ଜାତୀୟ ରାଜପଥ ବିଭାଗ ର ଅବହେଳା ,ଜୋଲୋକ ବ୍ରିଜ ହମ୍ବସ ନେଉଛି ଜୀବନ

134 0

କେସିଙ୍ଗା:(ପ୍ରିତେଶ ପଟେଲ୍)କେସିଙ୍ଗା ଜାତୀୟ ରାହାପଥ ଜୋଲୋକ ବ୍ରିଜ ଦୁଇ ପାର୍ଶ୍ଵ ରେ ଥିବା ବଡ଼ ବଡ଼ ହମ୍ବସ ଲକୋଙ୍କୁ ଦୁର୍ଘଟଣା ରେ ପକାଇ ମୃତ୍ୟୁ ମୁଖରେ ପକାଉଛି।ପ୍ରକାଶ ଯେ ଏହି ବ୍ରିଜ ମରାମତି ସମୟରେ ବ୍ରିଜ ର ଦୁଇ ପଟୁ ଗାଡି ଦ୍ରୁତ ଗତିରେ ନ ଯିବା ପାଇଁ ଦୁଇଟି ହମ୍ବସ କରାଯାଇଥିଲା।ହେଲେ କାର୍ଯ୍ୟ ସାରି ୩ ମାସ ହେଲାଣି ଅଥଚ ସେହି ହମ୍ବସ କୁ ଭଙ୍ଗାଯାଇ ନାହଁ।

ଏତେବଡ଼ ହମ୍ବସ ସାଙ୍ଗକୁ ଅନ୍ଧାର ପାଇଁ ଲୋକେ ଦୁର୍ଘଟଣା ରେ ପଡୁଛନ୍ତି।ଅଧିକାଂଶ ଦିନ ଲୋକେ ଦୁର୍ଘଟଣା ରେ ପଡି ଗୁରୁତର ହେଉଛନ୍ତି।ବିଶେଷ କରି ବାଇକ ଆରୋହି ମାନେ ଏହି ଦୁର୍ଘଟଣା ର ଶୀକାର ହେଉଛନ୍ତି ଏଥିରେ ବହୁ ସଂଖ୍ୟାରେ ମହିଳା ରହିଛନ୍ତି।ବାଇକ ପଛରେ ବସିଥିବା ମହିଳା ଏଠି ପଡି ଯାଉଛନ୍ତି।୪ ଚକିଆ ଯାନ ଯିବା ବି କଷ୍ଟକର ହୋଇ ପଡୁଛି।

ଗୋଟିଏ ପଟେ ଟ୍ରାଫିକ ପାଇଁ ଦିନ ବେଳେ ଏହି ପାଖରେ ଭାରୀ ଯାନ ର ଲମ୍ବା ଲାଇନ ଓ ଅନ୍ୟପଟେ ଏହି ହମ୍ବସ ଲକୋଙ୍କ ଜୀବନ କୁ ମୃତ୍ୟୁ ମୁଖ କୁ ଠେଲିଦେଇଉଛି।ଜାତୀୟ ରାଜପଥ ବିଭାଗ ଏହା ଜାଣିଲେ ବି ନ ଜାଣିଲା ଭଳିଆ ରହୁଛି।ଲକୋଙ୍କ ଜୀବନ ଶହ ଖେଳ ଖେଳୁଥିବା ରୁ ଶୀଘ୍ର ଏହି ହମ୍ବସ ନ ହଟାଇଲେ ବିଭାଗ ନାରେ ଏକ ମାମଲା ରୁଜୁ କରାଯିବ ବୋଲି ସାମ୍ବାଦିକ ମହାସଙ୍ଘ ଚେତାବନୀ ଦେଇଛି।ନିୟମ ଅନୁଯାୟୀ ରାଜପଥ ରେ ହମ୍ବସ ନ ରହିବା ପାଇଁ ନିର୍ଦ୍ଦେଶ ରହିଛି।ହେଲେ ଏହି ଆଇନ କୁ ବି ବିଭାଗ ମାନୁ ନାହିଁ।

 

Related Post

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଧର୍ମଶାଳାରେ ପିସ ପୋଷ୍ଟର ପ୍ରତିଯୋଗୀତା ଆୟୋଜିତ

Posted by - November 12, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପ୍ରତି ବର୍ଷ ଆନ୍ତର୍ଜାତୀୟ ସ୍ତରରେ ଲାୟନ୍ସ କ୍ଲବ ବିଶ୍ୱ ବ୍ୟାପି ଶାନ୍ତିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କୁନି କୁନି ଛାତ୍ର…

ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Posted by - April 2, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଧର୍ମଗଡ ତା-୧•୪•୨୦୨୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବେହେରା ସ୍ଥିତ ଦନ୍ତେଶ୍ବରୀ…

ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମରେ କଲେଜ ଛାତ୍ର ଛାତ୍ରୀଙ୍କ ଲୋକ ନୂତ୍ଯ ପରିବେଷଣ

Posted by - January 22, 2023 0
ମୁନିଗୁଡା:୨୨/୦୧(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ମା ମାର୍କମା ଉର୍ଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବରେ ଯୋଗଦେଇ…

ଏସ ପି ଚରଣ ସିଂ ମୀନାଙ୍କ ବିଂଝାରପୁରର ବିଭିନ୍ନ ଅଂଚଳ ସମୀକ୍ଷା

Posted by - July 18, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ ଜରିମାନା ଆଦାୟ…

ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

Posted by - April 22, 2023 0
ଜୟପାଟଣା:(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ବଡ ଟେମରି ସରପଞ୍ଚ ଜୟନ୍ତ କୁମାର ସିଂ ଙ୍କ ସ୍ମୃତିରେ ଜୟପାଟଣା ସରପଞ୍ଚ ସଂଘ ପକ୍ଷରୁ ବାନେର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ…