ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟ ଇଚଗାଁରେ ୩ ମନ୍ତ୍ରୀଙ୍କୁ କଂଗ୍ରେସର କଳାପତାକା ପ୍ରଦର୍ଶନ। ଖୁଲାମରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ମନ୍ତ୍ରୀ ଟୁକୁନି ସାହୁ, ସାରଦା ନାୟକ ଓ ପ୍ରୀତି ରଂଜନ ଘଡେଇଙ୍କୁ ବିରୋଧ କଲା କଂଗ୍ରେସ

24 0

Related Post