Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜାତୀୟ ରାଜ ପଥରେ ଯୁବକଙ୍କ ମୃତ ଦେହ, କାରଣ ଅସ୍ପଷ୍ଟ

19 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନୟାଗଡ ବୌଦ୍ଧ ସୀମା ଗେଟ ଠାରୁ ମାତ୍ର ଅଧକିଲୋମିଟର ରାସ୍ତା ର ବୌଦ୍ଧ ଏରିଆ ରେ ଘଟିଯାଇଛି ଏହି ଘଟଣା l ଘଟଣା ଏଭଳି ଘଟିଛି ଯୁବକ ବୟସ ପାଖାପାଖି ୪୫  ହେବ l ମୁଁହ ଠାରୁ ମୁଣ୍ଡ ଅଧା ପ ର୍ଯ୍ୟନ୍ତ ସମ୍ପୂର୍ଣ ଗୁଣ୍ଡ ହୋଇ ଯାଇଛି ମୁଣ୍ଡର ଦହି ଛିଞ୍ଚାଡି ହୋଇ ପଡିଛି l

ହେଲେ ଘଟଣା ସମ୍ପର୍କ ରେ ଖବର ପାଇ ଵାଣିଗୋଚ୍ଛା ଥାନାଧିକାରୀ ଏବଂ ଵାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ଅଧିକାରୀ ପହଂଚିବା ପରେ ଆଡେଣିଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇ ଥିବାବେଳେ ମୃତ୍ୟୁ ର କାରଣ ଅସ୍ପଷ୍ଟ l ଯାହାକି ଆଜି ସକାଳ ସାଢେ ସାତଟା ବେଳେ ସମସ୍ତ ଷ୍ଟାପ ପହଂଚି ହାତୀ ମଡ଼ା ଲକ୍ଷ୍ୟ କରୁଥିବାବେଳ ସେହି ସ୍ଥାନ ରେ ରାସ୍ତା ରେ ଠିଆ ହୋଇ ଦେଖୁ ଥିବାବେଳେ ହଟାତ ଏକ ଦନ୍ତା ହାତୀ ଗର୍ଜନ କରିଥିଲା l ଫଳରେ ସେହି ସ୍ଥାନରୁ ବିଭାଗୀୟ ଅଧିକାରୀ ପ୍ରକୃତ ଦର୍ଶୀ ଦୌଡ଼ି ପଳାଇ ଥିଲେ l

ଯାହା ପ୍ରକୃତ ଦର୍ଶୀ ଙ୍କ କହିବାନୁ ସାରେ ହାତୀ ଯୁବକ କୁ ଶୁଣ୍ଢ ରେ ଆକ୍ରମଣ କରି ଥାଇ ପାରେ ବୋଲି ପ୍ରକାଶ କରିଛନ୍ତି l ଯୁବକ ଏକ ଲୁଙ୍ଗି ଓ ଏକ ସାର୍ଟ ପିନ୍ଧିଥିବା ବେଳେ ଗାମୁଛା ବେକରେ ପକାଇ ଥିବାର ଦେଖିବାକୁ ମିଳିଛିl ଘଟଣା ସ୍ଥଳରେ ଆଡେଣିଗଡ଼ ଫାଣ୍ଡି ଅଧିକାରୀ ବ୍ରହ୍ମlନନ୍ଦ ପ୍ରଧାନ ପହଂଚି ଶବ ଜବତ କରି ବୌଦ୍ଧ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି l ଶବବ୍ୟବଚ୍ଛେଦ ହେଲା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି

Related Post

ସିଦ୍ଧ ବିନାୟକ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ 

Posted by - January 31, 2023 0
ଯାଜପୁର:ଯାଜପୁର ପୌରପାଳିକାର ମହାବୀର ନଗରସ୍ଥିତ ସିଦ୍ଧ ବିନାୟକ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ସକାଳୁ ବୈତରଣୀ ଜଳ ଅଣାଯାଇ ସ୍ନାନ କରାଯାଇ…

ନିଜ ଘର ଭିତରେ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା

Posted by - August 24, 2023 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ କୋକସରା ଥାନା ଅନ୍ତର୍ଗତ ଗତ ବେହରାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗ୍ରାମର ଜଣେ ବିବାହିକ ଯୁବକ ନିଜ…

ଆଦର୍ଶ ଶିକ୍ଷକ ପ୍ରମୋଦ କୁମାର ରାଉତ ସମ୍ମାନୀତ

Posted by - June 1, 2022 0
ଭୁବନେଶ୍ବର:(ପାୟଲ ରାଉତ )ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମ ପଞ୍ଚାୟତ ର ଗ୍ରାମ କମିଟି ତରଫରୁ ରାମଳିଲା ମହୋତ୍ସବ ଆୟୋଜିତ ହୋଇଅଛି।ଏହି ଉତ୍ସବ ଦୀର୍ଘ ୬-୭ ହେବ…

ନୀଳଗିରି କଂଗ୍ରେସ୍ ଭବନ ରେ, ବରିଷ୍ଠ କଂଗ୍ରେସ ନେତା ସ୍ଵର୍ଗତଃ କପିଳେନ୍ଦ୍ର ପୋଥାଳ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା ।

Posted by - April 16, 2021 0
ନୀଳଗିରି:୧୫/୦୪/୨୦୨୧(ସୌମ୍ୟାସାଇ ବାରିକ)କିଷାନ କଂଗ୍ରେସ ର ରାଜ୍ୟ ସମ୍ପାଦକ, ଯଶୋଦା ନନ୍ଦନ ସିଂହ ଙ୍କ ଆବାହକତ୍ବରେ, ବରିଷ୍ଠ କଂଗ୍ରେସ୍ ନେତା ସ୍ବର୍ଗତ କପିଳେନ୍ଦ୍ର ପୁଥାଳ ଙ୍କ ଏକା ଦଶାହ…

ସାମ୍ବାଦିକ ଆକ୍ରମଣ ର ପ୍ରତିବାଦ ଏବଂ ଦାବିପତ୍ର ପ୍ରଦାନ

Posted by - July 27, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ସାମ୍ବାଦିକ ସଂଘ ତରଫରୁ କେନ୍ଦ୍ରାପଡା ରେ ଜୈନିକ ସାମ୍ବାଦିକ ଙ୍କୁ ରିଜର୍ଭ ପୋଲିସ ମହିଳା କର୍ମଚାରୀ ଚାପୁଡ଼ା ମାରିବା ସହ ତାଙ୍କ…