ୍ନେସିୟମ୍ ,ପୋଟାସିୟମ୍ ଓ ଫାଇବରର ଅଂଶ ଏହି ସଜନାରେ ରହିଛି ।

Related Post

ଭବାନୀପାଟଣା ରେ ବିଶ୍ଵ ଏଡସ୍ ଦିବସ ପାଳିତ

Posted by - December 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସମ୍ମିଳନୀ କକ୍ଷରେ CDMO ଡଃ ପ୍ରତାପ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ୩୪…

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପକ୍ଷରୁ ଗ୍ରାମ ଗ୍ରାମ ବୁଲି ସ୍ବତନ୍ତ୍ର କୁଷ୍ଠରୋଗୀ ଚିହ୍ନଟ କାର୍ଯ୍ୟ କ୍ରମ

Posted by - July 28, 2022 0
ସମ୍ବଲପୁର/ ବରଗଡ଼/ଭଟଲି:ବୁଧବାର ବରଗଡ଼ ଜିଲ୍ଲା ଭଟଲି ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ. ରାଜେଶଚନ୍ଦ୍ର ପାଢ଼ୀ ଙ୍କ ତତ୍ବାବଧାନରେ ଗ୍ରାମ ଗ୍ରାମ ବୁଲି କୁଷ୍ଠରୋଗୀ ଚିହ୍ନଟ କାର୍ଯ୍ୟକ୍ରମ…

ଅନୁଗୋଳରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ,ପଜିଟିଭି ସଂଖ୍ୟା ପହଞ୍ଚିଲା ୧୩୯ ରେ

Posted by - July 13, 2020 0
ଅନୁଗୁଳ :(ମହେଶ ଭୋମ ରାଜ)ଅନୁଗୋଳ ଜିଲ୍ଲାରୁ ବାହାରିଥିବା ୭ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳରୁ ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ସାମାନ୍ୟ ଲକ୍ଷଣ…

କୋଭିଡ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ : କଳାହାଣ୍ଡି ଜିଲ୍ଲାପାଳ

Posted by - January 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ରାଜ୍ୟରେ କରୋନା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ କଳାହାଣ୍ଡିରେ ମଧ୍ୟ ଗତ ସାତ…

ଆସନ୍ତା ରବିବାର ଦିନ ହରଭଙ୍ଗା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

Posted by - June 24, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆସନ୍ତା ରବିବାର ଦିନ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ (ଜୁନିୟର) କଲେଜ ପ୍ରାଙ୍ଗଣରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ…

Leave a comment

Your email address will not be published.