ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

16 0

ହରଭଙ୍ଗା :୧୭/୦୯ (ବିଚିତ୍ର ମୟ ଏହି ସୃଷ୍ଟି, ବିଚିତ୍ର ସ୍ରଷ୍ଟା ଓ ସୃଷ୍ଟି କୁ ନିଜ ବିନ୍ଧାଣ ମୁନରେ ସରସ ସୁନ୍ଦର କରି ଗଢି ତୋଳିଥିବା କାରିଗର ଙ୍କ କାରିଗରୀ ସବୁଠୁ ବିଛିତ୍ର, ତାଙ୍କୁ ଜଣା ସୃଷ୍ଟି କେମିତି ଏକ ରଙ୍ଗ ବେରଙ୍ଗ ଜୀବନ୍ତ ଓ ବୈଚିତ୍ର ମୟ ହେବ!ଆଜି ସେହି ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ଙ୍କ ପୂଜା!ପୁର ଠୁ ପଲ୍ଲୀ ମୁଖରିତ ବିଶ୍ୱକର୍ମା ପୂଜା ପାଇଁ!ଏହି ବିଶ୍ୱକର୍ମା ପୂଜା କୁ ବହୁ ଆଡମ୍ବର ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଳ ପରିମଳ ବିଭାଗ କାଯ୍ୟଳୟ ଠାରେ ବିଭାଗ ପକ୍ଷରୁ ପାଳନ କରାଯାଇଛି!ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ଜେନା ଓ ସ୍ଵଧର୍ମିଣୀ କର୍ତ୍ତା ଭାବେ କାର୍ଯ୍ୟ ତୁଳାଇଥିଲେ!

ସେହିଭଳି ପୁରୁଣାକଟକ ବିଦ୍ୟୁତ ବିଭାଗ, ହରଭଙ୍ଗା ବ୍ଲକ ରାଜମିସ୍ତ୍ରୀ ସଂଘ, ଓଡିଶା ଡ୍ରାଇଭର ମହାସଂଘ ରାମଗଡ ପଞ୍ଚାୟତ ଆନୁକୂଲ୍ୟରେ ବାବା କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରେ ଓ ଓଡିଶା ଡ୍ରାଇଭର ମହାସଂଘ ତିଲେଶ୍ୱର ପଂଚାୟତ ବାବା ଗୁପ୍ତେଶ୍ୱର ପ୍ରାଙ୍ଗଣ ନିକଟରେ, ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି!ଏତତ ବ୍ୟତୀତ ବ୍ଲକ ର ପୁରୁଣାକଟକ ଶାନ୍ତି ଦେବି ଆଇ ଟି ଆଇ, ତିଲେଶ୍ୱର, କୁମାରୀ, କୁସଙ୍ଗ, ଅଯୋଧ୍ୟା, ହରଭଙ୍ଗା ଓ ନିର୍ମାଣ ଧୀନ ଖୋର୍ଦ୍ଧା -ବଲାଙ୍ଗୀର ରେଲୱେ ବିଭାଗ ପକ୍ଷରୁ କାର୍ଯ୍ୟାଳୟ କରଞ୍ଜକଟା ଠାରେ ବହୁ ଧୂମାଧାମ ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଥିବା ଦେଖିବାକୁ ମିଳିଛି!

Related Post

ଗାଁ କଲ୍ୟାଣ ସମିତି ଚୁଲିକୁ ଗଲା, ଅସବରପ୍ରାପ୍ତ ଯବାନ କରି ଦେଖାଇଲା

Posted by - August 27, 2023 0
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗାଁ ରେ ଗାଁ କଲ୍ୟାଣ ସମିତି ହେଇଛି ବାଟବଣା l ଗାଁ ର…

ଶିଶୁ ମନ୍ଦିର ରେ ଗଣିତ ମେଳା

Posted by - December 23, 2019 513
କେନ୍ଦୁଝର:ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରବିବାର ଜାତୀୟ ଗଣିତ ଦିବସ ପାଳିତ ହୋଇଛି l ଏହି ଉପଲକ୍ଷେ ବିଦ୍ୟାଳୟ ରେ ଗଣିତ ମେଳା ର…

ବୌଦ୍ଧ ଜିଲ୍ଲାର ବନ୍ୟା ଆଶ୍ରୟ ସ୍ଥଳୀରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 26, 2022 0
ବୌଦ୍ଧ:୨୬/୯ 🙁 ଚିତ୍ତରଂଜନସିଂ) ବୌଦ୍ଧ ସହର ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳୀଠା ଲରେ ଆଜି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ…

ସଞ୍ଚୟ ସଚେତନତା ରଥ ଶୁଭାରମ୍ଭ

Posted by - October 31, 2021 0
ସୋନପୁର: (ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ଵ ମିତବ୍ୟୟିତା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି |ଏହି ଅବସରରେ ଏକ ସଞ୍ଚୟ…

ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଟାଙ୍କି ଫାଟି ଦୋକାନୀ ଆହତ

Posted by - November 27, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ) ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଗ୍ୟାସ ଟାଙ୍କି ଫାଟି ଦୋକାନୀ ଆହତ ହୋଇଛନ୍ତି!ସୂଚନା ଅନୁଯାଇ NH 57 ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଥିବା…