ଯୋଗମାୟା ପୀଠରେ ବିଶ୍ଵ ପରିବେଶ ଦିଵସ ଉପଲକ୍ଷେ ୱେବସାଇଟ ଉନ୍ମୋଚନ ଓ ବୃକ୍ଷ ରୋପଣ
କେସିଙ୍ଗା : (ପ୍ରୀତେଶ ପଟେଲ)ଆଜିର ସମଯରେ ପୁରା ବିଶ୍ଵ ରେ ସବୁଠୁ ବଡ ସମସ୍ୟା ହେଉଛି ପରିବେଶ ଏହି ପରିପ୍ରେକ୍ଷୀରେ କେସିଙ୍ଗା ଗୁର୍ଜିମୁଣ୍ଡା ସ୍ତିତ ମା ଯୋଗମାୟା ପୀଠରେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…