ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

291 0

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ।

ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ ଯୁବତୀ ଯେତେ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ଶୁଣି ନଥିଲା।

Related Post

ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ସମ୍ପନ୍ନ କଲେ ଲକ୍ଷ୍ମୀ ମନ୍ଦିର ନିର୍ମାଣ କମିଟି

Posted by - June 7, 2020 275
ନୀଳଗିରି:୦୭/୦୬(ସୌମ୍ୟା ସାଇ ବାରିକ)ମହାଜାଗତିକ କାଳରୁ ମହାଲକ୍ଷ୍ମୀ ଙ୍କ ର ଜଗତର ନାଥ ଜଗନ୍ନାଥ ଙ୍କ ସହିତ ସମ୍ପର୍କ ସାରା ବିଶ୍ୱବାସୀ ଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା…

ଦୀର୍ଘ ୩ ବର୍ଷ ଧରି ପିଜି ପରୀକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ପୁଣିଥରେ ଭେଟିଲେ ଜିଲ୍ଲାପାଳଙ୍କୁ 

Posted by - July 29, 2021 0
ଯାଜପୁରଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦଶରଥପୁର ବ୍ଲକ ଅଧିନସ୍ଥ ଚିତାଳ ମହାବିଦ୍ୟାଳୟର ପି ଜି ଛାତ୍ରଛାତ୍ରୀ ୨୦୧୭–୧୮ ରେ ନୂଆକରି ପିଜି ଖୋଲିଥିବା ଚିତାଳ ମହାବିଦ୍ୟାଳୟରେ ଫିଜିକ୍ସ ଏବଂ ଓଡ଼ିଆରେ ନାମ ଲେଖାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରତିବର୍ଷ ୩୨ଜଣ ଲେଖାଏଁ ନାମ ଲେଖାଇ ଥିଲେ ମଧ୍ୟ ଆଜି ଯାଏ ପରୀକ୍ଷା ଦେବାରୁ ବଂଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ମୋଟା ଅଙ୍କର ପଇସା ନେଇ ଆଡ୍ମିସନ ଦେଇଥିବା କଲେଜ କିନ୍ତୁ ଏବେ ବିଶ୍ୱ ବିଦ୍ୟାଳୟର ଦୋଷଦେଇ ପିଲା ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ପୁର୍ବରୁ ଛାତ୍ର ଛାତ୍ରୀ ମାନେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲାIମାତ୍ର କୌଣସି ସୁଫଳ ନମିଳିବାରୁ ପୁନର୍ବାର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନ୍ୟାୟ ଭିକ୍ଷା କରିଥିଲେ  ଜିଲ୍ଲାପାଳ ସେମାନଙ୍କୁ ତିନି ସପ୍ତାହ ମଧ୍ୟରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭାରମ୍ଭ

Posted by - September 10, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ଛାତ୍ର, ଛାତ୍ରୀ ଯୁବ ସମ୍ପ୍ରଦାୟ ଏବଂ ସବୁ ବର୍ଗର ପାଠକ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ଏକ…

ପାରିବାରିକ ଝଗଡା ରୁ ବୃଦ୍ଧ ଙ୍କୁ ପିଟିପିଟି ହତ୍ୟା

Posted by - September 8, 2021 0
ବରଗଡ:ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବରଗଡ ଜିଲା ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟି ଯାଇଛି ଏଭଳି ଅଭାବନୀୟ ଅଘଟଣା…

Leave a comment

Your email address will not be published.