Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ପୁରୀରେ ପାକିସ୍ତାନୀ ଭକ୍ତ,ଶ୍ରୀମନ୍ଦିର ଦର୍ଶନ କଲେ

719 16

ପୁରୀ ୦୪।୦୧ – ଭାରତ ଓ ପାକିସ୍ଥାନ ମଧ୍ୟରେ ରହିଛି ତିକ୍ତତା। ସୀମାରେ ଉଭୟ ଦେଶର ସେନା ମଧ୍ୟରେ ଚାଲିଛି ଛକାପଞ୍ଝା। ଏହି ସମୟରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶ୍ରଦ୍ଧାଳୁ  ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରି  ଦୁଇ ଦେଶବାସୀଙ୍କ ଭିତରେ ଭାଇଚାରା ପାଇଁ ପ୍ରାର୍ଥନା କରିଛନ୍ତି।ତିବର୍ଷ ନୂଆବର୍ଷରେ ଏହି ପର୍ଯ୍ୟଟକ ମାନେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ସେମାନେ ବେଶ୍ ଖୁସି ଥିବା କହିଛନ୍ତି । ସେହିପରି ନାଗରିକତା ସଂଶୋଧନ ଆଇନ ନେଇ ମଧ୍ୟ ପାକିସ୍ତାନୀ ଶ୍ରଦ୍ଧାଳୁ ପ୍ରତିକ୍ରିୟା ରଖିଛନ୍ତି ।ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ସେମାନେ ବେଶ୍‌ ଖୁସି ଥିବା କହିଛନ୍ତି। ସେମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ

Facebook Notice for EU! You need to login to view and post FB Comments!

Related Post

ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ?

Posted by - September 6, 2021 0
ବରୀ: :(ସ୍ନେହାଂଶୁ ଶେଖର ମହାନ୍ତି)ସରକାର ସାଧାରଣ ଲୋକଙ୍କ ପାଇଁ ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ? ଏହି ପ୍ରଶ୍ନ ଆମ୍ଭେ…

ଆଇନ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ

Posted by - July 13, 2020 1,010
ଯାଜପୁର ଅଫିସ :କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଳ୍‌ା ଏଥିରୁ ବାଦ୍ ପଡିନାହିଁ । ଜୁଲାଇ ୧୧ ତାରିଖ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁରୀ ରେ ପତିତପାବନଙ୍କୁ ଦର୍ଶନ

Posted by - January 2, 2019 261
ପୁରୀ : ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି। ସେ ଶ୍ରୀମନ୍ଦିର ଭିତରକୁ ନଯାଇ…

ବିଶ୍ୱ ପରିବେଶ ଦିବସ: ବିକାଶ ନାମରେ ନଷ୍ଟ ହେଉଛି ଯୋଡ଼ା ଓ ବଡ଼ବିଲ ପରିବେଶ ।

Posted by - June 5, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି ଆନ୍ତରିକତା…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

Posted by - January 14, 2021 0
ଭବାନିପାଟଣା:ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗ୍ରସ୍ତ କରି ୧୦୬୪ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ରେ ନିର୍ମିତ ୫୪ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧୦୨୦…

There are 16 comments

  1. Right here is the right blog for anyone who wants to find out
    about this topic. You understand so much its almost hard to argue with you (not that
    I actually would want to…HaHa). You certainly put a fresh spin on a subject that’s been written about for decades.

    Excellent stuff, just excellent!

  2. Nice post. I learn something totally new and challenging on blogs I stumbleupon on a daily basis.
    It’s always exciting to read articles from other authors and practice a little something from other websites.

  3. I do believe all the ideas you’ve presented for your post.

    They are really convincing and will certainly work.
    Still, the posts are very brief for newbies.
    May just you please extend them a bit from next time? Thank you for the post.

  4. Howdy very cool web site!! Guy .. Excellent ..
    Amazing .. I’ll bookmark your web site and take the feeds
    additionally? I am glad to seek out a lot of useful information right here within the post, we want work out extra techniques in this regard,
    thank you for sharing. . . . . .

  5. Thanks for any other great post. Where else could anyone get that kind of information in such an ideal method of writing?

    I have a presentation subsequent week, and I’m at
    the look for such info.

  6. Hey There. I found your blog using msn. This is a very well written article.
    I will be sure to bookmark it and come back to read more
    of your useful information. Thanks for the post.
    I’ll certainly comeback.

  7. Spot on with this write-up, I actually believe that this website
    needs a lot more attention. I’ll probably be
    back again to read through more, thanks for the info!

  8. Wow that was unusual. I just wrote an incredibly long comment but after
    I clicked submit my comment didn’t show up. Grrrr…
    well I’m not writing all that over again. Anyhow, just wanted to say great blog!

Leave a comment

Your email address will not be published.