ପ୍ରତି ପଞ୍ଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

676 20

ଭୁବନେଶ୍ବର: ତାଲାବନ୍ଦ ସମୟରେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ଶନିବ‌ାର ଏକ ଭିଡିଓ ବାର୍ତ୍ତା ଜ‌ାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ପରିବେଷଣ କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି ଦାୟିତ୍ବ ଦିଆଯାଇଛି। ଗ୍ରାମାଞ୍ଚଳର ଗରିବ ଲୋକମାନେ ଏହି ରନ୍ଧାଖାଦ୍ୟ ମଧ୍ୟ  ଘରକୁ ନେଇ ଯାଇପାରିବେ।

Related Post

ଯାଜପୁରରୁ ଜବତ ହେଲା ୧୩ ଲକ୍ଷ ୧୭ ହଜାର ୫୦୦ ଟଙ୍କାର ନକଲି ନୋଟ

Posted by - January 2, 2022 0
ଯାଜପୁର ଟାଉନ: ଯାଜପୁରରେ ଛପା ହୋଇ ହାଇଦ୍ରାବାଦ ଓ ବିଶାଖାପାଟଣା ଯାଉଥିଲା ନକଲି ନୋଟ | ଏଭଳି ନକଲି ନୋଟ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି…

ରଜ ପର୍ବରେ ଜିଲ୍ଲପାଳ କୋମଳମତୀ ଶିଶୁଙ୍କ ମୁହଁରେ ହସ ଫୁଟାଇଲ

Posted by - June 15, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ…

ସଫଲ କାରଖାନାର ଅଗ୍ନିକାଣ୍ଡ ୨୫ ଆହତ

Posted by - December 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହର ଉପକଣ୍ଠ ପରଧିଆପାଲି ଠାରେ ଥିବା ସଫଲ କାରଖାନାରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ସୁଚନା ମିଲିଛି । ଆଜି ଦିନ ୧୧ ଟାରେ ଏହି…

There are 20 comments

  1. Many studies have been published since the study of Goetz and colleagues in 2005, with different outcomes buy priligy cheap Verapamil has been shown in in vitro studies to decrease platelet derived growth factor beta dependent collagen deposition

  2. Keep a glucagon kit nearby in case of a low blood sugar emergency and make sure your folks and family members know the means to use it Establish a relationship with a diabetes educator, and ask your diabetes therapy team for help when you want it Another class of treatment referred to as SGLT2 inhibitors may be used They work by stopping the kidneys from reabsorbing sugar into the blood Insulin cannot be taken orally to lower blood sugar What Is Type 1 Diabetes how furosemide affects blood sugar levels as a outcome of abdomen enzymes interfere with insulin s motion cialis and viagra sales Police say this has remedied the situation without handing out citations

Leave a comment

Your email address will not be published.