ଧର୍ମଗଡ଼ :ତା ୯/୧/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଥୂଆମୂଲ ରାମ ପୁର ର କୈଲାସ ଛତ୍ରିଆ ନାମକ ଜଣେ ବ୍ୟକ୍ତି ଗତକାଲି ରାତ୍ରି ରେ କୋକସରା ଖବର ବୋଲି ଏକ ହ୍ଵଆପ ଗୃପ ରେ ଵ୍ରାହ୍ମଣ ମାନଙ୍କ ଧର୍ମ ଓ ସେମାନେ ଧର୍ମ ନା ରାହୁତି କରୁଛନ୍ତି। ସନାତନ ଏକ ଧର୍ମ ନୁହେଁ ଏହା ଵ୍ରାହ୍ମଣ ମାନେ ତିଆରି କରିବା ସହ ଉଗଵାନ ନା ଏସି,ଏଟି, ଓଵିସି ଙ୍କୁ ଵିଵ୍ରାନ୍ତ କରିଵା ସହ ଉଗଵାନ କୁ ବିଶ୍ଵାସ କରିବା ଠକ୍ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି।

ଉଗଵାନ ଙ୍କୁ ଵିଶ୍ଵାସ ସହ ତୁଲନା କରିଥିଲେ। ଵ୍ରାହ୍ମଣ ମାନଙ୍କୁ ମୂରା ଵାହାର କରିଵା କଥା ଆଉ ସେମାନେ ଵିଶ୍ଵାସ ଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଵ୍ରାହ୍ମଣ ଓ ସନାତନ ଧର୍ମ ଗୋଟିଏ ଗାଲି ର ସମ୍ଭାର ବୋଲି କହିଛନ୍ତି। ଵ୍ରାହ୍ମଣ ଵାଦି ଓ ସନାତନ ଧର୍ମ ଉପରେ ଅନେକ ଵଟୁ ମନ୍ତବ୍ୟ ଦେଇଛନ୍ତି।

ଏଭଳି ମନ୍ତବ୍ୟ ଦେଇଥିଵା ରୁ ସ୍ଥାନୀୟ ଵ୍ରାହ୍ମଣ ସମାଜ ଓ ସନାତନ ଧର୍ମ ର ଲୋକ ଘୋର ନିନ୍ଦା କରିଛନ୍ତି। ମହାମହିମ ରାଷ୍ଟ୍ରପତିଙ୍କ ଫଟୋ ଦେଇ ସନାତନ ଧର୍ମ କୁ ବିରୋଧ କରିଵା କେତେ ଦୂର ଯୁକ୍ତି ଯୁକ୍ତ। ଆଜି ଧର୍ମଗତ ପର୍ଶୁରାମ ସେନା ତରଫରୁ ସଂଯୋଜକ ଵିଶ୍ଵ ରଞ୍ଜନ ପାତ୍ର,ଟିଟୁ ମୁଣ୍ଡ, ଶାଶ୍ଵତ ପଣ୍ଡା, ଶାନ୍ତନୁ ମୁଣ୍ଡ, ଗିରିଜା ଖମାରୀ, ଚନ୍ଦନ ପଣ୍ଡା, ସ୍ଵସ୍ତିକ ପାତ୍ର, ବଜରଙ୍ଗଦଳ ର ମାନସ ଆଚାର୍ଯ୍ୟ ଏହାକୁ ବିରୋଧ କରି କୈଳାସ ଛତ୍ରିଆ ନାମ ରେ ଥାନାରେ ଏତଲା ଦିଆଯାଇଛି।