Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା

586 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଆଜି ପବିତ୍ର ଦୋଳ ପୂର୍ଣ୍ଣମି ।ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ କୁ ଆସିବା ପରେ ସ୍ୱତନ୍ତ୍ର ରୀତିନୀତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ମା ବିରଜାଙ୍କ ନିକଟରେ ସେବକ ଜ୍ୟୋତ୍ୟିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ସେଠାରେ ମାଙ୍କ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ୱାବଧାନରେ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ୟୋତ୍ୟିଷ ନୂତନ ପଞ୍ଜିକା ପାଠଥିଲେ ।

ପୁରାତନ ଭାଷ୍ୱତି ଗଣନା ଅନୁଯାୟୀ ୧୨ରାଶିର ଗ୍ରହ, ନକ୍ଷେତ୍ର ଚଳନ ଓ ଦେଶର ଭବିଷ୍ୟତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ପଞ୍ଜିକା ଜନସାଧାରଣଙ୍କ ପାଇଁ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯାଇଥାଏ । ଏହି ବିରଜା ପଞ୍ଜିକା ବିିରଜା ମଣ୍ଡଳି ବ୍ୟତିତ ଭଦ୍ରକ, କେନ୍ଦ୍ରପଡା, କେନ୍ଦୁଝର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥାଏ । ଏହି ପାଞ୍ଜିକାରେ ମାଙ୍କ ବର୍ଷକର ରୀତିନୀତି ପୂଜାର୍ଚ୍ଚନା ର ସମୟ ନିର୍ଘଣ୍ଟ କରାଯାଇଥାଏ ।

Related Post

ଜେ.ଏସ୍.ଡବ୍ଲୁ କମ୍ପାନୀ ଦ୍ୱାରା ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣର ଭିତ୍ତି ପ୍ରସ୍ତର ସ୍ଥାପନ,

Posted by - October 13, 2019 0
କେନ୍ଦୁଝର,୧୨/୧୦ଶନିବାର ଦିନ ଅପରାହ୍ନରେ ବାସୁଦେବପୁରସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଏକ ୨୦ ସଜ୍ୟା ବିଶିଷ୍ଟ ନୂତନ ଗୃହ ସମ୍ପ୍ରସାରଣ ନିମନ୍ତେ ଜେଏସଡବ୍ଲୁ ଉକ୍ରଳ ଷ୍ଟିଲ କମ୍ପାନୀ ଦ୍ୱାରା…

ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ

Posted by - February 4, 2020 6,731
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ପ୍ରଭୁ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ…

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ ,ରାମଦାସ ସହ କମଳଦେଇ ର ଶୁଭ ବିବାହ ଅନୁଷ୍ଠିତ

Posted by - April 23, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜ଼ିଲ୍ଲା ଓ ଛତିଶଗଡ,ରେ ମାଓବାଦୀ ମାନେ,ଦିନ ଥିଲା ହାତରେ ବନ୍ଧୁକ ଧରି ଜଙ୍ଗଲ ଜଙ୍ଗଲ…

କଳାମାଟିଆ ପଞ୍ଚୟତ ରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ

Posted by - March 31, 2020 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)  ମହାମାରୀ କରୋନା ର ମୁକାବିଲା ପାଇଁ ବିଭିନ୍ନ ପଞ୍ଚାୟତରେ କୋରେଣ୍ଟାଇନ୍ କେନ୍ଦ୍ର ପ୍ରସ୍ତୁତି ଜୋରଦାର୍ ଚାଲିରହିଥିବା ଦେଖିବାକୁ ମିଳିଛି । ବରୀ…

ନବ ଅବତ୍ରିର୍ଣ୍ଣ ରାଜନୀତି ସ୍ୱାଦ କଲା ଆଦର୍ଶ ଗ୍ରାମ୍ୟ ପାର୍କ ନିର୍ମାଣ

Posted by - December 29, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା। ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବାଣିଭଗାର ପୋଖରୀ ଖୁଡାରେ ଥିବା ପାରିତ୍ୟକ୍ତ।ଜମିରେ ନିର୍ମାଣ କଳା ନବ ଅବତ୍ରୀଣ୍ଣ ରାଜନୀତି ସ୍ୱାଦତେବେ(ଦୃଢ଼ ମନବଲ ଇଚ୍ଛା…

Leave a comment

Your email address will not be published.