Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

୨୯ ତାରିଖରୁ ଯାଜପୁରେ ଆରମ୍ଭ ହେବ ସପ୍ତମ ଅଶୋକ ଦାସ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗୀତା

542 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ସପ୍ତମ ଅଶୋକଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ବୋଲି ଆୟୋଜନ ମେଲବର୍ଣ୍ଣ କ୍ରିକେଟ କ୍ଲବ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ,ଜ୍ଞାନ ଚାନ୍ଦ ଦାସ, ବଟକୃଷ୍ଣ ମହାପାତ୍ର, ଅଭୟ ବଲ୍ଲବ ପଣ୍ଡା ପ୍ରମୁଖ ଯୋଗ ଦେଇ ୬ ବର୍ଷର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ ।

ସୂଚନା ଅନୁଯାୟୀ କିଲାପଡ଼ିଆ ରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ରାଜ୍ୟ ବାହାରୁ ୧୦ଟି ଟିମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମେଲବୋର୍ଣ୍ଣ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଦଳ ସହିତ ଛତିଶଗଡ,ରାଂଚି ଦଳ ମଧ୍ୟ ଅଂଶଗ୍ରହଣ କରିବେ । ୨୯ ତାରିଖରୁ ପେଂବୃଆରି ୪ ତାରିଖ ପର୍ଯ୍ୟନ୍ତ କ୍ୱାର୍ଟର ପାଂଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ୫ ଏବଂ ୬ ତାରିଖ ସେମିପାଂଇନାଲ ଏବଂ ୭ ତାରିଖ ଦିନ ପାଂଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଚଳିତ ବର୍ଷ ଚାମ୍ପିଆନ ଦଳକୁ ନଗଦ ୫୦ ହଜାର ଟଙ୍କା ଏବଂ ରନର୍ସ ଅପ ଦଳକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଂଟର କର୍ମକର୍ତ୍ତା ଅୟସକାନ୍ତ ଧଳ,ମନୋଜ ସାହୁ,ଦୀପକ ଦାସ,ପାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Facebook Notice for EU! You need to login to view and post FB Comments!

Related Post

୧୨ ତମ ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସାହାଜପାଲ ଚମ୍ପିୟାନ

Posted by - November 15, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ  ମା ମ।ହେଶ୍ଵରୀ ଫୁଟବଲ ଏସୋସିଏସନ ପକ୍ଷରୁ ଦିନ ଧରି ଚାଲିଥିବା ୧୨ ତମ ମା…

ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

Posted by - March 7, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ଭୈରବୀ କନିଷ୍ଠ ମହାବିଦ୍ୟାଳୟ ପୁରୁଣାକଟକ ବୌଦ୍ଧ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି. ଏହି କ୍ରୀଡା ଉତ୍ସବର ଉଦଘାଟନୀ ଦିବସକୁ ମହାବିଦ୍ୟାଳୟର…

ସମ୍ବଲପୁରରେ ସୁନା ପୁଅ ପ୍ରମୋଦ ଭଗତ କୁ ଭବ୍ୟ ସ୍ୱାଗତ

Posted by - September 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମାଟିରେ ସୁନା ପୁଅ ପ୍ରମୋଦ ଭଗତ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନିକଟରେ ଅନୁଷ୍ଠିତ ପାରା ଅଲମ୍ପିକରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ…

ଜାତୀୟ ଜୁଡୋ ରୋପ୍ୟ ପଦକ ବିଜେତା ଇଶାନ୍ ଙ୍କୁ ଜ଼ିଲ୍ଲା ଓବିସି ମଞ୍ଚର ସମ୍ବର୍ଦ୍ଧନା

Posted by - November 25, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ )ଜାତୀୟ ସବ୍ ଜୁନିଅର ଜୁଡୋ ପ୍ରତିଯୋଗିତାରେ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ,କ୍ବାଟର ଫାଇନାଲରରେ ରାଉଲକେଲା କୁ ହରାଇ ବରଗଡ଼ ବିଜୟୀ

Posted by - February 9, 2022 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ର ଖେଳ ପଡ଼ିଆରେ ଆଜି ବିଜୟାୟୁଥକ୍ଲବ ଜରିଆରେ ବରଗଡ଼ ଓ ରାଉରକେଲା ମଧ୍ୟରେ କ୍ବାଟର…

Leave a comment

Your email address will not be published.