Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

Aei Odisha

ଦବିଲା ୨୦ ନଂ ଜାତୀୟ ରାଜପଥ : ଆରଡି-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ,ମଣିବାବାଙ୍କ ଦର୍ଶନ ନପାଇ ଫେରିଗଲେ ପର୍ଯ୍ୟଟକ, ବାହ୍ୟଜଗତରୁ ବିଚ୍ଛିନ୍ନ ହେବ ବୋଡକ ଗାଁ!, ପାଠପଢାରୁ ବଞ୍ଚିତ ଶତାଧିକ ଛାତ୍ରଛାତ୍ରୀ

Posted by - December 6, 2018
ଆରଡି : ଭଦ୍ରକ ଜିଲାର ଆରଡ଼ିପୀଠ ଦେଇ ଯାଇଥିବା କୁଆଖିଆ-ସାତଭାୟା ୨୦ ନଂ ଜାତୀୟ ରାଜପଥର ପ୍ରାୟ ୭୦/୮୦ ଫୁଟ୍‌ ରାସ୍ତା ଓଳଗ ନିକଟସ୍ଥ ବୋଡ଼କ ଠାରେ ଗତ ମଙ୍ଗଳବାର ରାତ୍ରିରେ ଧସି ଯାଇଛି। ଯାହାଫଳରେ ଆରଡ଼ି-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।…
Read More

୭୦ ହଜାର ପୁଲିସଙ୍କୁ ମିଳିବ ମାଗଣା ବୀମା

Posted by - December 6, 2018
କଟକ : ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ଅଫିସର‌୍‌ ଏବ˚ କର୍ମଚାରୀଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟ ବୀମା। ଓଡ଼ିଶାର ମୋଟ ୭୨ ହଜାର ୧୪୫ ଜଣ ପୁଲିସ ଉପକୃତ ହେବେ। ପ୍ରଥମ ଥର ପାଇଁ ଓଡ଼ିଶା ପୁଲିସ ରାଜ୍ୟରେ ଏଭଳି ସୁବିଧା…
Read More

କେବେ ଲୋକଙ୍କ କାମରେ ଲାଗିବ ବ୍ରହ୍ମପୁର ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ?

Posted by - December 6, 2018
ବ୍ରହ୍ମପୁର: ଅଧପନ୍ତରିଆ ଅବସ୍ଥାରେ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ଉଦଘାଟନ ହେବାର ବର୍ଷେ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଲାଗି ପାରିନାହିଁ। ଏପରି ସ୍ଥିତିରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି, ଏହା…
Read More

ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

Posted by - December 5, 2018
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮ କୋଟା- ସାୱାଇ ମାଧୋପୁର ଷ୍ଟେସନରେ ଚଲାଯାଇଥିଲା। ଟ୍ରେନ୍‌ଟି ତ୍ରୁଟିଶୂନ୍ୟ ଭାବେ ଗତି କରିଥିଲା…
Read More

ନକଲି ଟଙ୍କା ସହିତ ୩ ଅଟକ

Posted by - December 5, 2018
ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ଲୋକ ୩ ଜଣ ସନ୍ଦିିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ ଠାରୁ କିଛି ନକଲିି ଟଙ୍କା ଜବତ କରାଯାଇଛି। ପୂର୍ବରୁ ମଧ୍ୟ ସେମାନେ ଏପରି ନକଲି…
Read More

ରିମାଣ୍ଡରେ ଗଲେ ‘ଡାଡି’

Posted by - December 5, 2018
ଢେଙ୍କାନାଳ: ଆଜିଠୁ ରିମାଣ୍ଡରେ ଗଲେ ‘ଡାଡି’। ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍‌ଟର୍‌ ହୋମ୍ ନିର୍ଯାତନା ଘଟଣାରେ ଆଜିଠୁ ଦୁଇଦିନ ପାଇଁ ସେଲ୍‌ଟର୍‌ ହୋମ୍ ମୁଖ୍ୟ ଫୟାଜ୍ ରେହମାନ ରିମାଣ୍ଡରେ ଯାଇଛନ୍ତି।କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍‌ଟର୍‌ ହୋମ୍,…
Read More

ହକି ବିଶ୍ୱକପ୍‌ : ଭାରତ-ବେଲଜିୟମ୍ ମ୍ୟାଚ୍ ୨-୨ ଗୋଲରେ ଡ୍ର

Posted by - December 5, 2018
ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍‌ଜିୟମ୍ ହାଇଭୋଲ୍‌ଟେଜ୍ ଟକ୍କର। ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍‌ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏଇ ମ୍ୟାଚ୍ ୨-୨ ଗୋଲ୍‌ରେ ଡ୍ର ରହିଛି।ଭାରତ ପକ୍ଷରୁ ସିମ୍ରନ୍‌ଜିତ୍ ଓ…
Read More

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ ମନୀଷା କୋଇରାଲା

Posted by - December 5, 2018
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ ତାଙ୍କ କୌଳିକା ପଣ୍ଡା ଉପସ୍ଥିତ ଥିଲେ।ଗତକାଲି ମନୀଷା ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଅାର୍ମି…
Read More

ଆରମ୍ଭ ହେଲା ଆମ ଗାଁ ଆମ ବିକାଶର ‘ପିଠା ଯୋଜନା’

Posted by - December 5, 2018
ଭୁବନେଶ୍ୱର: ଏଥର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ୍‌ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍‌ ବା ‘ପିଠା ଯୋଜନା’। ‘ଆମ ଗାଁ ଆମ ବିକାଶ”ର ଏକ ଉପ ଯୋଜନା ଭାବେ ଏହା କାର୍ଯ୍ୟ କରିବ। ଲୋକଙ୍କୁ…
Read More

ବିଭିନ୍ନ ଦାବି ନେଇ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ବିକ୍ଷୋଭ ପ୍ରଦର୍ଶନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ଦାବି କଲା ସମିତି

Posted by - December 5, 2018
ଭୁବନେଶ୍ୱର : ରାଜ୍ୟର ସମସ୍ତ  ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି କରିଛି ଓଡ଼ିଶା ବସ୍ତି ସଂଘର୍ଷ ସମିତି। ଏନେଇ ରାଜଧାନୀର ଗାନ୍ଧି ମାର୍ଗରେ ସମିତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାର ୫ଟି…
Read More