Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢାଉ

17 0

୧୦ ଲିଟର ମଦ ଜବତ ସହ,୨୦୦୦ ଲିଟର ମହୁଲ ପୋଚ ନଷ୍

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣକଟକ ଥାନା ସଲକଟ ଗ୍ରମାରେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ଚଢାଉ କରି ଗ୍ରାମର ସୁରେଶ ମୁଖି (୫୦) ନାମକ ବ୍ୟକ୍ତିଙ୍କୁ ଗିରଫ କରି ନିକଟ ରୁ ୧୦ ଲିଟର ଦେଶୀ ମହୁଲି ଜବତ କରାଯାଇ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟ ପଟେ ବୌଦ୍ଧ ଥାନା ପଙ୍କୁଆଲ ଜଙ୍ଗଲ ଭିତରୁ ୨୦୦୦ ଲିଟର ମହୁଲ ପୋଚ୍ ନଷ୍ଟ କରାଯାଇଥିବା ବେଳେ ୪୦ ଲିଟର ଦେଶୀ ମହୁଲି ଜବତ ବିଭାଗ ପକ୍ଷରୁ ଜବତ କରାଯାଇଥିଲା। ଏ ନେଇ ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି।

Related Post

ଆକ୍ସିସ ବ୍ୟାଙ୍କ ପକ୍ଷରୁ ମୋବାଇଲ ଏଟିଏମ୍ ଭ୍ୟାନ ସେବା

Posted by - May 9, 2020 219
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଭିନ୍ନ ଅଂଚଳକୁ କଣ୍ଟେନ୍‌ମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଜିଲ୍ଲାରେ ବାହାରୁଥିବା ପଜିଟିଭି କେଶ…

ଯାଜପୁର ଜିଲ୍ଲାପାଳ ଙ୍କୁ ମିଳିଲା ଜାତୀୟ ସମ୍ମାନ

Posted by - March 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାପାଳ ରଂଜନ କୁାମର ଦାସଙ୍କୁ ମିଳିଲା ଜାତୀୟ ସମ୍ମାନ । ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନ ରେ ସହରୀ…

ଶୀତଳଷଷ୍ଠୀ ଯାତ୍ରାରେ ମାଁ ପାର୍ବତୀ ଙ୍କୁ କନ୍ୟାଦାନ ପାଇଁ କନ୍ୟା ପିତାମାତା ଙ୍କ ଘରେ ପ୍ରସ୍ତୁତି

Posted by - May 30, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଆସନ୍ତା ଜୁନ୪ ରେ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ର ଦେବ ଦଂପତି ଙ୍କ ଶିବ ବିବାହ। ଏଥିପାଇଁ ସମ୍ବଲପୁର ସବୁ ଯାତ୍ରା କମିଟିର…

ନୂତନ ଥାନା ଅଧିକାରୀ ଙ୍କୁ ଅଭିନନ୍ଦନ ଜଣାଇଲେ ସାମାଜିକ ସଂଗଠନ

Posted by - August 19, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ଓଡ଼ିଶାର ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ୟୁଥ ଫୋର ଆକ୍ସନ ବାଲେଶ୍ୱର ଜିଲ୍ଲା ପରିବାର ତରଫରୁ ଆଜି ସକାଳେ ବାଲିଆପାଳ ଥାନା ଅଧିକାରୀ ଭାବେ ନୂତନ…

ସମାଜକୁ ପରିବର୍ତ୍ତନ କରିବାର ମାଧ୍ୟମ ଗଣମାଧ୍ୟମ,ସମ୍ପ୍ରତି ଗଣମଧ୍ୟାମ ଆଜି ଦୋଛକିରେ

Posted by - November 17, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ସମାଜକୁ ପରିବର୍ତ୍ତନ କରିବାର ମାଧ୍ୟମ ଗଣମାଧ୍ୟମ I ମାତ୍ର ସମ୍ପ୍ରତି ଗଣମଧ୍ୟାମ ସକାରାତ୍ମକ ଖବର ଅପେକ୍ଷା ନକରାତ୍ମକ ଖବର ପରିବେଷଣ ଉପରେ ଅଧିକ ଗୁରୁତ୍ୱ…