କଠୋର ହେଲା ପ୍ରଶାସନ,ନିୟମ ନ ମାନିଲେ ହେବେ ଗିରଫ : ଯାଜପୁର ଜିଲ୍ଲାପାଳ

7064 491

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏଥିରେ ଯାଜପୁର ଜିଲ୍ଲାର ଯାଜପୁର ରୋଡ ଓ ଯାଜପୁର ସହରକୁ ସାମିଲ କରାଯାଇଛି । ଯାଜପୁର ସହରରେ ଆଜି ଲକଡାଉନ ଦ୍ୱିତୀୟ ଦିନରେ ଚାଲିଥିବା ବେଳେ ଲୋକେ ଏହାକୁ ସମର୍ଥନ ଜଣାଇ ନିଜ ନିଜ ଘରେ ପରିବାରଙ୍କ ସହିତ ରହୁଛନ୍ତି । ସହରରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ସହରକୁ ସଂଯୋଗ କରୁଥିବା ତିନିଗୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ବାହାରୁ ଆସୁଥିବା ଲୋକଙ୍କୁ ସହର ମଧ୍ୟକୁ ନଯିବା ଲାଗି ବାରଣ କରାଯାଉଛି । ସେହିପରି କେତେଜଣ ଏହି ଲକଡାଉନକୁ ନମାନି ସହରରେ ବୁଲୁଥିବା ଦେଖିବାକୁ ମିଳିଛି ।

ଜିଲ୍ଲାପାଳ ରଂଜନ କୁମାର ଦାସ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଏବଂ ଏସପି ଚରଣ ସିଂ ମିନା ସହରରେ ବୁଲି ପରିସ୍ଥିତି ଉପରେ ନଜର ରଖିବା ସହିତ ଲୋକମାନଙ୍କୁ ଏସମ୍ପର୍କରେ ସଚେତନ କରୁଛନ୍ତି । ଏହି ଲକ ଡାଉନ ସମୟରେ ଯୋଉଁମାନେ ବିନା କାରଣରେ ବାହାରେ ବୁଲିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ ଏପରିକି ସେମାନଙ୍କୁ ଗିରଫ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Related Post

ରାଜ୍ୟ ମହିଳା କଂଗ୍ରେସ ସ୍ବତନ୍ତ୍ର ଟିମ୍ରର ମୃତ ପୀଡ଼ିତାଙ୍କ ଘର, ଘଟଣା ସ୍ଥଳ ଓ ନୀଳଗିରି ଥାନା କୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ

Posted by - December 5, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ)ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ଙ୍କ ନେତୃତ୍ୱ ରେ ଏକ ସ୍ବତନ୍ତ୍ର ପାଞ୍ଚ ଜଣିଆ…

କେବଳ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି,ଭଡା ଦୁଇ ଗୁଣ

Posted by - May 12, 2020 0
ଭୁବନେଶ୍ବର :ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା…

ମଧ୍ୟାହ୍ନଭୋଜନ ଟଙ୍କା ପ୍ରଦାନରେ ଜାଲିଆତି , ଶିଷ୍ୟଙ୍କ ଟଙ୍କା ଖାଇଗଲେ ଗୁରୁ , ଟଙ୍କା ହେରଫେର ନେଇ ସ୍କୁଲରେ ପଡିଲା ତାଲା

Posted by - September 24, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ) ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଈଥିଲା ଏହା ସହ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦଥିଲା । ଲୋକଙ୍କ…

କଳାହାଣ୍ଡି ରେ ପୁଣି ଉପସ୍ଥିତି ଜାହିର କଲା ଲାଲ ବାହିନୀ, ଘରୋଇ ସ୍କୁଲ ଉଡେଇବାକୁ ଧମକ

Posted by - May 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲାଲ ବାହିନୀ କ୍ରମାଗତଭାବେ ନିଜର ଉପସ୍ଥିତି ଜାହିର କରିବା ପାଇଁ ନିଜର ଉଦ୍ୟମ…

ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାସ୍ତା ନାହିଁ ,ଟ୍ରାକ୍କର ରେ ବୁହା ହେଲେ ରୋଗୀ

Posted by - August 21, 2022 0
ସମ୍ବଲପୁର: ୨୧/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧିନତା ର ୭୫ ବର୍ଷ ପରେ ମଧ୍ୟ ଗ୍ରାମକୁ ରାସ୍ତା ନଥିବାରୂ ଟ୍ରାକ୍କର ରେ ବୁହା ହେଲେ ରୋଗୀ । ଆଜି ଏଭଳି କିଛି…

There are 491 comments

  1. Very nice post. I just stumbled upon your weblog and wanted to say that I’ve really enjoyed surfing around your blog posts. After all I’ll be subscribing to your feed and I hope you write again very soon!

  2. We stumbled over here by a different web address and thought I may as well check things out. I like what I see so i am just following you. Look forward to going over your web page repeatedly.

  3. Do you have a spam problem on this site; I also am a blogger, and I was curious about your situation; many of us have created some nice practices and we are looking to trade techniques with other folks, why not shoot me an e-mail if interested.

  4. Pingback: 3scholarship

  5. When I look at your website in Safari, it looks fine but when opening in Internet Explorer, it has some overlapping. I just wanted to give you a quick heads up!

  6. Hello There. I found your blog using msn. This is a very well written article. I will make sure to bookmark it and return to read more of your useful information. Thanks for the post.

Leave a comment

Your email address will not be published.