Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ

354 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ବରୁହାଁ କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହି ସମିତିରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନ କରି ବ୍ୟବସାୟୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି ।ପଂଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରିବାରୁ ବଂଚିତ ହୋଇଛନ୍ତି ।

ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁପଂଳ ମିଳୁନାହିଁ । ସମିତିର ଆବଶ୍ୟକ କୋଟା ଥାଇ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉନଥିବା ଅଭିଯୋଗ ହୋଇଛି । ସମବାୟ ସମିତି ସମ୍ପାଦକ ଅଭିଯୋଗ ପରୋକ୍ଷରେ ସ୍ୱିକାର କରିଥିବା ବେଳେ ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାରପ୍ରାପ୍ତ ଏଆରସିଅସ ।

Facebook Notice for EU! You need to login to view and post FB Comments!

Related Post

ପଛୁଆ ବର୍ଗ ଙ୍କ ପାଇଁ ୨୭% ସ୍ଥାନ ସରଂକ୍ଷିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

Posted by - August 1, 2021 0
ବୌଦ୍ଧ: (ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପଛୁଆ ବର୍ଗ ମୋର୍ଚା ସଭାପତି ରବୀନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ହରଭଙ୍ଗା ବ୍ଲକ ବିଜେପି କାର୍ଯ୍ୟାଳୟ ପୁରୁଣାକଟକ ଠାରେ ପଛୁଆ ବର୍ଗ…

ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲା, ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି

Posted by - May 11, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ…

ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନୂତନ ବର୍ଷ ୨୦୨୨ ର ଶୁଭେଚ୍ଛା

Posted by - January 2, 2022 0
ନବରଂଗପୁର:(ବେଣୁଗୋପାଳ ରାଓ ) ଓଡ଼ିଶା ସାମ୍ୱାଦିକ ସଙ୍ଘ  ନବରଙ୍ଗପୁର ଜିଲ୍ଲା ତରଫରୁ ଜିଲ୍ଲାପାଳ ଡ: କମଳ ଲୋଚନ ମିଶ୍ର ଙ୍କୁ ସାକ୍ଷାତ କରି ନୂତନ ବର୍ଷ ୨୦୨୨…

ସିହୀନି ଗ୍ରାମବାସୀ ଟିଟିଲାଗଡ ପ୍ରଶାସନର ଦ୍ୱାରସ୍ଥ – ଜୁଆ ଖେଳ ଓ ମଦ ବିକ୍ରି ବନ୍ଦ କରାଯାଉ ବୋଲି କଲେ ଦାବି

Posted by - May 17, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମବାସୀ ଆଜି ଟିଟିଲାଗଡ ଉପଜିଲ୍ଲାପାଳ, ଅବକାରୀ ବିଭାଗ ଏବଂ ଥାନାକୁ ଆସି ଗ୍ରାମରେ ହେଉଥିବା ମଦ…

Leave a comment

Your email address will not be published.