ସାରା ଜିଲାରେ ୧୪୪ ଧାରାକୁ କୋହଳ, ବାରୁଣୀ ପାଇଁ ୧୪୪ ଜାରି

448 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ସାରା ଯାଜପୁର ଜିଲାରେ ଲାଗିଥିବା ୧୪୪ ଧାରାକୁ କୋହଳ କରିଛି ଜିଲା ପ୍ରଶାସନ । କିନ୍ତୁ ଗୋଟିଏ ସ୍ଥାନରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଆସନ୍ତା ୨୧ ତାରିଖରୁ ହେବାକୁ ଥିବା ବାରୁଣୀ ବୁଡକୁ ଜିଲା ପ୍ରଶାସନ ବନ୍ଦ କରିବା ସହିତ ଉକ୍ତ ଅଂଚଳ ଓ ଏହାର ଆଖାପାଖ ଅଂଚଳରେ ୧୪୪ ଧାରା ବଳବତର ରହିବ ବୋଲି ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବାରୁଣୀ ବୁଡ ପାଇଁ କୌଣସି ଭକ୍ତ ବୈତରଣୀ ନଦୀକୁ ଆସିଲେ ତାଙ୍କୁ ଏଥିପାଇଁ ବାରଣ କରାଯିବ । ପ୍ରତିବର୍ଷ ଏହି ବାରୁଣୀ ବୁଡରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ କୋରୋନା ବ୍ୟାପିବାର ଆଶଙ୍କା କରି ପ୍ରଶାସନ ଏପରି ନିଷ୍ପତି ନେଇଛି ।

Related Post

କଶିରାରେ ଗୋଠ ହାତୀଙ୍କ ଆତଙ୍କ,ଧାନ ଫସଲ ଖାଇଲେ ପାଦରେ ଦଳି ଚ଼କଟିଦେଲେ

Posted by - August 31, 2019 0
କେନ୍ଦୁଝର,  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ କଶିରାପାଟଣା ଗ୍ରାମ ଜଙ୍ଗଲରୁ ହାତୀଦୋଳ ମାନେ ଧାନ ଫସଲ କିଆରିକୁ ଆସି ଫସଲ ଖାଇବା ସହିତ ପାଦରେ…

ମନମୁଣ୍ଡା ଥାନା ଅଂଚଳ ରେ ପୁଲିସ ର ଫ୍ଲାଗ ମାର୍ଚ୍ଚ

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାର ସବୁଠୁ ବଡ଼ ଥାନା ଭାବେ ବିବେଚିତ ମନମୁଣ୍ଡା ଥାନା ଅଂଚଳରେ ଆଜି ପୁଲିସ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି।ଏହି ଥାନା ଅଂଚଳ…

ଯାଜପୁର ଜିଲ୍ଲାରେ ପୁଣି ଲଜ୍ଜା, ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ

Posted by - March 9, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ମହିଳା ଦିବସରେ ଯାଜପୁର ଜିଲ୍ଲାରେ ପୁଣି ଲଜ୍ଜା । ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଷଷ୍ଠ ଶ୍ରେଣୀରେ…

ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ

Posted by - June 14, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।…

ଖୁଣ୍ଟରେ ବନ୍ଧା ହୋଇଛି ଅଜଗର

Posted by - October 25, 2021 0
ରସମ୍ବଲପୁର:(ମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମାନେଶ୍ୱର ତାଲପାଲି ଗ୍ରାମରେ ଖୁଣ୍ଟରେ ବନ୍ଧା ହୋଇଛି ଅଜଗର ସାପ । ଏପରି ବିରଳ ଘଟଣା ଦେଖିବାକୁ ତାଲପାଲି ଗ୍ରାମରେ ଜମିଥିଲା ଲୋକଙ୍କ…

Leave a comment

Your email address will not be published.