Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବୌଦ୍ଧ ବ୍ଲକରେ ପ୍ରଧାନମନ୍ତ୍ରୀ ମନ୍ତୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ସାମ୍ବାଦିକ ସମ୍ବିଳନୀ

14 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ପୌରହିତ୍ୟରେ ଜରୁରୀ କାଳୀନ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା lଆସନ୍ତା ତା୧୩ ତାରିଖ ବୁଧବାର ଦିନ ସକାଳ ୧୦.୦୭  ମି. ସମୟରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣରେ ବ୍ୟାପକ ଅନିୟମିତତା ଯୋଗ୍ୟ ହିତାଧିକାରୀ ଚୟନ ଓ ଅଯୋଗ୍ୟକୁ ଘର ଯୋଗାଣ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବୌଦ୍ଧ ପଞ୍ଚାୟତ ସମିତି ଆଗରେ ବିକ୍ଷୋଭ ଓ ଗଣଧାରଣା ଦିଆଯିବ l

ବିଷ କରି ପଞ୍ଚାୟତରାଜ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଲାରେ ସମସ୍ତ ବ୍ଲକରେ ବ୍ୟାପକ ଦୁର୍ନୀତି ଅଯୋଗ୍ୟ ହିତାଧିକାରୀଙ୍କୁ ଦୁଇରୁ ତିନୋଟି ପ୍ରଧାନମନ୍ତ୍ରୀ ଆବାସ ପକ୍କା ଘର ଅଯୋଗ୍ୟ ପରିବାରକୁ ଦେଇଛନ୍ତି, ଯାହାରି ଫଳରେ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ଦୀର୍ଘ ଦିନ ଭଙ୍ଗା ଜରି ପାଳ ଘରେ କାଳାତିପାତ କରୁଛନ୍ତି l ଏହାର ତୁରନ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆ ନଗଲେ l ଏହାର ପ୍ରତିବାଦ ପାଇଁ ବୁଧବାର ବୌଦ୍ଧ ବ୍ଲକ ସମ୍ମୁଖରେ ଗଣ ଧାରଣା ବିକ୍ଷୋଭ କରାଯିବ lଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ମୁଖ୍ୟ ପ୍ରଵକ୍ତା ପ୍ରେମାନନ୍ଦ ମିଶ୍ର ଓ ମନୋରଞ୍ଜନ ମିଶ୍ର ଉପସ୍ଥିତ ଥିଲେ l

Related Post

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

Posted by - May 11, 2023 0
ନଲ୍ଲା୦୯/୦୫ (ଅମୀୟ କୁମାର ଦାସ)କଲାହାଣ୍ଡି ଜିଲ୍ଲା ନଲ୍ଲା ବ୍ଳକ ରୁପ୍ରାରୋଡ ପଞ୍ଚାୟତ ଲାଖଗୁଡା ଗ୍ରାମ ନିକଟରେ ଏକ ପିଚୁ ପ୍ଳାଣ୍ଟ ପ୍ରାୟ ଚାରି ବ ର୍ଷରୁ ଅଧିକ…

ଏଲ୍ ଆର୍ ଲ କଲେଜ ସମସ୍ୟା ଦୁର ହେବ କେବେ:- ଆଲୁମିନି ଆସୋସିଏସନ

Posted by - December 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ଏଲ୍ ଆର୍ ଲ କଲେଜ ର ସର୍ବାଙ୍ଗୀନ ବିକାଶ ସହ କଲେଜ ଯେଉଁ ପଙ୍ଗୁ ଅବସ୍ଥାରେ ଅଛି ତାହାକୁ ସୁଧାର କରିବାକୁ ଦାବି…

ଓଡ଼ିଶା ଛୁଇଁବନି ବାତ୍ୟା: ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ

Posted by - October 20, 2022 0
ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ସି-ତ୍ରାଙ୍ଗ’। ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଥିବା ନେଇ ସୂଚନା ମିଳିଛି। ଓଡିଶା ଉପକୂଳରୁ କିଛି ଦୂରରେ ସ୍ପର୍ଶ କରି…

“ପି.ଏମ.କିଶ।ନ ସମ୍ମିଳନୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ସିଧା ପ୍ରସାରଣ ରାଜସ୍ଥାନ ଶିଖର ଠାରୁ

Posted by - July 27, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ଆଜି ସକାଳ ଠିକ୍ ୧୧.୨୭ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ର ସମସ୍ତ ଚାଷୀ ଭାଇ ମାନଙ୍କୁ ସାଙ୍ଗରେ ଧରି…