ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା

438 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ନିର୍ବାଚନମଣ୍ଡଳ ର ମଲ୍ଲିକାପୁର ବୁଥ ରମ ବୁଥସ୍ତରିୟ ନାଗରିକତା ଅଧିନିୟମ ସଚେତନତା କର୍ମଶାଳା ଓ ଘରକୁ ଘର ବୁଲି ସଚେତନତା ବାର୍ତା ବଣ୍ଟନ।ଏହି କାର୍ୟକ୍ରମରେ ଜିଲ୍ଲାସଭାପତି ଗୌତମ ରାୟ କଂ ସଭାପତିତ୍ବରେ ଅନୁଷ୍ଟିତ ହୋଇଯାଇଛି। ମୁଖ୍ଯବକ୍ତା ପୂର୍ବତନ ଆଈ ଏ ଏସ୍ ସୁଦର୍ଶନ ନାୟକ ଯୋଗଦେଇ ସାଧାରଣ ଜନତା କୁଂ ଏହି ଆଇନ କିପରି ଓ କେଉଁ ପରିପ୍ରେଷିରେ ହୋଇଛି ମାର୍ଗଦର୍ଷନ କରିଥିଲେ। ଭାରତ ସରକାର ପୂର୍ବରୁ ୨୨ ଥର ନାଗରିକତା ଆଇନ ସଂଷୋଧନ କରିଥିଲେ କିନ୍ତୁ ମୋଦିସରକାର କଂ ୨୩ ତମ ସଂଷେଧନକୁ ବିରେଧ କରୁଥିବା ରାଜନୈତିକ ଦଳ ଦେଶର ନାଗରିକକୁଂ ବିଭ୍ରାନ୍ତି କରୁଛନ୍ତି।ଦେଶର ଏକତା ଏକତା ଅଖଣ୍ଡତାକୁ ଜଳାଞଳି ଦେଇ ମୋଦିକଂ ନିସ୍ପତି କୁ ବିରୋଧ ରେ ଲାଗିପଡିଛନ୍ତି।ପାକିସ୍ତାନ, ବାଗଂଲାଦେଶ ଓ ଆଫାଗାନିସ୍ତାନ ରୁ ଧାର୍ମିକ ପ୍ରତାରଣାର ଶିକାର ହୋଇ ଯେଉଁମାନେ ଦେଶଛାଡି ଆସିଛନ୍ତି ସେମାନକୁଂ ନାଗରିକତା ଦିଆଯିବ ଏହା କୈଣସି ନାଗରିକକଂ ନାଗରିକତା ନେବନାହିଁ କିନ୍ତୁ ବିରୋଧି ଅସହିସ୍ମୁଁ ହୋଇ ଏପରି ସାଧାରଣ ସଂପତି ନଷ୍ଟଭ୍ରଷ୍ଟ କରୁଛନ୍ତି ବୋଲି କହିଥିଲେ।

ଜିଲ୍ଲାସଭାପତି ଗୌତମ ରାୟ ନାଗରିକତା ଆଇନ ଆମ ଦେଶର ନାଗରିକକଂ ପାଇଁ ନୁହଁ ବରଂ ପଡୋଷି ମୁସଲିମ ଦେଶରୁ ବିତାଡିତ ସଂଖ୍ୟାଲଘୁ କୁଂ ନାଗରିକତା ଦେବାପାଇଁ ଯାହାକୁ ବିରୋଧି ଦେଶକୁ ବିଭ୍ରାନ୍ତି କରୁଛନ୍ତି ବୋଲି କହିଥିଲେ।ନାଗରିକତା ଆଇନ ଆଳରେ ମୋଦିକୁଂ ବିରୋଧ କରୁଛନ୍ତି ବୋଲି ଜିଲ୍ଲାସଭାତି କହିଥିଲେ।ଅନ୍ୟମାନକଂ ମଧ୍ଯରେ ଅମିୟ ମଲିକ,ରମେଷ ସାମଲ,ସୁଦିପ୍ତ ପଣ୍ଡା,ସଞୟ ନାୟକ ,ବିନୋଦ ଯେନା ମଞାସିନ ଥିଲେ।ଉପସ୍ଥିତ ବିଜେପି କର୍ମି ସଶଧର ବେହୁରିଆ,ପ୍ରଭାତ ନାୟକ,ଅଶୋକ ବାରିକ,ଆଶିଷ ନାୟକ, ପ୍ରସେଷ ସୁତାର,ପ୍ରମୋଦ ପଣ୍ଡା,ସତ୍ଯଜିତି ସାମଲ, ପ୍ରମୁଖ ବହନ କର୍ମି ଓ ସାଧାରଣ ଜନତା ଉପସ୍ଥିତ ଥିଲେ।

Related Post

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

Posted by - December 4, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମରେ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ସୁଚନା ରୁ…

ପାଟଣାଗଡ଼ ବିଧାୟକଙ୍କ ଭଇଁସା ଗ୍ରାମ ପରିଦର୍ଶନ ଓ ରୋଷେଇ ଗୃହ ଉଦ୍ଦଘାଟନ

Posted by - November 9, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ବ୍ଲକ ଭଇଁସ ଗ୍ରାମ କୁ ବିଧାୟକ ସରୋଜ ମେହେର ସୋମବାର ଦିନ ପରିଦର୍ଶନ କରିଥିଲେ । ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା…

ଖପ୍ରାଖୋଲ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

Posted by - May 9, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଙ୍କ ଯୁଗ୍ମ ଜନଶୁଣାଣୀ ଏବଂ…

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ତରଫରୁ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ

Posted by - April 16, 2022 0
ହରଭଙ୍ଗା :୧୫/୦୪.(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ…

ମଦ ସହ ପୋଚ ଜବତ,୨ ଗିରଫ

Posted by - July 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ନବରଙ୍ଗପୁର ଅବକାରୀ ବିଭାଗ ତରଫରୁ ନବରଙ୍ଗପୁର ଥାନା ଅଞ୍ଚଳ ରେ ଚଡାଉ କରାଯାଇଛି. ମଦ ଓ ପୋଚ ଜବତ ହୋଇଛି. ୨…

Leave a comment

Your email address will not be published.