Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ନଭେମ୍ବର ୨୮ରେ ଡ଼ଙ୍ଗରଗଡ଼ ମହୋତ୍ସବ

46 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ବ୍ଲକ ଅନ୍ତର୍ଗତ କଲମ ପଞ୍ଚାୟତ ସ୍ଥିତ ଡ଼ଙ୍ଗରଗଡ଼ ଠାରେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଡ଼ଙ୍ଗରଗଡ଼ ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହେନ୍ଦ୍ର ବାଗ, ଚନ୍ଦ୍ରସେନ ବାଗ, କୀର୍ତ୍ତନ ମାଝୀ, ଶଶୀଦେବ ମାଝୀ, ଦେବ ମାଝୀ, ଜୟରାମ ମାଝୀ, ଜଗନ୍ନାଥ ଶବର, ମଳର ଶବର, ଯଦୁରାମ ମାଝୀ, ଜୟସେନ ସାହୁ, ହୃଦାପଟେଲ, ଟିକେ ଶବର, ତ୍ରିଲୋଚନ ମାଝୀ, ହରିଶଙ୍କର ମାଝୀ, ଭବାନୀ ବାଗ କ୍ଷୀର ମାଝୀ, ନୀଲେ ମାଝୀ,ମଞ୍ଜୁସୁତା ମାଝୀ, ଜନକ ମାଝୀ, ଦଳିନି ମାଝୀ , ସୁରଦେଇ ମାଝୀ, ପାର୍ବତୀ ମାଝୀ, ସଂକ୍ରି ମାଝୀ, ବନିତା ମାଝୀ, ସୁରୁଦେଇ ମାଝୀ ପ୍ରମୁଖ ଯୋଗଦେଇ ଥିଲେ ।

ସୂଚନା ଯୋଗ୍ୟ ଯେ, ଡ଼ଙ୍ଗରଗଡ଼ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଡ଼. ଭବାନୀ ଶଙ୍କର ନିଆଲ ଅଛନ୍ତି । କଳା,ସଂସ୍କୃତି ଓ ଡ଼ଙ୍ଗରଗଡ଼ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇକି ଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ପାର୍ବତାରୋହଣ କାର୍ଯ୍ୟକ୍ରମ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏଠି ୫ଟି ବଡ଼ ଜଳପ୍ରପାତ, ଟୁରିଷ୍ଟ ସ୍ପଟ ଏବଂ ପାଖାପାଖି ୨୦ ହଜାର ବର୍ଷର ପଥର ଗୁମ୍ଫା ଚିତ୍ର ରହିଛି । ଏଠାରେ ଓଡିଶାର ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ଛତିଶଗଡ ର ଲୋକେ ବର୍ଷତମାମ ଆସୁଥାନ୍ତି । ଏହାର ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ହେବାପାଇଁ ଉକ୍ତ ବୈଠକରେ ସ୍ଥିର କରିବା ସହ ପ୍ରତ୍ୟେକ ବର୍ଷ ନଭେମ୍ବର ୨୮ରେ ଡ଼ଙ୍ଗରଗଡ଼ ମହୋତ୍ସବ ପାଳନକରିବାପାଇଁ ଧାର୍ଯ୍ୟ କରାଯାଇଛି ।

Related Post

କଳାହାଣ୍ଡି ଜିଲ୍ଲା ଧର୍ମଗତ ନଗର ଠାରେ ଭାଜପା ମଣ୍ଡଳ କାର୍ଯ୍ୟକାରୀ ବୈଠକ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ଵଲିଦାନ ଦିବସ ପାଳିତ

Posted by - February 12, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ତା ୧୧/୨/୨୩ କଳାହାଣ୍ଡି ଜିଲ୍ଲା ଧର୍ମଗତ ନଗର ମଣ୍ଡଳ ଠାରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ବଳିଦାନ ଦିବସ ଓ କାର୍ଯ୍ୟ…

କଣ୍ଟାମାଳରେ ଆନ୍ତଃରାଷ୍ଟ୍ରୀୟ ମିଲେଟ ବର୍ଷ ୨୦୨୩ ପାଳିତ

Posted by - May 1, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) କଣ୍ଟାମାଳ ବ୍ଳକ ର ମିଶନ୍ ଶକ୍ତିଭବନ ଠାରେ ଆଜି ମହା ଆଡମ୍ବର ରେ ଆନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ୨୦୨୩ ଅନୁଷ୍ଠିତ ହୋଇ ଯାଇଛି।…

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

Posted by - September 14, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି ୯୧ ବର୍ଷ…

ହରଭଙ୍ଗା ଥାନା ଅଧିକାରୀ ଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ଶୁଭେଚ୍ଛା, ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ଆଲୋଚନା

Posted by - August 30, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନରେ ନୂତନ ଅଧିକାରୀ ଭାବେ ଶ୍ରୀ ନଳନୀ କାନ୍ତ ଦାସ ଗତ ଶୁକ୍ରବର ଦିନ ଯୋଗ ଦେଇଛନ୍ତି। ପୁର୍ବ…