Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ମହାନଦୀ ରେ ବନ୍ୟା, ଅଧିକାଂଶ ଜମି ଜଳମଗ୍ନ ଧଲପୁର -ହରଭଙ୍ଗା ପୂର୍ତ୍ତ ଜଗନ୍ନାଥ ସଡ଼କରେ ଯୋଗାଯୋଗ ବିଛିନ୍ନ

73 0

ଜମି ରହିଛି ୩ ଫୁଟ ର ବନ୍ୟା ପାଣି

ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନଦୀକୁଳିଆ ଅଞ୍ଚଳ ରେ ବନ୍ୟା ସୃଷ୍ଟି l ଯୋଗାଯୋଗ ବିଛିନ୍ନ, ଅଧିକାଂଶ ଚାଷ ଜମି ଜଳମଗ୍ନ ହୋଇଥିବା ଚିତ୍ର ଦେଖିବାକୁ ମିଳିଛି l ବର୍ତମାନ ଉପରେ ମୁଣ୍ଡରେ ଲଗାଣ ବର୍ଷା ସହ ହୀରାକୁଦ ଜଳ ଭଣ୍ଡାର ୧୦ ଟି ଗେଟ ଖୋଲା ରହିବା ଫଳରେ ତଳିଆ ମୁଣ୍ଡ ରେ ବା ମହାନଦୀ କୁଳବାସୀଙ୍କ ଦୁଃଖ ଦୁର୍ଦଶା ବଢ଼ିଛି l

ଏହା ମହାନଦୀ ର ଚଳିତ ବର୍ଷ ର ଦ୍ୱିତୀୟ ବନ୍ୟା ଆସିଥିବା ବେଳେ ହରଭଙ୍ଗା ବ୍ଳକ ର କୃଷ୍ଣମହୋନପୁର ଠୁ ଆରମ୍ଭ କରି କରଡ଼ି, ହାଟଗାଁ,ମଙ୍ଗଳପୁର, ଝରାସାହି,ରାମଗଡ଼, ଧଲପୁର, ଖଣ୍ଡି ଧଲପୁର,ପାଣିଘରା, ରାଉତପଡା, ହରଭଙ୍ଗା, କୁମାରୀ, ଅଟଲସରା, ମାରଡ଼ା ଆଦି ନଦୀକୁଳ ବାସିନ୍ଦାଙ୍କ ବନ୍ୟା ଯୋଙ୍ଗୁ ଚାଷ ଜମି ଗୁଡିକ ଜଳ ମଗ୍ନ ରେ l

ଅନ୍ୟପଟେ ଧଲପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ରେ ପାଣି ଯୋଗୁଁ ଯାତାୟତ ବିଛିନ ହୋଇଯାଇଛି l ରାସ୍ତାରେ ବର୍ତମାନ ୩ ଫୁଟ ରୁ ଅଧିକ ଉଚ୍ଚ ରେ ପାଣି ରହିଛି l ତେଣୁ ପ୍ରଶାସନ ନଦୀ କୁଳିଆ ଅଞ୍ଚଳ ରେ ଲୋକଙ୍କୁ ସତର୍କତା କରାଇବା ସହ ଚାଷ ଜମି ଗୁଡିକ ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଚିନ୍ହଟ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସାଧରଣ ରେ ଦାବି ହେଉଛି l

Related Post

ଜୁନାଗଡ଼ ଗୋଲାମୁଣ୍ଡା ବ୍ଲକ ପ୍ରାର୍ଥୀ ଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ, ଭିନ୍ନ ମତରେ ତିନି ଦଳର ଗୋଟିଏ ସଂଖ୍ୟା, ଦୁଣ୍ଡା ଗ୍ରାମବାସୀ ଙ୍କ ଭୋଟ ବର୍ଜନ

Posted by - February 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟରେ ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକ ର ମତଦାନ…

ଦଣ୍ଡପାଟ ଅଞ୍ଚଳକୁ ମରୁଡି ଘୋଷଣା ଦାବୀ ନେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟ ଲୟ ଆଗରେ ବିକ୍ଷୋଭ ଓ  ୫ ଦଫା ଦାବି ପତ୍ର ପ୍ରଦାନ

Posted by - August 17, 2023 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ର  ୮ ଗୋଟି  ଗ୍ରାମ ପଞ୍ଚାୟତକୁ ମରୁଡି ଘୋଷଣା ଦବିନେଇ ଦଣ୍ଡପାଟ କୃଷକ ସଙ୍ଘଠନ ପକ୍ଷରୁ  ଧର୍ମଗଡ ଉପଜିଲ୍ଲାପାଳ ନ୍କ…

ଟୋକେନ ଡେ଼ଲିଟି କୁ ନେଇ CSO ଙ୍କୁ ଘେରିଲେ ଚାଷୀ

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଚାଷୀଙ୍କ ନାମ ଓ ଟୋକେନକୁ ଡେ଼ଲିଟି କରିଥିବା ଅଭିଯୋଗ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ କିଛି ସମୟ ପାଇଁ ଘେରାଉ କରିଥିଲେ ନବରଙ୍ଗପୁର…

ସୁଶାନ୍ତ ପରିବାରଙ୍କୁ ସରକାରୀ ଯୋଜନା ସାତ ସପନ,ଘର ନାହିଁ କି ରାସନ କାର୍ଡ ନାହିଁ

Posted by - January 6, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ସରକାରଙ୍କ ଯୋଜନା ଉପରେ ଯୋଜନା, ମାଲ ମାଲ ଯୋଜନା ଥିଲେ ମଧ୍ୟ ସବୁ ଯେମିତି ଫେଲ ମାରିଥିବା ଭଳି ଦୃଶ୍ୟ ଦେଖିବା କୁ…