
ଭୁବନେଶ୍ୱର:(ପାୟଲ ରାଉତ )ଭୁବନେଶ୍ୱର ଠାରେ ଅବସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ୧୬ତମ ୱାଲ୍ଡ ୱାଚ୍ ଇଂରାଜୀ ମାଗାଜିନ୍ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି। ଏହି ସଭାରେ ମୂଖ୍ୟ ଅତିଥି ରୁପେ ଭୁବନେଶ୍ଵର ମଧ୍ୟମ ର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ର ମେୟର ଶ୍ରୀମତି ସୁଲୋଚନା ଦାସ୍, ଶ୍ରୀମତୀ ଶ୍ରିମୟୀ ମିଶ୍ର, ଶ୍ରୀମତୀ ଚିଦାସ୍ମିତ ଖଟୁଆ, ଏବଂ ଅନେକ ମାନ୍ୟ ଗୁଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଥିଲେ।
ଏବଂ ଏହି ଏହି ସଭା ତରଫ ରୁ ବଛା ବଚ୍ଛା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯାଇଥିଲା ସେଥିରେ ରଘୁନାଥପୂର୍ ଗ୍ରାମ ର, ଦଧିବାବନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ଙ୍କୁ ମଧ୍ୟ ନିଜର ସମାଜ ସେବା ଏବଂ ଶିକ୍ଷକତା ଜୀବନ ର କାର୍ଯ୍ଯ ପାଇଁ ସମ୍ମାନୀତ କରାଯାଇ ଅଛି।।