ମହାତ୍ମାଗାନ୍ଧୀଙ୍କ  ପବିତ୍ର ମହାପ୍ରୟାଣ ଦିବସ ପାଳିତ

354 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ମହାତ୍ମାଗାନ୍ଧୀଙ୍କ  ପବିତ୍ର ମହାପ୍ରୟାଣ ଦିବସ ଅବସରରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ, ସଂସ୍କୃତି ବିଭାଗ ଓ ପତଞଳି ଯୋଗ ସମିତି ପକ୍ଷରୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଗାନ୍ଧୀବାଦୀ ନିଶିଥ ଦାସ,ଶରତ ମହାପାତ୍ର, ସୁବାଷ ଚନ୍ଦ୍ର ତ୍ରିପାଠୀ, ମନ୍ମଥ କୁମାର ସାମଲ, ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ।

Facebook Notice for EU! You need to login to view and post FB Comments!

Related Post

ସିନାପାଲି: ୧୪ ପଞ୍ଚାୟତ ରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ

Posted by - November 11, 2021 0
ନୂଆପଡ଼ା:(ମେଘନାଦ ନାଏକ)ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ଦ୍ଵିତୀୟ ଦିବସରେ ପହଞ୍ଚିଛି।…

କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼କରିବାକୁ ଦାବି ପତ୍ର

Posted by - June 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼କରିବାକୁ ଦାବି ପତ୍ର lଆଜି ତା ୨୯ ରିଖ ବରୀ ଅଞ୍ଚଳର ସାମାଜିକ ସଂଗଠନ ସମୂହ ତରଫରୁ ମହାମାରୀ…

କ୍ୟାନସର ଆକ୍ରାନ୍ତ ବଣ୍ଟିଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଟିରୁ ସହାୟତା

Posted by - July 11, 2020 0
ଯାଜପୁର ଅଫିସ:  କ୍ୟାସନର ଆକ୍ରାନ୍ତ ବଣ୍ଟି ମୁଣ୍ଡିଆଙ୍କ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ବଣ୍ଟିଙ୍କ ସଂପର୍କରେ…

ଅବସରକାଳୀନ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସଭା

Posted by - February 10, 2022 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଏମ୍. ପି .ଭି-୬୫ ୟୁଜି ହାଇସ୍କୁଲ ର ଦାୟିତ୍ବାଧୀନ ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନଙ୍କ, ଅବସରକାଳୀନ ସମ୍ବର୍ଦ୍ଧନା…

୭୪ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କଲେ ବିଧାୟକ

Posted by - December 20, 2021 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ…

Leave a comment

Your email address will not be published.