କୋରୋନା ମୁକାବିଲା ପାଇଁ ସୁକିନ୍ଦା ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତଙ୍କ ଦାନ

631 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି । ଆଜି ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ପି ଏମ କେୟାର ପାଣ୍ଠି କୁ ୫୦ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧ ଲକ୍ଷ ଟଙ୍କା ଜିଲାପାଳ ରଞ୍ଜନ କୁମାର ଦାସଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏଥିସହିତଦେଶର ଏହିଭଳି ବିପଦ ସମୟରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

ସମସ୍ତେ ସରକାରଙ୍କ ନିୟମ ପାଳନ କରି ଘରେ ରହି ନିଜେ ଓ ନିଜ ପରିବାର କୁ ସୁସ୍ଥ ରଖିବାକୁ ନିବେଦନ କରିଛନ୍ତି । ସାରା ବିଶ୍ୱରେ କରୋନା ଯେପରି ତାର କାୟା ବିସ୍ତାର କରିଚାଲିଛି ସମସ୍ତେ ନିଜେ ସଚେତନ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସ୍ୱଚ୍ଛ ରହି କରୋନା ସଂକ୍ରମଣରୁ ରକ୍ଷା ପାଇବେ ବୋଲି ପରାମର୍ଶ ଦେଇଛନ୍ତି ।

Related Post

ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - April 26, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟର ପ୍ରଧନଶିକ୍ଷକ…

ବରୁଣେଶ୍ୱର ମହୋତ୍ସବ ଉଦଯାପିତ

Posted by - January 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବିଂଝାରପୁର ର ଅରେଇରେ ଚାଲିଥିବା ବରୁଣେଶ୍ୱର ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନି ସଂଧ୍ୟାରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୯୯ତମ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - August 24, 2021 0
ଯାଜପୁର ବ୍ଲକ ନାଥସାହି ପଞ୍ଚାୟତରେ ନାଥସାହି ଉଚ୍ଚ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ୯୯ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଯାଜପୁର ବ୍ଲକ ବିଡ଼ିଓ ସୌରଭ…

ବେଦାନ୍ତ କମ୍ପାନୀର ସ୍ଥାନୀୟ ଅଞ୍ଚଳ କୁ ଉପେକ୍ଷା ଓ ପାରିପାଶ୍ବିର୍କ ବିକାଶ ଅବହେଳା ର ପ୍ରତିବାଦ

Posted by - October 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କାରଖାନା ଯୋଗୁଁ ଅଂଚଳର ବ୍ୟାପକ ଅଞ୍ଚଳ ପ୍ରଦୂଷଣ ହେଉଛି, ଲୋକେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ରେ…

Leave a comment

Your email address will not be published.