Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବୂଦ୍ଧ କାଳରେ ପେନସନ ଆମର ଦାବୀ ,ସରକାର ତୁମେ ମାନିନିଅ

91 0

ବିଷମକଟକ :(ରୁ ରମାକାନ୍ତ ପଡ଼ାଲ) ବିଷମକଟକ ବ୍ଲକ ଆଜି ଉତ୍କଳ ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ତରଫୁର ବ୍ଲକ ଅଫିସ ଠାର ଗଣଧାରଣାର।ପୂରୁଣା ପେନସନ କୁ ଫରେଇ ଦିଅ ହଟାଇ ନିଅ ପୂରୁଣା ପେନସନ ଏନେଇ ଦାବୀ ରଖିଛନ୍ତ୍ ଓଡିଶା ସରକାର ଙ୍କ ଠାରେ ପ୍ରାଥମିକ ଶିକ୍ଷକ ମାନେ ୪୨୦୦ଗ୍ରେଡେ ଆମର ଦାବୀ କୁ ସରକାର ତୁମେ ମାନିନିଅ ସମାନ କାମକୁ ସମାନ ଦରମା ଦିଅ ନେଇ ବ୍ଲକ ଅଫିସ ଠାରେ ଶହଶହ ଶିକ୍ଷକ ମାନେ ଉପସ୍ଥିତ ରହି ଧାରଣାରେ ବସିଛନ୍ତି।

Related Post

୧୦୦ ସିଟ ବାଳିକା ଛାତ୍ରୀନିବାସ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ

Posted by - November 9, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ 100ସିଟ ବାଳିକା ହଷ୍ଟେଲ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ…

ସମ୍ବଲପୁରୀ ସଂଗୀତ ସମ୍ରାଟ ଫକିରମୋହନଙ୍କୁ ଶ୍ରଦ୍ଧାଞ୍ଜଳି

Posted by - December 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ସଙ୍ଗୀତକୁ ବିଶ୍ବପ୍ରସାରୀ କରାଇବାରେ ଯଶସ୍ବୀ କଣ୍ଠଶିଳ୍ପୀ ଫକୀର ମୋହନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ତ ତାଙ୍କୁ ସମ୍ବଲପୁରୀ ସଂଗୀତ ସମ୍ରାଟ ବୋଲି ଶ୍ରୋତାମାନେ…

ବିରଜାପୁର ଗ୍ରାମର ମଠ ବାଡ଼ି ଠାରେ ଗଛରୁ  ଯୁବକ ଙ୍କ ମୃତ ଦେହ ଉଦ୍ଧାର

Posted by - November 27, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା  ବିରଜାପୁର ଗ୍ରାମର ମଠ ବାଡ଼ି ଠାରେ ଗଛରୁ  ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ହେଉଛନ୍ତି ସ୍ତାନୀୟ…

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା,ମା ବିରଜା ମନ୍ଦିର ଆଖ ପାଖ ଅଞ୍ଚଳ ରେ ୧୪୪ ଧାରା ଜାରି

Posted by - May 21, 2020 0
ଭୁବନେଶ୍ବର/ଯାଜପୁର :(ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ରାଜ୍ୟ ର ବିଭିନ୍ନ ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଳିବା…

ଖ୍ରୀଷ୍ଟିଆନ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ପାଳନ

Posted by - January 22, 2023 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସହର ମଧ୍ୟରେ ଥିବାJELC ଚର୍ଚ୍ଚ ଠାରେ ଖ୍ରୀଷ୍ଟିଆନ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ଆମ ଜିଲ୍ଲା ର ବିଶିଷ୍ଟ…