Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ନେସନାଲ ହେଲ୍ପ ଫଉଣ୍ଡେସନ ତରଫ ରୁ ରଗଡ଼ି ସ୍ଥିତ ଭାଲୁକୁଡି ଗ୍ରାମ ରେ ଏକ ସଚେତନତା ଶିବିର

529 0

ଭୁବନେଶ୍ୱର,(ବ୍ୟୁରୋ)- ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଜରିଆରେ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ  ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଶଙ୍ଖଚିଲା ରେ ଗଠିତ ନେସନାଲ ହେଲ୍ପ ଫଉଣ୍ଡେସନ ତରଫ ରୁ ଯାଜପୁର ରଗଡ଼ି ସ୍ଥିତ ଭାଲୁକୁଡି ଗ୍ରାମ ରେ ଏକ ସଚେତନତା ଶିବିର ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରା ଯାଇଥିଲା।

ଫଉଣ୍ଡେସନ ର ଫାଉଣ୍ଡର ବିଜୟ ସାହୁ ଙ୍କ ତତ୍ୱବାଧାନ ରେ ସଂସ୍ଥା ର କୋ ଫାଉଣ୍ଡର ଗୁଲଶାହନାୱାଜ ଅଲି ଖାନ ଏବଂ ବିଭିନ୍ନ କର୍ମକର୍ତ୍ତା ମାନେ ଗ୍ରାମ ର ବିଭିନ୍ନ ଶ୍ରେଣୀ ର ଲୋକ ମାନଙ୍କୁ କୋରନା ସମର୍କିତ ସଚେତନତା ବିଷୟ ରେ ଅବଗତ କରାଇ ଥିଲେ।ପରେ ଫଉଣ୍ଡେସନ ପକ୍ଷରୁ ସେଠାକାର ଗ୍ରାମବାସୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

Facebook Notice for EU! You need to login to view and post FB Comments!

Related Post

ପଶ୍ଚିମାଞ୍ଚଲ ଏକତା ମଂଚ ତରଫରୁ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଭାଷା ଏବଂ ନାଟ୍ୟ ଆନ୍ଦୋଳନର ପୁରୋଧା ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ୨୧ତମ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ,…

ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲା, ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି

Posted by - May 11, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ…

ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ନେବାକୁ ଚେତାବନୀ

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆସନ୍ତା ଖରିଫ ଋତୁରେ ଆବଶ୍ୟକ ସାର ଯୋଗାଣ ଓ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚେତାବନୀ ଦେଇଛି ବୌଦ୍ଧ ଜିଲ୍ଲା କିସାନ କ୍ଷେତ ମଜଦୁର…

କଳାହାଣ୍ଡି ର ବିଶିଷ୍ଟ ସାମ୍ବାଦିକ ମହମ୍ମଦ ଅସଲମ ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

Posted by - December 20, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ବିଶିଷ୍ଟ ଜଣାଶୁଣା ନିରପେକ୍ଷ ନିର୍ଭୀକ ସାମ୍ବାଦିକ ମହମ୍ମଦ ଅସଲମ ଙ୍କ ଅକାଳ ବିୟୋଗ ସମଗ୍ର ଓଡ଼ିଶାରେ ଶୋକର ଛାୟା…

ଗ୍ରାମ ବିକାଶ ଶିକ୍ଷା ନିକେତନରେ ପାଳିତ ହୋଇଯାଇଛି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Posted by - April 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୁମୁଡାବାହାଲ ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ…

Leave a comment

Your email address will not be published.