୨୦୦ ଲିଟର ଦେଶୀ ମଦ ଜବତ ଓ ୪ ଗିରଫ

20 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁ ର ଏକ ଜଙ୍ଗଲ ରୁ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ୪ଜଣ ଙ୍କୁ ଗିରଫ କରିଛି । ସେମାନେ ଚାରି ଜଣ ହେଲେ ମହୁଲେ ଗାଁ ର ବାବୁଲା ନନ୍ଦ, ଭାଗ୍ୟ ନନ୍ଦ, ପେରମା ବାଗ ଓ ସାବିତ୍ରୀ ମହାନନ୍ଦ ବୋଲି ଜଣା ପଡିଛି ।

ସେମାନେ ବହୁ ଦିନରୁ ଏହି ଜଙ୍ଗଲ ରେ ଦେଶୀ ମଦ ରାନ୍ଧି ବେପାର କରୁଥିଲେ । ସେମାନଙ୍କ ଠାରୁ ପାଖା ପାଖି ୨୦୦ ଲିଟର ଦେଶୀ ମଦ ଓ ଏହି ମଦ ରନ୍ଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ l ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

 

Related Post

ଶଳା କୁ ହତ୍ୟା କଲା ଭିଣୋଇ

Posted by - April 11, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଶଳା କୁ ଟାଙ୍ଗିଆରେ ହାଣିଲା ଭିଣୋଇ । ମୃତକ ହେଲେ ଲଇଡା ଗ୍ରାମର ଶ୍ରୀକାନ୍ତ ସେଠି । ହତ୍ୟାକାରୀ ଜ୍ବାଇଁ…

ଶିକ୍ଷକ ଙ୍କ ଘରୁ ଚୋରି,୧୦ ଭରି ସୁନା ଓ ୩୦ ହଜାର ଟଙ୍କା ଚୋରି

Posted by - September 13, 2023 0
କଣ୍ଟାବାଞ୍ଜି ବ୍ୟୁରୋ: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ହନୁମାନ ମନ୍ଦିର ପଡ଼ାରେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ନଗଦ…

କାହାକୁ ଶୁଭିଲାନି ଚିତ୍କାର, ୧୦ ହଜାର ପୁଲିସ କାହା ସେବାରେ,ପୁରୀରେ ରାତିସାରା ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

Posted by - July 10, 2019 92
ପୁରୀ:ଦଶ ହଜାର ପୁଲିସ, ମାଳ ମାଳ ଯବାନ ଓ ଅଧିକାରୀଙ୍କ ବଳୟ ଭିତ‌ରେ ଥିବା ପୁ ଶରଧାବାଲିସ୍ଥିତ ବସଷ୍ଟାଣ୍ଡରେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଜଣେ ନିରିହ ଆଦିବାସୀ…

ପ୍ରଧାନଶିକ୍ଷକ ଙ୍କ ବିରୋଧୀ ରେ ଛାତ୍ରୀଙ୍କୁ ଅଶ୍ମିଳ ଇଙ୍ଗିତ ଅଭିଯୋଗ

Posted by - February 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଂସାଳଡିହ ଶ୍ରୀମା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଙ୍କ ବିରୋଧୀ ରେ ଛାତ୍ରଛାତ୍ରୀଙ୍କୁ ଅଶ୍ମିଳ ଇଙ୍ଗିତ ଅଭିଯୋଗ। ଅଭିଯୋଗ…