ବିଜେପିରେ ଯୋଗଦେଲେ ପୂର୍ବତନ ପାପଡ଼ାହାଣ୍ଡି ବ୍ଳକ ଅଧ୍ୟକ୍ଷ

ନବରଙ୍ଗପୁର: ୬/୪ (ବେଣୁ ଗୋପାଳ ରାଓ)ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୂର୍ବତନ ପାପଡ଼ାହାଣ୍ଡି ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ଭତ୍ରା | ସେ ଆଜି ସନ୍ଧ୍ୟା ସମୟରେ ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ଯୋଗଦେଇଛନ୍ତି । ସେ କହିଛନ୍ତି ଯେ…

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୫ ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ୬/୪ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ୪୫ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ କରାଯାଇଥିଲା l ଜିଲ୍ଲା ର ୧୦ ଗୋଟି ମଣ୍ଡଳ ,୪୧୧ ବୁଥ ସ୍ତରୀୟ ସହିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ…

ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ବିଶାଳ ବାଇକ ରାଲି

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )-ଗତକାଲି କନ୍ଧମାଲ ସାଂସଦୀୟ କ୍ଷେତ୍ରର ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଟିକେଟ ଘୋଷଣା କଲା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ…

ଉମାକାନ୍ତ ଜେନାଙ୍କ ସପକ୍ଷରେ ଭଣ୍ଡାରୀ ପୋଖରୀ ରେ ଜନମତ ଜୋରଦାର

ଭୁବନେଶ୍ୱର:୩୧/୦୩ ସୁପ୍ରସିଦ୍ଧ ସୂଚନା ବୈଜ୍ଞାନିକ ଏବଂ ପ୍ରତିଷ୍ଠିତ ଆଇନଜିବୀ ଉମାକାନ୍ତ ଜେନାଙ୍କର ପାର୍ଥିତ୍ୱ ସପକ୍ଷରେ ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀରେ କ୍ରମଶଃ ଜନମତ ଜୋରଦାର ହେବାର ଲାଗିଥିବା ଲକ୍ଷ କରାଯାଉଛି।ସୋଲମପୁର ଗ୍ରାମର ନିବାସୀ ଶ୍ରୀ ଜେନା ଭଣ୍ଡାରୀ ପୋଖରୀ ରୁ ରାଜ୍ୟ…

“କଂଗ୍ରେସ ଗ୍ୟାରେଣ୍ଟି” ଇସ୍ତେହାର କାର୍ଯ୍ୟକ୍ରମ କାଶୀପୁରରେ ଅନୁଷ୍ଠିତ

କାଶୀପୁର : ( ଅଞ୍ଜନ କୁମାର ନାଏକ)ଆଗାମୀ ସାଧାରଣ ନିର୍ବାଚନ ରେ କେନ୍ଦ୍ର ଶାସିତ ବିଜେପି ଦଳ କୁ ମାତ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ” କଂଗ୍ରେସ ର ଗ୍ୟାରେଣ୍ଟି ” ଇସ୍ତହାର କାର୍ଯ୍ୟକ୍ରମ କାଶୀପୁର ଠାରେ…

ଉତ୍କଳ ସମାଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

ଢେଙ୍କାନାଳ:୨୪/୩ (ଶୁଭମ ପାଣି )ଢେଙ୍କାନାଳର ଆରାଧ୍ୟ ଦେବତା ସିଦ୍ଧ ବଳରାମଙ୍କ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମାଜର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସମ୍ପାଦକ ଭାଷ୍କର ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସଭା ପ୍ରାର୍ଥୀ ସୁଶ୍ରୀ…

କେନ୍ଦ୍ରାପଡା କଜଳା କଂଗ୍ରେସ ଭବନରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ 

କେନ୍ଦ୍ରାପଡା : କଜଳା  କଂଗ୍ରେସ ଭବନ ଠାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  କରାଯାଇଥିଲା।   ଆଗକୁ ୨୦୨୪ରେ ନିର୍ବାଚନ ପାଇଁ  ସାମ୍ବାଦିକ ସମ୍ମିଳନୀ ରେ ସମ୍ମାନୀୟ ଅତିଥି ମାନନୀୟ  ଯୋଗଦେଇଥିଲେ।କେନ୍ଦ୍ରାପଡା ଜିଲ୍ଲା ର କଂଗ୍ରେସ ର ସଭାପତି ଲୋକନାଥ ମହାରଥି, କେନ୍ଦ୍ରାପଡା…

ବିଜେପି ରେ ଯୋଗଦେଲେ ସମାଜସେବୀ ତଥା ସାମ୍ବାଦିକ ବିଭୁଦତ୍ତ

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ର ଜଣାଶୁଣା ସମାଜସେବୀ ତଥା ହରଭଙ୍ଗା ବ୍ଲକ୍ ବଡଖବର ଟିଭି ର ସାମ୍ବାଦିକ ବିଭୁଦତ୍ତ ବୋଷ ଶୁକ୍ରବାର ବିଜେପି ଓବିଶି ମୋର୍ଚ୍ଚ ରାଜ୍ୟ ସଂଯଯୋକ ସୁବାଷ ପ୍ରଧାନ ଙ୍କ ନେତୃତ୍ୱ ରେ ବିଧିବଧ ଭାବେ ବିଜେପି ରାଜ୍ୟ…

ବାଲିକୁଦା – ଏରସମା ଆସନରେ ନୂଆ ଚେହେରା ପ୍ରବୋଧ ସାମନ୍ତରା

ଭୁବନେଶ୍ୱର ୨୨/୦୩  ଆସନ୍ତା ନିର୍ବାଚନରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ଚେହେରା ଭାବରେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରବୋଧ ସାମନ୍ତରାଙ୍କର ନାମ ବ୍ୟାପକ ଭାବେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ବାଲିକୁଦା ବ୍ଳକର ଗରାମ ଗ୍ରାମର ମୂଳ ବାସୀନ୍ଦା ଶ୍ରୀ…

ବଘିଆପଡା ଓ ଟିକରପଡା ଠାରେ ବିଜେପିର କର୍ମୀ ସମ୍ମିଳନୀ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଆଜି ବଘିଆପଡା ଓ ଟିକରପଡା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି l ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବଘିଆପଡ଼ା ଠାରେ ଆୟୋଜିତ ବିଜେପି ର କର୍ମୀ ସମ୍ମିଳନୀ ରେ…