Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ନାଗରିକତ୍ୱ ସଂଶୋଧନ ଆଇନ ପ୍ରତିବାଦରେ ଯାଜପୁରରେ ପ୍ରତିବାଦ ସମାବେଶ

1185 85

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ନାଗରିକତ୍ୱ ସଂଶୋଧନ ଆଇନ ପ୍ରତିବାଦରେ ଯାଜପୁରରେ ପ୍ରତିବାଦ ସମାବେଶ । ଆମେ ଭାରତବାସୀ ସଂଗଠନ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରା ପୁରା ଯାଜପୁର ସହର ପରିକ୍ରମା କରିଥିଲା ।

ଦେଶରେ ସିଏଏ ଲାଗୁ କରି ଦେଶରେ ଧର୍ମ ଆଧାରରେ ଭାଗ ଭାଗ କରିବାକୁ କେନ୍ଦ୍ରସରକାର ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । କେନ୍ଦ୍ରସରକାର ଏଭଳି ଆଇନ ଆଣି ସମ୍ବିଧାନ ବିରୋଧୀ କାର୍ଯ୍ୟକରିଥିବା ଅଭିଯୋଗ କରାଯାଇଥିଲା

ଏହି ଆନ୍ଦୋଳନରେ ମୁଖ୍ୟତଃ ସଂଖ୍ୟାଲଘୁ ଦଳିତ ଏବଂ ବୁଦ୍ଧିଜିବି ମାନେ ସାମିଲ ହୋଇ ନିଜର ମତ ରଖିଥିଲେ । ଏଆଇସିସି  ସଦସ୍ୟ ପୁଲିନ ପ୍ରକାଶ ପୁହାଣ ଶୋଭାଯାତ୍ରାରେ ସାମିଲ ହୋଇ ତୁରନ୍ତ କେନ୍ଦ୍ରସରକାର ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ ର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, କଂଗ୍ରେସ ନେତା ମନୋରଞ୍ଜନ ଦାସ, ସନ୍ତୋଷ ନନ୍ଦ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ସିଏଏ ଓ ଏନଆରସି ର ବିରୋଧରେ ଲୋକ ମାନଙ୍କୁ ମତବ୍ୟକ୍ତ କରିଥିଲେ ।
ନ୍ଦ

 

Related Post

ସିଂଲାରେ ବିଜେପି ମିଶ୍ରଣ ପର୍ବ ଓ କର୍ମୀ ସମାବେଶ

Posted by - December 18, 2021 0
ବାଲେଶ୍ଵର :ବାଲେଶ୍ବର ଜିଲ୍ଲାର ୧୭ ନମ୍ୱର ଜିଲ୍ଲା ପରିଷଦ ଜୋନର ସିଂଲା ଠାରେ ସାହାଡ଼ା ମଣ୍ଡଳ ସଭାପତି ଦେବବ୍ରତ ନନ୍ଦଙ୍କ ସଭାପତିତ୍ବ ଏବଂ ସିଂଲା ପଞ୍ଚାୟତ ସଭାପତି…

ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦ ରେ ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ

Posted by - November 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,କେନ୍ଦ୍ର ସରକାର ଙ୍କ ସରକାରୀ ଉଦ୍ୟୋଗ କୁ ଘରୋଇ କରଣ ଉଦ୍ୟମ,ଶ୍ରମିକ,କୃଷକ ଓ କର୍ମଚାରୀ ବିରୋଧୀ ନିତୀ ବିରୋଧରେ ରାଷ୍ଟ୍ରୀୟ…

ନାଗରିକ ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ:କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଖୁଂଟିଆ

Posted by - December 28, 2019 758
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ସାରା ଦେଶରେ ଲାଗୁ କରାଯାଇଥିବା ନାଗରିକ ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ । ସି ଏ ଏ ଆଇନକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ…

ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - September 23, 2019 0
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଦାସଙ୍କ ବାଇକ ରାଲି

Posted by - November 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମହlଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ, ପୀଡିତା ପରିବାର…

There are 85 comments

  1. Pingback: bahis siteleri

  2. Pingback: 1dissolute

Leave a comment

Your email address will not be published.