କେନ୍ଦ୍ରାପଡା : କଜଳା କଂଗ୍ରେସ ଭବନ ଠାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଆଗକୁ ୨୦୨୪ରେ ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀ ରେ ସମ୍ମାନୀୟ ଅତିଥି ମାନନୀୟ ଯୋଗଦେଇଥିଲେ।କେନ୍ଦ୍ରାପଡା ଜିଲ୍ଲା ର କଂଗ୍ରେସ ର ସଭାପତି ଲୋକନାଥ ମହାରଥି, କେନ୍ଦ୍ରାପଡା କଂଗ୍ରେସ ର ନେତା ପୂର୍ବତନ ମନ୍ତ୍ରୀ ଗଣେଶ ବେହେରା,ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧ୍ୟାୟକ ଦେବେନ୍ଦ୍ର ଶର୍ମା,ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହେରା ,ପାଟକୁରା ନିର୍ବାଚନ ମଣ୍ଡଳିର କଂଗ୍ରେସ ର ରତିକାନ୍ତ କାନୁନଗୋ,ମିଡ଼ିଆ ସେଲର ବିଭାଗର ପ୍ରଫୁଲ୍ଲ କୁମାର ଦାସ,ସତ୍ୟପ୍ରିୟ ସାମଲ କଂଗ୍ରେସ ର ପୂର୍ବତନ ସଭାପତି ଏହି ସାମ୍ବାଦିକ ସମ୍ମିଳନୀ ରେ ଆଲୋଚନା କରିଥିଲେ।
କଂଗ୍ରେସ ର ପୂର୍ବତନ ମନ୍ତ୍ରୀ ଗଣେଶ ବେହେରା କଣକହୁଉଛନ୍ତୀ ଶୁଣିବା ବିଜେଡି ୨୪ ବର୍ଷ ଶାସନକଲେ। ଓ ୯ବର୍ଷର ବିଜେପି ଶାସନ ଯାହା ହୋଇନି ।ଆଜି ୨୦୨୪ ନିର୍ବାଚନରେ କଂଗ୍ରେସ କୁ ଥରେ ଆଣିଦିୟ କଂଗ୍ରେସ ଆମେ କରି ଦେକ୍ଷେଦେବୁ ଯୁବ ବିକାଶ ଉପରେ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ କୃଷକ ପାଇଁ ମାସିକ ପେନ୍ସନ୍ ୨୦୦୦ ଟଙ୍କା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ । ୫ ଲକ୍ଷ କ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା।ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା।
ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ରଣ ଛାଡ ।ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)କୁ ଭତ୍ତା ୨000 ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର।କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୭ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ।ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିଭିକ–ସାମାଜିକ ଓ ଆରମ୍ଭ ଏବଂ ଅନୁସୂଚିତ ଜାତି | ଜନଜାତିଙ୍କୁ ୩୫ କିଲୋ ଚାଉଳ ସ ଡାଲି+୧ ଲିଟର ତେଲ+୧ କେଜି ଲୁଣ+୨୫୦ ଗ୍ରାମ ହଳଦୀ ଦିଆଯିବକଂଗ୍ରେସ ସାମ୍ବାଦିକ ସମ୍ମିଳିତ ରେ ବିଜେଡି କର୍ମି ଓ ବିଜେପି କର୍ମି ମାନେ କଂଗ୍ରେସ ରେ ମିଶିଲେ।