ଚିତ୍ରକରଙ୍କ ଅନ୍ତିମ ସ୍ପର୍ଶରେ ପଟିଦିଅଁ
ପୁରୀ :(ମନୋଜ କୁମାର ବଳିଆରସିଂ)ପବିତ୍ର ସ୍ନାନଯାତ୍ରା ପରେ ମହାପ୍ରଭୁ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ । ଅନବସରେ ଭକ୍ତମାନେ ଚତୁଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିନପାରି ପଟିଦିଅଁଙ୍କୁ ପ୍ରତୀକ ଦର୍ଶନ କରିବାର ପରମ୍ପରା ରହିଛି । ଏଥିପାଇଁ ଚିତ୍ରକାର…