ପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

673 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ଗ୍ରାମର ବାଣପୁର ପଡିଆରେ ପ୍ରଦୀପ ବେହେରା ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ ପ୍ରତିଯୋଗୀତାରେ ଜିଲାର ବିଭିନ୍ନ ଅଂଚଳର ୧୦ ରୁ ଉର୍ଦ୍ଧ ଦଳ ଅଂଶଗ୍ରହଣ କରିଥିଲେ ।

P ପାଂଇନାଲ ମ୍ୟାଚ ଯାଜପୁର ୱାରିୟର୍ସ ଦଳ ବାଣପୁରର ମା ବିଣାପାଣି କ୍ରିକେଟ ଟିମକୁ ପରାସ୍ତ କରି ଚାମ୍ପିଆନ ହୋଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସଂଗୀତ ନିର୍ଦ୍ଧେଶକ ସରୋଜ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କତ କରିଥିଲେ ।ପ୍ରଦୀପ ବେହେରା ସ୍ଥାନୀୟ ଅଞ୍ଚଳରେ ଜଣେ କ୍ରିକେଟ ପ୍ରେମୀ ଭାବେ ବେଶ ଜଣା ଶୁଣା ଥିଲେ।

ତାଙ୍କ ମୃତ୍ୟୁ ପରେ ତାଙ୍କରି ସ୍ମୃତି କୁ ମନେ ରଖିବା ପାଇଁ ଚଳିତ ବର୍ଷ ରୁ ଆୟୋଜିତ ହୋଇଛି ଏହି କ୍ରିକେଟ ପ୍ରତିଯୋଗିତା। ଆଖ ପାଖ ଅଞ୍ଚଳ ସହିତ ସୁ ସମ୍ପର୍କ ରଖିବା ଓ ଭାଇଚାରା ବଜାୟ ରଖିବା ପାଇଁ ଏଭଳି କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି ବୋଲି ଆୟୋଜକ ଷ୍ଟାଲିନ ଦାସ ସୂଚନା ଦେଇଛନ୍ତି।

ଫାଇନାଲ ମ୍ୟାଚରେ ରଶ୍ମିରଂଜନଙ୍କୁ ମ୍ୟାନ ଅପଂ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।

Facebook Notice for EU! You need to login to view and post FB Comments!

Related Post

ସୁବର୍ଣ୍ଣମୁଖି ପ୍ଲେ ଗାଉଣ୍ଡରେ ଧଇନ ସ୍ମାରକୀ କ୍ରିକେଟ ଉଦଘାଟିତ

Posted by - January 1, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଦ୍ୟାଧରପୁର ସୁବର୍ଣ୍ଣମୁଖି ପ୍ଲେ ଗାଉଣ୍ଡରେ ଧଇନ ସ୍ମାରକୀ କ୍ରିକେଟ ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ଆଖପାଖର ୮ଟି ଦଳ…

ଜିଲ୍ଲା କୁସ୍ତି ଖେଳାଳି ଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

Posted by - October 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କଟକ ବାରବାଟୀ ଷ୍ଠାଡିୟମ ଠାରେ ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୁସ୍ତି ପ୍ରତିଯୋଗିତା ର କୄତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସୁଭମ…

ରାଜ୍ୟସ୍ତରୀୟ ମା ଭୈରବୀ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୧ ପାଇଁ ପ୍ରସ୍ତୁତି ବୈଠକ

Posted by - November 22, 2021 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲାର ସମ୍ମାନ ଜନକ ମା ଭୈରବୀ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ 2021 ପାଇଁ ସ୍ଥାନୀୟ…

କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍ : ଭୁବନେଶ୍ବରରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ହକି ଟିମ୍

Posted by - May 31, 2019 0
ଭୁବନେଶ୍ବର ୩୧|୫: ଏଫଆଇଏଚ ହକି ୱାର୍ଲ୍ଡ କପ୍ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ଦେଶର ହକି ଟିମ୍ । ଆସନ୍ତା ୬ ରୁ୧୫ ଯାଏଁ ଚାଲିବ…

Leave a comment

Your email address will not be published.