Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ସହଙ୍ଗା ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ମହିଳାମାନେ ଥାନା ଘେରିଲେ ଓ ଦାବିପତ୍ର ଦେଲେ

587 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ତଗତ ସହଙ୍ଗା ଗ୍ରାମରେ ଦିନ ଓ ରାତିରେ ଅବାଦରେ ମଦ ବିକ୍ରି ହେଉଛି । ମଦ ପିଇ ଲୋକମାନେ ସର୍ବଶାନ୍ତ ହେଉଛନ୍ତି । ଏଥିରୁ ଛୋଟ ପିଲାମାନେ ବାଦ୍ ପଡ଼ୁନାହାନ୍ତିି । ଗ୍ରାମରେ ଆଇନ୍ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି । ଗ୍ରାମରୁ ସଂପୂର୍ଣ୍ଣ ମଦ ବନ୍ଦ କରିବା ପାଇଁ ମହିଳା ଓ ଯୁବକମାନେ ଆଗରୁ କୋରେଇ ଥାନାରେ ଅଭିଯୋଗ କରିଥିଲେ ।

କିନ୍ତୁ ଫଳ ନ ମିଳିବାରୁ ଆଜି ଅପ୍‌ରାହଣରେ ଶତାଧିକ ମହିଳା ଓ ଯୁବକମାନେ କୋରେଇ ଥାନା ସମ୍ମୁଖରେ ବିକ୍ଷୋଭ କରିବା ସଂଗେ ମଦ ବେପାରୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ଥାନାଧିକାରୀ ରଣଜିତ୍ ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି । ୧୫ଦିନ ଭିତରରେ ମଦ ବେପାରଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ବିଭିନ୍ନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏସଂପର୍କରେ କାଚରାସାହି ସରପଞ୍ଚଙ୍କୁ ମଧ୍ୟ ଅବଗତ କରିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଗାୟତ୍ରୀ ଶକ୍ତିପୀଠ ଚଳାନପଡାର ୪୧ ତମ ପ୍ରାଣପ୍ରତିଷ୍ଠା ଦିବସ ସହିତ ୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

Posted by - December 29, 2021 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଳାନପଡା ଗ୍ରାମ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୪୧ ତମ ପ୍ରାଣପ୍ରତିଷ୍ଠା ସହିତ ୧ କୃତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ…

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଟିଟିଲାଗଡ ଡ୍ରାଇଭର ସଙ୍ଘ ଗଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ

Posted by - April 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସ୍ଥାନୀୟ ପିପଲପଦର ସ୍ଥିତ ଆମ୍ବ ବଗିଚା ଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ବଲାଙ୍ଗୀର ଜିଲ୍ଲା ସମ୍ପାଦକ ଇସାକ ସାଗରଙ୍କ ଉପସ୍ଥିତିରେ ଟିଟିଲାଗଡ ଡ୍ରାଇଭର ସଙ୍ଘ…

ମାଲଗାଡି ଧକ୍କାରେ ସିନିଅର ସେକ୍ସନ ସିଗନାଲ ଇଂଜିନିୟରଙ୍କ ମୃତ୍ୟୁ

Posted by - August 29, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେଳ ଷ୍ଟେସନରେ ମାଲ ଗାଡି ଧକ୍କାରେ ସିନିଅର ସେକ୍ସନ ସି ଗ ନାଲ ଇଂଜିନିୟର ଙ୍କ ମୃତ୍ୟୁ । ମୃତୁ ବ୍ୟକ୍ତି…

କାଦୋପଦର ଗ୍ରାମ ଠାରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

Posted by - May 23, 2022 0
କଳାହାଣ୍ଡି ;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ କାଦୋପଦର ଗ୍ରାମ ଠାରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ଏକ ସାଧାରଣ…

କପାସି ଛକ ରେ ଥିବା କ୍ବାଲିଟି ପେଟ୍ରୋଲ ପମ୍ପ ର କୋରନା ରୁ ରକ୍ଷା ପାଇବା ପାଇଁ ସାବୁନ ଏବଂ ମାସ୍କ ବଣ୍ଟନ

Posted by - April 15, 2020 0
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଚାରିଆଡ଼େ ଏବେ ବିଶ୍ୱ ମହାମାରୀ କରୋନାର ଭୟ, କିନ୍ତୁ ଏଭଳି ସମୟରେ ଭୟଭୀତ ନହୋଇ କରୋନା ମୂଳପୋଛ ଲଢେଇରେ ସାମିଲ…

Leave a comment

Your email address will not be published.