ଟିଟିଲାଗଡ଼ ନିକଟସ୍ଥ ଲେଶୁନ ବାହାଲି ଭାଟି ଲୁଟ ମାମଲାରେ ଦୁଇ ଜଣ ଗିରଫ

ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ନୂତନ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ଏକ ତାରିଖ ଦିନ ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ମଦ ଭାଟି ମ୍ୟାନେଜର ଟିଟିଲାଗଡ଼କୁ ୨ ଲକ୍ଷ ୩୫ ହଜାର ଟଙ୍କା ଧରି ଜମା କରିବା ପାଇଁ ଆସୁଥିବା…

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକ)ଟିଟିଲାଗଡରେ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ…

ଟିଟିଲାଗଡ଼ ବ୍ଲକ କୁର୍ଶୁଡ ମଣ୍ଡଳର ବୁଥ ସମ୍ମିଳନୀ ଖୋଲାନ ଗ୍ରିଡ ନିକଟରେ ଅନୁଷ୍ଠିତ

ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ)ଶନିବାର ଦିନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରସୁଡ ମଣ୍ଡଳର ବୁଥ୍ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ ଖୋଲାନ ଗ୍ରୀଡ ପାଖରେ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ…

ଜାନୁଆରୀ ଆଠ ରୁ ଇନ୍ଦ୍ରାବତୀ ରୁ ରବି ଜଳ ସେଚନ ! ପରିବର୍ଦ୍ଧିତ ଜଳ ସେଚନ ୭୧, ୨୭୪ହେକ୍ଟର!!

ଭବାନୀପାଟଣା :୦୬/୦୧(ନରେନ୍ଦ୍ର ନେଗୀ) ଇନ୍ଦ୍ରାବତୀ ରୁ ରବି ଜଳ ସେଚନ ଆସନ୍ତା ଜାନୁଆରୀ ଆଠ ତାରିଖ ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ସୂତ୍ର ରୁ ଜଣା ପଡ଼ିଛି|ଚଳିତ ବର୍ଷ ଜଳ ଭଣ୍ଡାର ର ଜଳ ସ୍ତର କୁ…

ଧୂମାଭଟା ଗାଁରେ ଲାୟନ୍ସ କ୍ଳବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ପାଟଣାଗଡ଼ ବ୍ୟୁରୋ:୦୬/୦୧(ନରେନ୍ଦ୍ର ନେଗୀ) ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗାଁର ଜଲିଆ ଛକ ନିକଟରେ ପାଟଣାଗଡ଼ ଲାୟନ୍ସ କ୍ଳବ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଶିବିର ରେ ୫୦୦  ରୁ ଉର୍ଦ୍ଧ ଲୋକ…

ବିଶ୍ଵ ପକ୍ଷୀ ଦିବସ ପାଳିତ

ବଲାଙ୍ଗିର ବ୍ୟୁରୋ:୦୬/୦୧ (ନରେନ୍ଦ୍ର ନେଗୀ) ବଲାଙ୍ଗିର ସହର ମଧ୍ୟରେ କରଙ୍ଗାକଟା, ନରସିଂହ ବନ୍ଧ ଓ ମାରୱାଡି ତଥା ୧୭ ଗୋଟି ବନ୍ଧ ଜଳାଶୟମାନଙ୍କରେ ପକ୍ଷୀ ଆଗାମନକୁ ନେଇ ପରିବେଶ ପ୍ରେମୀମାନଙ୍କ ଦ୍ୱାରା ସହରର କରଙ୍ଗାକଟାଠାରେ ବିଶ୍ୱ ପକ୍ଷୀ ଦିବସ ପାଳିତ ହୋଇଯାଇଛି…

ବଲାଙ୍ଗିର ସହରରେ ରାଲି ମାଧ୍ୟମରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ବଲାଙ୍ଗିର ବ୍ୟୁରୋ: ୦୬/୦୧ (ନରେନ୍ଦ୍ର ନେଗୀ)ଜାନୁଆରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ବଲାଙ୍ଗିର ସହରରେ ଆୟୋଜିତ ହୋଇଛି ଛାତ୍ରଛାତ୍ରୀମାନଙ୍କ ଏକ ବିଶାଳ ରାଲି । ସ୍ଥାନୀୟ ପିଆର୍‌ ହାଇସ୍କୁଲ୍‌ରୁ ଆରମ୍ଭ ହୋଇଥିବା ବେଳେ…

ପ୍ରସିଦ୍ଧ ଶୁଲିଆ ଯାତ୍ରା ଆସନ୍ତା ୧୬ ତାରିଖ ଦିନ ଅନୁଷ୍ଠିତ ହେବ

ବଲାଙ୍ଗିର ବ୍ୟୁରୋ;୦୬/୦୧(ନରେନ୍ଦ୍ର ନେଗୀ)ଆସନ୍ତା ୧୬ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ…