Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପାଣି ସୁବିଧା ନପାଇ କାଦୁଅ ପାଣିରେ ଦୈନଦିନ ଜୀବନ ବିତାଉଛନ୍ତି ଲୋକ

126 0

ବିଷମକଟକ:(ରମାକାନ୍ତ ପଡ଼ାଲ)ନିର୍ବାଚନ ପାଖେଇ ଆସିଲେ ମନେ ପଡୁଛି ବିଭିନ୍ନ ଦଳ ର ନେତା ଦେଉଛନ୍ତି ମିଥ୍ୟା ପ୍ରତିଶୃତି ବିକାଶର ଦ୍ୱାହି ଦେଇ ଭୋଟ ମାଗୁଥିବା ନେତାଗଣ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଯୋଜନାର ସଫଳ ରୂପାୟନ କଥା କହୁଥିବା ସରକାର ଥରେ ଗ୍ରାମାଞ୍ଚଳ ମାନଙ୍କୁ ଯାଇ ସ୍ଥିତି ପରଖନ୍ତୁ ତେବେ ଯାଇ ଜାଣିବେ ଗ୍ରାମାଞ୍ଚଳ ମାନଙ୍କରେ କିପରି ଲୋକେ ଦୂରଦିନରେ ଜୀବନ ଯାପନ କରୁଛନ୍ତି | ନେତା ମାନଙ୍କ ଇଛା ଶକ୍ତି ଅଭାବ କୋଉ ମୁହଁରେ ବିକାଶ କହି ଭୋଟ ମାଗିବାକୁ ଗାଁ କୁ ଯାଉଛନ୍ତି।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ମଲିଝରଣ ଗ୍ରାମ ହେଉଛି ଏକ ରାଜା ରାଜୁଡାଅମଳର  ଗାଁ  କିନ୍ତୁ ନବୀନ ବାବୁ କହୁଛନ୍ତି ଗାଁ କୁ କାମ ଆଉ ମାଆଙ୍କୁ ସନମାନ ଏହି ଦୃଶ୍ୟ ରେ ଆପଣ ମାନେ ଦେଖିପାରୁଥିବେ କେତେ ମା ଙ୍କୁ ସମ୍ମାନ ଆଉ ଯେଉଁ ଘରେ ଘରେ ଆଉ ବସୁଧା ପାଣି ର ସୁବିଧା ନ କହିଲେ ଭଲ |ବର୍ଷ ତମାମ କାଦୁଅ ପାଣି ପିଇ ଜୀବନ କାଟୁଛନ୍ତି ଗ୍ରାମବାସୀ ଗତ ବର୍ଷ ହଇଜା ରେ ଏହି କାଦୁଅ ପାଣି ପିଇକି ମଣିଷ ର ଜୀବନ ଯାଇଥିଲା କିନ୍ତୁ ପ୍ରଶାସନ ଏଇଟି ନୀରବତା ସାଜିଛନ୍ତି ଆଉ କେତେ କାଦୁଅ ପାଣି ପିଇକି ଜୀବନ ଗଲେ ସରକାର ନିଦରୁ ଉଠିବେ |

ଗାଁ ରେ ଅଛି ବସୁଧା ପାଣି ଟାଙ୍କି କିନ୍ତୁ ପାଣି ଶୂନ ଏଇଟି ବୁଦ୍ଧିଯିବି ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ବସୁଧା ଯୋଜନା ର ନା କୁ ମାତ୍ର ଟାଙ୍କି କରିକି କଂଟ୍ରାକଟର କୁ ପଇସା ଦେବା ପାଇଁ ନା ଗାଁ ର ଲୋକଙ୍କ ପାଇଁ ପାଣିର ସୁବିଧା ପାଇଁ କିନ୍ତୁ ଏଇଟି ଟାଙ୍କି କରିକି ଫୋଟ କାଡିକି ସରକାର ଘରେ ଘରେ ପାଣି ଏଇଟା ହେଉଛି ବସୁଧା ଯୋଜନା ବୋଲି ବାଃ ବାଃ ଦେଖାଇହେଉଛି, ଗ୍ରାମ ବାସୀ ପ୍ରକାଶ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ ମାଙ୍କୁ ସନମାନ ଦେଉଥିବା ବେଳେ ଏହି ମଲିଝରଣ ଗ୍ରାମ ର ମହିଳା ଙ୍କ ଦୁଃଖ ସତରେ ବୁଝିପାରୁନାହାନ୍ତି ନା ଜାଣିକି ବି ଅଜଣା ହେଉଛନ୍ତି, ଯଦି ଖବର ପ୍ରକାଶିତ ହେଲା ପରେ ଯଥାଶୀଘ୍ର ଶୁଦ୍ଧପାଣି ର ଵେବସ୍ତା ନ କରନ୍ତି ଆଗକୁ ଥିବା ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ କହିଛନ୍ତି

 

Related Post

କୁସାସୀଙ୍ଗା ବିଜୁ ସେତୁ ସଂଯୋଗ ରାସ୍ତା ଶୋଚନୀୟ

Posted by - September 11, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) (ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ହରଭଙ୍ଗା ଠାରୁ କୁସାସିଙ୍ଗା, କୁ ଯାଇଥିବା ରାସ୍ତା ବା ବିଜୁ ସେତୁ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ…

କଂଗ୍ରେସ ଦଳର ବନ୍ଦ ଡ଼ାକରା,ଜନସାଧାରଣ ଙ୍କ ଅଭୂତପୂର୍ବ ସମର୍ଥନ

Posted by - November 13, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟବ୍ୟାପୀ ମଶାଧିକ କାଳ…

ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ଦଳ ପକ୍ଷରୁ ବାର ଘଣ୍ଟିଆ ବଲାଙ୍ଗୀର ବନ୍ଦ

Posted by - October 22, 2021 0
ବଙ୍ଗୋମୁଣ୍ଡା:( ଅଭିମନ୍ୟୁ ବହିଦାର)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ସମଗ୍ର ରାଜ୍ୟରେ ଜନଆନ୍ଦୋଳନ କ୍ରମାଗତଭାବେ ବୃଦ୍ଧି…

ଡ୍ରେନ ପାଇଁ ଡ୍ରମ ଖାଲି , ୫ ବର୍ଷରେ ୧୫ ଥର ନିର୍ମାଣ ଓସାର କରିବା ନାଁ ରେ ଚାଲିଛି ନିମ୍ନ ମାନର କାର୍ଯ୍ୟ ନିମ୍ନମାନର କାର୍ଯ୍ୟକୁ ବାସିନ୍ଦାଙ୍କ ବିରୋଧ

Posted by - January 8, 2020 55
ଭୁବନେଶ୍ୱର:ବର୍ଷ ଶେଷ ଟଙ୍କା ସରିବ ଦରକାର ସେଥି ପାଇଁ ଚାଲିଛି ତଳ ଠୁ ଉପର ପର୍ଯ୍ୟନ୍ତ ଗୁପ୍ତ ମନ୍ତ୍ରଣା ଯାହାର ପ୍ରମୁଖ ମାଧ୍ୟମ ପାଲଟିଛ ଭଲ ଡ୍ରେନ…

ନନ୍ଦନକାନନରେ ପାଳିତ ହେଲା ବିଶ୍ୱ ହସ୍ତୀ ଦିବସ

Posted by - August 12, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)କୋଭିଡ କଟକଣା ମଧ୍ୟରେ ନନ୍ଦନକାନନରେ ପାଳିତ ହୋଇଛି ବିଶ୍ୱ ହସ୍ତୀ ଦିବସ I ୧୦ମ ତମ ବିଶ୍ୱ ହସ୍ତୀ ଦିବସ ପାଳନ କରିଛି ନନ୍ଦନକାନନ…