Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁର ମିନିବସ ଆସୋସିଏସନ ପକ୍ଷରୁ କୋରୋନା ସଂକ୍ରମଣ ପାଇଁ ସତର୍କତା ମୂଳକ ପଦକ୍ଷେପ

434 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସଂକ୍ରମଣ ପାଇଁ ସବୁଆଡେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଯାଜପୁର ବସଷ୍ଟାଣ୍ଡ ଅଂଚଳରେ ମିନିବସ ଆସୋସିଏସନ ପକ୍ଷରୁ ସଚେତନ କରାଯାଇଛି । ପ୍ରତ୍ୟେକ ବସ କେବଳ ଯାତ୍ରୀ ମାନଙ୍କୁ ସିଟ୍ ନେବାକୁ ପରାମର୍ଶ ଦିଆଯାଇଛି ।

ବସ ରେ ଯେଭଳି କୌଣସି ଭିଡ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀ ମାନେ ଭଲ ଭାବେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି ।

ଆସୋସିଏସନର ସଭାପତି କର୍ଣାଟକେଶରି ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ କୋରେନା ସଂକ୍ରମଣ କୁ ପ୍ରତିରୋଧ କରିବା ପାଇଁ ରାସାୟନିକ ସିଂଚନ କରାଯାଇଥିଲା । ଯଦି କୌଣସି ଗାଡି ଓଭର ଲୋଡିଂ କରୁଥିବା ଦେଖାଯାଏ ଆସୋସିଏସନ ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Facebook Notice for EU! You need to login to view and post FB Comments!

Related Post

ବସ ଷ୍ଟାଣ୍ଡ ପରିସରରେ ପରିବହନ ବିଭାଗ ପକ୍ଷରୁ ଚକ୍ଷୁ ପରିକ୍ଷା

Posted by - January 23, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଜାତୀୟ ସଡକ ସୁରକ୍ଷା  ସପ୍ତାହ ଅବସରରେ ଯାଜପୁର ବସ ଷ୍ଟାଣ୍ଡ ପରିସରରେ ପରିବହନ ବିଭାଗ ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରୀଯାନ ଚାଳକ ମାନଙ୍କର ଆଖି ପରିକ୍ଷା କରାଯାଇ ସେମାନଙ୍କର ଚିକିତ୍ସା କରାଯାଇଥିଲା । ଗାଡି ଚଳାଇବା ବେଳେ ଚାଳକ ମାନଙ୍କର ଦୃଷ୍ଟି ଶକ୍ତି ଠିକ୍ ରହିବା ଦରକାର । ଚାଳକ ମାନଙ୍କର ଦୃଷ୍ଟି ଶକ୍ତି ଉପରେ ସଡକ ସୁରକ୍ଷା ନିର୍ଭର କରିଥାଏ ,ସେଥିପାଇଁ ଚାଳକ ମାନଙ୍କର ଚକ୍ଷୁ ପରିକ୍ଷା ନିହାତି ଜରୁରୀ ବୋଲି ଯାଜପୁର ପରିବହନ ଅଧିକାରୀ ସୂଚନା ଦେଇଥିଲେ । ଏଭଳି ପରିକ୍ଷା ଦ୍ୱାରା ଗାଡି ଦୁର୍ଘଟଣା ରୁ ରକ୍ଷା ପାଇପାରିବ ବୋଲି ଗାଡି ମାଲିକ ମାନେ ମତ ଦେଇଛନ୍ତି Facebook Notice for EU! You need to login to view and post FB Comments!

ଏଲ କେ ବି କେ ତରଫରୁ ଏନ-୯୫ ମାସ୍କ ବଣ୍ଟନ ଏବଂ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

Posted by - September 22, 2021 0
ବୌଦ୍ଧ:( ଚିତରଂଜନ ସିଂ )ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ କେ ବି କେ ତରଫରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ N…

କୂଅରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Posted by - December 22, 2019 0
କେନ୍ଦୁଝର:କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଯାମଜୁଡି ପଂଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରେ ଆଜି ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଜଣକ…

ଆରମ୍ଭ ହେଲାଣି ଧାନ ଅମଳ ,ହେଲେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ନାହିଁ କୌଣସି ବ୍ୟବସ୍ଥା

Posted by - January 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆରମ୍ଭ ହେଲାଣି ଧାନ ଅମଳ । ହେଲେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ନାହିଁ କୌଣସି ବ୍ୟବସ୍ଥା । ଚଳିତ ବର୍ଷ ସମବାୟ…

ଗ୍ରାମାଞ୍ଚଳରେ ହାଇପର ମାର୍କେଟ ଖୋଲିଲା

Posted by - February 6, 2022 0
ଯାଜପୁର:ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ହାଇପର ମାର୍କେଟର ଚାହିଦା ବଡ଼ିବାରେ ଲାଗିଛି l ଦେଶ ତଥା ରାଜ୍ୟର ବଡ଼ ବଡ଼ ସହର ମାନଙ୍କରେ ଅତ୍ୟାଧୁନିକ ହାଇପର ମାର୍କେଟି ଦେଖିବାକୁ…

Leave a comment

Your email address will not be published.